ସାବିତ୍ରୀ ବ୍ରତ ପାଇଁ ମୁହଁମୁହିଁ ବର୍ଷା ଓ ଜାଗୃତି !

Creat A Revolution
           

ସତରେ ଏବେ ବି ଅନୁଭବଙ୍କ ନାଁରେ ମଥାରେ ସିନ୍ଦୁର ପିନ୍ଦୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶୀନି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜାଗୃତି ଶୁକ୍ଳା ଅନୁଭବଙ୍କୁ ବିବାହ କରି ମଧ୍ୟ ବିନା ଶଙ୍ଖା ସିନ୍ଦୁରରେ ପୁରିରେ ମଜାମସ୍ତି କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । ସତରେ ଆପଣ ମାନେ କୁହନ୍ତୁ ଓଡିଆ ଘରର ବୋହୁ ହେବା ପାଇଂ କିଏ ଯୋଗ୍ୟ ବର୍ଷା ନା ଜାଗୃତି । ସାବିତ୍ରୀ ବ୍ରତ ପାଳନ କରିବା ଘଟଣାରେ ବର୍ଷା ଓ ଜାଗୃତିଙ୍କୁ ନେଇ ଆସିଛି ବଡ ଖବର । ସତରେ ବର୍ଷା… ଜାଗୃତି .. ଅନୁଭବ । ବିବାଦ ପରେ ଚାଲିଛି ବିବାଦ…. ନା ବିବାଦ ପିଛା ଛାଡ଼ୁଛି … ନା ଯେତେ ଲୁଚେଇଲେ ବି ଲୁଚି ରହୁଛି । ସାମ୍ନାକୁ ଆସୁଛି ଗୋଟାଏ ପରେ ଗୋଟିଏ ରହସ୍ୟ ।

ଏବେ ସାମ୍ନାକୁ ଆସିଛିି ବଡ ଖବର । ଏବେ କୁଆଡେ ଅନୁଭବଙ୍କ ପାଇଁ ବର୍ଷା ସାବିତ୍ରୀ ବ୍ରତ ପାଳନ କରିବେ ଓ ଜାଗୃତି ଦିଲ୍ଲି ଚାଲିଯିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଭଳି ସବୁ ବିବାଦରେ କେବେ ବି ବ୍ରେକ ଲାଗୁନି । ତେବେ ଆପଣ ମାନେ ଜାଣିଛନ୍ତି ବର୍ଷାଙ୍କ ଠାରୁ ଛାଡ଼ପତ୍ର ନେବା ପରେ ସମସ୍ତେ ଭାବିଥିଲେ ଅନୁଭବ ମହାନ୍ତି ଶାନ୍ତିରେ ନିଜ ପରିବାର ସହ ରହିବେ । ସେତେବେଳେ ସମସ୍ତେ କହୁଥିଲେ ଅନୁଭବ ଯାହା କରୁଛନ୍ତି କିଛି ଠିକ କରୁନାହାନ୍ତି । ବର୍ଷାଙ୍କ ଠାରୁ ଛାଡପତ୍ର ନେବା ପରେ ଶାନ୍ତି ମିଳୁଛି ନା ଜାଗୃତିଙ୍କୁ ବାହାହୋଇ ଶାନ୍ତି ଆସୁଛି । କେମିତି ସଂସାର କରିବେ ତାକୁ ନେଇ ଏବେ ଚିନ୍ତାରେ ଅନୁଭବ । ହଁ ଆଜ୍ଞା ପୁଣି ସାମ୍ନାକୁ ଆସିଲାଣି ଜାଗୃତିଙ୍କ ଆଉ ଏକ ରୋଚକମୟ କଥା । ବର୍ଷା ଯାହା କହୁଥିଲେ ସେୟା ହିଁ ଘଟୁଛି । ମୋ ସ୍ୱାମି ଆଉ ମୋ ଶଙ୍ଖା ସିନ୍ଦୁରକୁ ନେଇଛି ଜାଗୃତି । ମୋର ସାରା ଜୀବନ ଅଭିଶାପ ତା ଉପରେ ପଡିଛି ସେ କେମିତି ମୋ ସ୍ୱାମୀ ସହ ଶାନ୍ତିରେ ରହିବ । ମୋ ସ୍ୱାମୀଟା ବି ତା ପଛରେ ପାଗଳ । କେମିତି ବା ଅନୁଭବ ଖୁସିରେ ରହିବେ । ସେ ଜାଗୃତିଙ୍କୁ ଭଲ ସେ ନ ଜାଣି ବାହାହେଲେ ତାଙ୍କୁ ମିଳିଥିବା ସତୀ ସାବିତ୍ରୀ ପରି ସ୍ତ୍ରୀ ଙ୍କୁ ହରେଇ ବସିଲେ । ସେ କେବେ ବି ଖୁସିରେ ରହି ପାରିବେନି । କାହିଁକି ନା ସାରା ଜୀବନ ଲୁହର ଅଭିିଶାପ ତାଙ୍କ ଉପରେ ପଡିଛି । ହଁ ଦର୍ଶକ ବନ୍ଧୁ ଆଗରୁ ଶୁଣା ହଉଥିଲା କି ଜାଗୃତି ବାହାହେବା ପୃବରୁ ଦୁଇ ଥର ବିବାହ କରିଥିଲେ ।

ଏବେ ପୁଣି ଶୁଣିବାକୁ ମିଳୁଛି କି ସେ ଗର୍ଭପାତ ବି କରିଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଚର୍ଚ୍ଚା ବି ଆରମ୍ଭ ହେଇଗଲାଣି । ବର୍ଷା ଜାଗୃତିଠୁ ଭଲ ବୋଲି ଲୋକେ ଜାଣିବାକୁ ପାଇଲେଣି । ସେପଟେ କିନ୍ତୁ ଜାଗୃତିଙ୍କୁ ବିବାହ କରି ଅନୁଭବ ଚିନ୍ତାରେ ଅଛନ୍ତି ନା ଖୁସିରେ ଅଛନ୍ତି ତାହା ଜଣାପଡ଼ୁନି । ବର୍ଷା ଅନୁଭବ ଭିତରେ ହୋଇଥିବା ବିବାଦକୁ ବି ଭୁଲି ପାରୁନାହାନ୍ତି ଅନୁଭବ ମହାନ୍ତି । ବର୍ଷା ଅନୁଭବ ସହ ଯାହା କରିଛନ୍ତି ତାହା ଅନୁଭବ ଜୀବନ ସାରା ବି ଭୁଲି ପାରିବେନି । ଅନେକ ଆଗରୁ ଅନୁଭବ ସୋସିଆଲ ମିଡ଼ିଆରେ କହି ଆସୁଥିଲେ କି ବର୍ଷା ମତେ ତାଙ୍କୁ ଛୁଇଁ ବାକୁ ଦେଉନଥିଲେ । କିନ୍ତୁ ଏବେ ଜାଗୃତି ଆଗରୁ ବିବାହ ଆଉ ଗର୍ଭପାତକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ବର୍ଷାଙ୍କ ଅଭିଶାପ ବୋଲି ଜଣା ଗଲାଣି । ହଁ ଆଜ୍ଞା ବର୍ଷାଙ୍କୁ ଅନୁଭବ ଭଲ ପାଉଥିଲେ ଆଉ ବର୍ଷା ଅନୁଭବଙ୍କୁ ବି । ଗତ ୧୧ ମାର୍ଚ୍ଚରେ ଓଲିଉଡର ସୁପରଷ୍ଟାର ଅଭିନେତା ଅନୁଭବ ମହାନ୍ତି ୨ୟ ବିବାହ କରିଥିଲେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବୈବାହିକ ଜୀବନରେ ବିବାଦ ଓ ଝଡ଼ ସୃଷ୍ଟି ପରେ ବାନ୍ଧବୀ ଜାଗୃତିଙ୍କ ହାତ ଧରିଥିଲେ। ଜାଗୃତି ଲୋକସଭା ଟିଭିର ଉପସ୍ଥାପିକା ଥିଲେ। ବିବାହର ୧୦ ବର୍ଷ ପରେ ବର୍ଷାଙ୍କ ସହ ଅନୁଭବଙ୍କ ଛାଡ଼ପତ୍ର ହୋଇଥିଲା। ଡିସେମ୍ୱର ୨୧, ୨୦୨୩ରେ ପରସ୍ପରଠୁ ଅଲଗା ହୋଇଥିଲେ ଅନୁଭବ ଓ ବର୍ଷା। ତେବେ ଜାଗୃତିଙ୍କ ସହ ସମ୍ପର୍କରୁ ଅନୁଭବଙ୍କ ସହ ବର୍ଷାଙ୍କ ବିବାଦର ସୂତ୍ରପାତ ହୋଇଥିଲା ବୋଲି ସେତେବେଳେ ଗୁଜବ ଉଠିଥିଲା। କିଛି ଦିନ ଆଗରୁ ଅନୁଭବଙ୍କ ବାୟୋଗ୍ରାଫି ଲେଖି ଚର୍ଚ୍ଚାକୁ ଆସିଥିଲେ ଜାଗୃତି। ଦ୍ୱିତୀୟ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚାରେ ଅନୁଭବ। ତେବେ ସୋସିଆଲ ମିଡିଆ ବିଭିନ୍ନ ପ୍ଲାଟଫର୍ମ ଅନୁଭବ ଜାଗୃତିଙ୍କ ବିବାହ ନେଇ ଅନେକ ପ୍ରଶ୍ନ ଉଠିଛି । କିନ୍ତୁ ଏବେ ଯେଉଁ ଚର୍ଚ୍ଚା ହେଉଛି ତାହା ଆପନଙ୍କ ହୃଦୟକୁ ଦୋହଲାଇଦେବ । ଓଲିଉଡ ଜଗତର ଦୁଇଟି ଡେଣା ଅନୁଭବ ଓ ବର୍ଷା । ସେଥିପାଇଁ ତ ଏମାନଙ୍କୁ ନେଇ ସବୁବେଳେ ସବୁଠି ଚର୍ଚ୍ଚା । ବର୍ଷା ଚଳିତ ବର୍ଷ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିବେ ପୁଣି ଅନୁଭବଙ୍କ ଦୀର୍ଘ ଜୀବନ କାମନା । ବର୍ଷା ଜଣେ ସଂସ୍କାରି ଝିଅ । ଓଡିଆ ସଂସ୍କୃତି ଜୀବନରେ ଥରେ ବେଦିରେ ବସି ବିବାହ କରାଯାଇଥାଏ ଦ୍ୱତୀୟ ଥର ପାଇଁ ନୁହେଁ । ବର୍ଷା ପ୍ରୀୟଦର୍ଶୀନି ସିଧାସିଧା କହିଛନ୍ତି ମୋର ଆଉ କାହାକୁ ବିବାହ କରିବା ଆବଶ୍ୟକ ନାହିଁ । ତେବେ ଦେଖିବାକୁ ବାକି ରହିଲା ଅନୁଭବଙ୍କ ପାଇଁ କିଏ ପାଳୁଛି ସାବିତ୍ରୀ ବ୍ରତ । ବର୍ଷା ନା ଜାଗୃତି ନା ଉଭୟ ବି ଏହି ବ୍ରତ ପାଳନ କରୁଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading