ମୁମ୍ବାଇ -: ଆଇପିଏଲ ୨୦୨୫ର ୬୩ତମ ମ୍ୟାଚ୍ ଆଜି ବୁଧବାର, ୨୧ ମେ’ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ କୌଣସି ସେମିଫାଇନାଲ ମ୍ୟାଚ୍ ଠାରୁ କମ୍ ନୁହେଁ,…
Day: May 21, 2025
ଯାଜପୁରରେ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାରଆସନ୍ତା ୨୨ରେ ଯାଜପୁର ସୁକିନ୍ଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣନିବେଶ ହେବ 1 ଲକ୍ଷ 14 ହଜାର କୋଟିସୃଷ୍ଟି ହେବ 34 ହଜାର ନିଯୁକ୍ତି ସୁଯୋଗକେବଳ ଟାଟା…
୪୨ ତମ ପାଣ ସମାଜ ପ୍ରତିଷ୍ଠା ଦିବସ ପାଳିତ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଣ ସମାଜ କଲ୍ୟାଣ ଗୋଛାପଡା ଶାଖା ଅଧିନରେ ଥିବା ବାଲନ୍ଦାପଡା ଠାରେ ପାଣ ସମାଜ କଲ୍ୟାଣ କମିଟିର ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାଶିନିପଦର…
ଉତ୍ତେଜନା ପରେ ଏସିଆ କପକୁ ନେଇ ଚର୍ଚ୍ଚା: ଭାରତ-ପାକିସ୍ତାନ ହେବେ କି ମୁହାଁମୁହିଁ?
ଭାରତ ଭେଟିବ ପଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ଣ୍ଣାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି…
ଦେଶରେ କରୋନା ସଂକ୍ରମଣ ବୃଦ୍ଧି: ୨୫୭ ସକ୍ରିୟ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ସିଙ୍ଗାପୁର ଏବଂ ହଂକଂରେ ଏବେ କରୋନାର ଓମିକ୍ରନ୍ ଉପପ୍ରଜାତି ଜେଏନ୍.୧ର ସବ୍ ଲିନିଏଜ୍ ଏଲ୍ଏଫ୍-୭ ଏବଂ ଏନ୍ବି.୧.୮ ଆତଙ୍କ ଖେଳାଇଛି। ଏହି ସମୟରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ମେ’ ୧୯,…