ମଝିଆଁ ଭାଇର ଛୁରା ମାଡ଼ରେ ବଡଭାଇର ମୃତ୍ୟୁ ଘଟଣା,ଦଶ ଦିନ ପରେ ହତ୍ୟା କାରି ଭାଇକୁ ଗିରଫ କଲା ପୋଲିସ

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: ବହୁ ଚର୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେର ବନ୍ଧ ପଞ୍ଚାୟତ ଅଧୀନରେ ଥିବା ଲଦାପଦର ଗାଁ ର ମୁରୁଡ଼ ସାହିରେ ମଝିଆଁ ଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହେବା ଓ…

error: Content is protected !!