କୋଟଗଡ଼ ସୁନ୍ଦର ପଲ୍ଲୀରେ କୁଇ ଦିନା ଏଲୁଗିନା ପାର୍କ ଉଦ୍ ଘାଟିତ ‌ ଆସିଲେ ନାହିଁ ନିମନ୍ତ୍ରିତ ଅତିଥି ଜନ ପ୍ରତିନିଧି ଠାରୁ ଭରଷା ହରାଉଛନ୍ତି ଜନସାଧାରଣ

କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଅନ୍ତର୍ଗତ ସୁନ୍ଦର ପଲ୍ଲୀ ଠାରେ ‍କୁଇଦିନା ଏଲୁଗିନା ପାର୍କ ଉଦ୍ ଘାଟିତ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକ ଅନ୍ତର୍ଗତ ସୁନ୍ଦର ପଲ୍ଲୀ ଠାରେ କନ୍ଧମାଳ ଜିଲ୍ଲାର ସଂଗ୍ରାମୀ ଓ…

ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସମବାୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ବିଭିନ୍ନ ଆଲୋଚନା ,ସଭା ସମିତି, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଏହି ଅବସରରେ ଜିଲା ସମବାୟ ସମୂହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ଏକ ସ୍ୱଛାକୃତ ରକ୍ତଦାନ…

ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ମଧୁସୂଦନଙ୍କ ଜୟନ୍ତୀ ପାଳିତ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଏପ୍ରିଲ ୨୮ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀକୁ ଓକିଲ ଦିବସ ଭାବେ ଗାନ୍ଧୀ ସ୍ମୃତି ଭବନଠାରେ ପାଳନ କରାଯାଇଛି। ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥିକୁ ଜିଲା ଓକିଲ ସଂଘ ପକ୍ଷରୁ ପାଳନ…

କୁଇ ସମାଜ ସେବା ସମିତି ରାଶି ଶାଙ୍ଗ୍ରି ବେଟି ମେଣ୍ଡି ଶାଖାର ବାର୍ଷିକ ସାଧାରଣ ଉତ୍ସବ

କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ଅଧିନରେ କାର୍ଯ୍ୟ କରୁଥିବା କୁଇ ସମାଜ ସେବା ସମିତି ରାଶି ଶାଙ୍ଗ୍ରି ବେଟି ମେଣ୍ଡି ଶାଖାର ୨୬ ଓ ୨୭ ଦୁଇଦିନ ଧରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ…

ଦୁଇ ବାଇକ୍‌ ମୁହାଁମୁହିଁ , ଜଣେ ମୃତ ତିନି ଗୁରୁତର।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ମଙ୍ଗଳବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କାମଟଣା ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର…

ଆଧାର ସେବାକେନ୍ଦ୍ରରେ ଅ ନିୟମିତ ରେ ଚାଲିଛି ଅର୍ଥ ଆଦାୟ ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକେ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ବର୍ତ୍ତମାନ ଆଧାର କାର୍ଡ ବିନା କୌଣସି କାର୍ଯ୍ୟକ୍ଷମ ହେଉନାହିଁ ।ପାଠ ପଢ଼ା ହେଉ କିମ୍ବା ଚାକ୍ରି କ୍ଷେତ୍ର ହେଉ ବା ଦୁର ଯାତ୍ରା ପାଈଁ ଆଧାର କାର୍ଡ ଆବଶ୍ୟକ ହୋଇଥାଏ ।ଏଣୁ ଏହାପ୍ରତି ଲୋକେ ସଜାଗ ରହିଥାନ୍ତି ପୁଣି…

ଖଜୁରୀପଡାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ ) କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ପରିସର ସଭାଗୃହ ଠାରେ ସୋମବାର ଦିନ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ରୁତୁରାଜ ପ୍ରତ୍ୟେକ ବ୍ଲକ ଯାଇ ଅଞ୍ଚଳର ସମସ୍ୟା ଗୁଡ଼ିକର…

ମା ଗୃହ ଉପସ୍ଥାନ ବଢାଇବା ରେ ସହାୟକ ହେଉଛି ମମତା ଦିବସ

କନ୍ଧମାଳ- :(ମୃତ୍ୟୁଞ୍ଜୟ ଦିଗାଲ)ଶିଶୁ ଓ ମାତୃ ମୃତୁ୍ୟ ହାରକୁ କମାଇବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱଚ୍ଛତା ବାର୍ତା ଦେଉଥିବା ମମତା ଦିବସ ହେଉଛି ଏକ ବଳିଷ୍ଠ ଯୋଜନା । ଏହା ପ୍ରତି…

ଆଗକୁ ଖରାଦିନ ଆସୁଛି, ପାଣି ପାଇଁ ହନ୍ତସନ୍ତ ରାଜେନିପ୍ଡିଆ ଗାଁ ର ଲୋକେ ଦୀର୍ଘ ଦୁଇମାସ ହେଲା କୁଅଁରେ ପାଣି ଶୁଖିବା ଦେଖିବାକୁ ମିଳିଛି। ନୁତନ ନଳକୂପ ନିର୍ମାଣ କରିବାପାଇଁ ଦାବି।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ ଅଧୀନସ୍ଥ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ରାଜେନିପ୍ଡିଆ ଗ୍ରାମର ମଧ୍ୟଭାଗରେ ଥିବା ଜିବନ…

ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ଙ୍କୁ ବଡ଼ ସଫଳତା, କାବୁ କରିଲେ ଡକାୟତ ଗ୍ୟାଙ୍ଗ

କନ୍ଧମାଳ – : (ମୃତ୍ୟୁଞ୍ଜୟ ଦିଗାଲ)ଡକାୟତଙ୍କୁ ଧରିବାରେ ତୁମୁଡିବନ୍ଧ ପୋଲିସର ସଫଳତା I ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ରବିବାର ସକାଳୁ ସକାଳୁ ପୂଣି ଏକ ଡକାୟତ ଦଳକୁ ମାତ୍ର ୨ ରୁ ୩ ଘଣ୍ଟା ଭିତରେ କାବୁ…

error: Content is protected !!