ଯଦି ଆପଣ ବିବାହିତା ନାରୀ ତେବେ ଭୁଲରେ ବି କେବେ ଏହି ଜିନିଷ ପିନ୍ଧନ୍ତୁ ନାହିଁ । ନିଜ ଅଜାଣତରେ ବି ଏହି ଜିନିଷ ଯଦି ସ୍ତ୍ରୀ ପିନ୍ଧନ୍ତି ତେବେ କମିଯାଏ ସ୍ବାମୀଙ୍କ ଆୟୁଷ। ମାଡ଼ି ଆସେ ବିଧବା ଯୋଗ । ସ୍ବାମୀଙ୍କର ହୁଏ ଅକାଳ ମୃତ୍ୟୁ, ସ୍ତ୍ରୀ ହୋଇଯାଏ ବିଧବା । କଣ ଆପଣ ଜାଣନ୍ତି କି ବିବାହିତା ନାରୀ କେଉଁ ଜିନିଷ ଭୁଲରେ ବି ପିନ୍ଧିବା ଉଚିତ୍ ନୁହେଁ । କେବେ କେବେ ମହିଳା ନିଜ ସଉକ ପୂରଣ କରିବାକୁ ଯାଇ ଏଭଳି ଜିନିଷ ପିନ୍ଧିଥାନ୍ତି ଯାହା ସ୍ବାମୀଙ୍କ ଜୀବନକୁ ବିପଦରେ ପକାଇ ଥାଏ। ଆଉ ଯାହା ଫଳରେ ଖୁବ୍ କମ୍ ବୟସରୁ ସ୍ବାମୀଙ୍କର ଅକାଳରେ ଜୀବନ ଚାଲିଯାଇ ଥାଏ । ତେବେ ଶାସ୍ତ୍ର ଅନୁଯାୟୀ ଏହି ଜିନିଷ ଠୁ ବିବାହିତା ନାରୀ ଦୂରେଇ ରହିବା ଉଚିତ୍ । ଦର୍ଶକ ବନ୍ଧୁ ସାଧାରଣତଃ ସମସ୍ତ ବ୍ୟକ୍ତି ମାନଙ୍କର ବାସ୍ତୁ ଶାସ୍ତ୍ର ଉପରେ ପ୍ରଗାଢ ବିଶ୍ଵାସ ରହିଥାଏ । ଏହି ବସ୍ତୁ ଶାସ୍ତ୍ରରେ ମହିଳା ମାନଙ୍କୁ ଏପରି କିଛି କାର୍ଯ୍ୟ କରିବାକୁ ମନା କରାଯାଇଛି ଯାହା କି କରିବା ଦ୍ଵାରା ତାଙ୍କୁ ଘୋର ବିପଦ ସାଙ୍ଗକୁ କ୍ଷତିର ସାମ୍ନା କରିବାକୁ ପଡିଥାଏ ।
ସ୍ତ୍ରୀ ଏହି ଜିନିଷ ପିନ୍ଧିଲେ ସ୍ୱାମୀର ହୁଏ ଅକାଳ ମୃତ୍ୟୁ
ବିବାହିତା ମହିଳା ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ଜିନିଷ
ଏହି ଜିନିଷ ପିନ୍ଧିଲେ ହୋଇଯିବେ ବିଧବା
ସ୍ୱାମୀର ହେବ ଅକାଳ ମୃତ୍ୟୁ
ତେବେ ଆସନ୍ତୁ ଜାଣିବା ସେ ଗୁଡିକ ବିଷୟରେ । ଯାହା ସ୍ତ୍ରୀ ତାଙ୍କ ଜୀବନରେ କେବେ ବି ପିନ୍ଧିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ବିବାହିତ ମହିଳା ମାନଙ୍କର ପୋଷାକ ପରିଧାନ ଉପରେ ଆଲୋକପାତ କରିବା ପରେ ସେଥିରୁ ପରିଲିଖିତ ହେଉଛି କି କିଛି ପ୍ରକାର ର ପୋଷାକ ପିନ୍ଧି ବ ଦ୍ଵାରା ମହିଳା ମାନଙ୍କୁ ବିଧବା ହେବାକୁ ପଡିଥାଏ । ପ୍ରଥମତଃ ବିବାହିତା ମହିଳା ମାନଙ୍କୁ ଭୁଲରେ ବି ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ, ଏହା ଦ୍ଵାରା ସ୍ଵାମୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏମିତି କି ଏହା ଦ୍ଵାରା ଅନେକ କ୍ଷତି ର ସାମ୍ନା କରିବାକୁ ପଡିଥାଏ ଆପଣଙ୍କ ବ୍ଯିବାହିକ ଜୀବନରେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା ଝଗଡା ମଧ୍ୟ ଲାଗେ । ଆଉ ସ୍ବାମୀଙ୍କ ଆୟୁଷ ମଧ୍ୟ କମି ଯାଉଥାଏ। ମହିଳା ମାନଙ୍କୁ କେବେବି ସୁନା ର ତିଆରି ପାଉଁଜି ପାଦରେ ପିନ୍ଧିବା ଉଚିତ ନୁହେ । । ଏହାକୁ ପାଦରେ ପିନ୍ଧିବା ଦ୍ଵାରା କୁବେର ଭଗବାନ କେବେବି ସନ୍ତୁଷ୍ଠ ହୋଇନଥାନ୍ତି । ସୁନାକୁ କେବଳ ହାତ ରେ ଓ ବେକରେ ବା କଣରେ ପିନ୍ଧିବେ । ଭୁଲରେ ବି ଗୋଡରେ ପିନ୍ଧିବେ ନାହିଁ । ନଚେତ ମା ଲକ୍ଷ୍ମୀ ଆପଣଙ୍କ ଘରର ରାସ୍ତା ଭୁଲିଯିବେ । ସ୍ବାମୀଙ୍କ ଜୀବନରେ ଦାରିଦ୍ର୍ୟତା ଓ ଦୁଃଖ ମାନସିକ ଅଶାନ୍ତି ମାଡ଼ି ଆସିଥାଏ । କୌଣସି ବିବାହିତା ମହିଳା ମାନଙ୍କୁ କଳା ରଙ୍ଗର ଚୁଡି ପିନ୍ଧିବା କଥା ନୁହେ । କଳା ରଙ୍ଗ ହେଉଛି ନକରାତ୍ମକ ଶକ୍ତିର ପ୍ରତୀକ ହୋଇଥିବାରୁ ଏହାକୁ ବାସ୍ତୁ ଶସ୍ତ୍ର ଅନୁସାରେ ବରଣ କରାଯାଇଛି । ଶେଠୀ ପାଇଁ କୌଣସି ବି ସଧବା ନାରୀ କେବେବି କଳା ରଣଗାନ ଚୁଡି ବା ବିନ୍ଦି ମଧ୍ୟ ପିନ୍ଧିବା ଅନୁଚିତ । ଏହା ଦ୍ଵାରା ଆପଣଙ୍କ ମନରେ ନକରାତ୍ମକ ପ୍ରଭାବ ପଡେ ଓ ଆପଣଙ୍କ ଦାଂପତ୍ଯ ଜୀବନ ଖରାପ ହୁଏ । ସ୍ବାମୀଙ୍କର ଅକାଳ ମୃତ୍ୟୁ ହୋଇଥାଏ । ତେଣୁ ବିବାହିତା ନାରି ଏହି ଜିନିଷ ଠୁ ନିଜକୁ ଦୂରେଇ ରଖିବା ଉଚିତ୍।
Discover more from odia.bnslive.in
Subscribe to get the latest posts sent to your email.