ଦୁଆର ମୁହଁରେ ଚପଲ ରଖିଲେ ମାଡ଼ି ଆସେ ଏହି ସାଙ୍ଘାତିକ ବିପଦ

Creat A Revolution

ପ୍ରାୟତଃ ଲୋକେ ନିଜ ଜୋତା ଚପଲକୁ ଘରର ଭିତରେ ମଧ୍ୟ ଉତାରି ଥାନ୍ତି କିନ୍ତୁ ବାସ୍ତୁ ଅନୁସାରେ ଏହିଭଳି କରିବା ଅନୁଚିତ ହୋଇଥାଏ । ଏହା ଘରେ କ୍ଲେଶ ନିର୍ମାଣ କରିଥାଏ । ଆଉ ଘରୁ ଦେବୀ ଦେବତା ପଳାଇ ଥାନ୍ତି ।

ଯେଉଁ ଘରେ ଜୋତା ଚପଲ ଆଡେ ସାଡେ ପଡିଥାଏ ସେଠାରେ ଶନୀଙ୍କର ଅଶୁଭ ପ୍ରଭାବ ପଡିଥାଏ । କାରଣ ଶନିକୁ କାରକ ମନା ଯାଇଥାଏ । ପଦରେ ପିନ୍ଧା ଯାଉଥିବା ଜିନିଷ ଠିକ ଭାବରେ ରଖିବା ଦରକାର ହୋଇଥାଏ । ଘରେ ଜୋତା ଚପଲ ଠିକ ଜାଗାରେ ରଖିବା ଦରକାର ହୋଇଥାଏ । ଘର ବାହାରେ ଅବ୍ୟବସ୍ତିତ ରୂପରେ ପଡି ଥିବା ଜୋତା ଚପଲ ନକରାତ୍ମକ ଊର୍ଜା ଉତପନ କରିଥାଏ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!