ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ପ୍ରକାଶ ପାଇବ ରାୟ

Creat A Revolution
           
, ଆଜି ରାୟ ପ୍ରକାଶ କରିବେ ମାନ୍ୟବର ପାଟଣାଗଡ଼ ଏଡିଜେ କୋର୍ଟ

patnagarh parcel bomb blast incident : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଆଜି ରାୟ ପ୍ରକାଶ କରିବେ ମାନ୍ୟବର ପାଟଣାଗଡ଼ ଏଡିଜେ କୋର୍ଟ । ଗତ ୨୦୧୮ ମସିହା ଫେବୃୟାରୀ ୨୩ ତାରିଖ ଘଟିଥିଲା ପାର୍ସଲ ବୋମା ଘଟଣା । ଯେଉଁଥିରେ ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମା’ ଜେମାମଣୀ ସାହୁଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଶେଖରଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ। ଘଟଣାରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରି ଭଇଁଷା କଲେଜରେ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ତେବେ କୋଟ୍‌ରେ ଉଭୟ ପକ୍ଷଙ୍କ ଯୁକ୍ତି ସରିଥିବା ବେଳେ ଆଜି ରାୟ ପ୍ରକାଶ କରିବେ ମାନ୍ୟବର କୋର୍ଟ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading