ଲିଡ୍‌ସରୁ ଲିଡ୍‌ ନେଲା ଇଂଲଣ୍ଡ: ପରାଜୟରୁ ଗିଲ୍ ଯୁଗ ଆରମ୍ଭ, ଇଂଲଣ୍ଡ ୫ ୱିକେଟ୍‌ରେ ଜିତିଲା

ନୂଆଦିଲ୍ଲୀ/ ଲିଡ୍‌ସ -: ଲିଡ୍‌ସ ଲଢ଼େଇ ଜିତିବାକୁ ୫ ଶତକ, ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ପର୍ଯ୍ୟାପ୍ତ ହୋଇନି। ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ…

ସୁନାପୁଅ ଶୁଭାଂଶୁ ପାଇଁ ଭାରତ ଗର୍ବିତ, ଖୁସିରେ ଆତ୍ମହରା ବାପାମାଆ

ନୂଆଦିଲ୍ଲୀ: ଭାରତ ପାଇଁ ଆଜି ଗର୍ବ ଓ ଗୌରବର ଦିନ । ଆଉ କିଛି ସମୟ ପରେ ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ନାଁକୁ ସ୍ବର୍ଣ୍ଣାକ୍ଷରେ ଲେଖିବେ ଭାରତର ସୁନାପୁଅ ଶୁଭାଂଶୁ । କାରଣ ଆଜି ମହାକାଶ ଯିବେ ଭାରତୀୟ ମହାକାଶଚାରୀ…

ଶୁଭାଂଶୁଙ୍କ ସମ୍ପର୍କରେ ସାତ କଥା: ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ସାଜିବେ ଭାରତର ୨ୟ ମହାକାଶଚାରୀ..

ନୂଆଦିଲ୍ଲୀ -: ଆଜି ଭାରତ ପାଇଁ ଐତିହାସିକ ଦିନ । ଅପେକ୍ଷା ସରିବ, ଉଡାଣ ଭରିବ । ଆରମ୍ଭ ହୋଇଯାଇଛି ସେହି ମୁହୂର୍ତ୍ତ ପାଇଁ କାଉଣ୍ଟଡାଉନ । ଘଣ୍ଟାକଣ୍ଟାର ଟିକଟିକ ଶବ୍ଦରେ ଠିକ୍ ମଧ୍ୟାହ୍ନ ୧୨ଟା ୧  ବାଜିବ ମହାକାଶ ଅଭିମୁଖେ…

କାର୍- ଟିପ୍ପର୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର

ବାଲେଶ୍ବର -: ବାଲେଶ୍ବର ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏଠାରେ କାର ସହ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର।ଜଣେ ମୃତ ଜଣେ ଗୁରୁତର। ଚାଲିଗଲା ଦାଦାଙ୍କ ଜୀବନ ପୁତୁରା ଗୁରୁତର। ବାହାଘରକୁ ରହିଥିଲା ଦୁଇଦିନ…

ବିଜେପି-ବିଜେଡି ମୁହାଁମୁହିଁ: ଆଠଗଡ଼ ବ୍ଲକ୍‌ ଅଫିସ ପାଲଟିଲା ରଣକ୍ଷେତ୍ର

ଆଠଗଡ -: ଆଠଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ ଆଜି ରଣକ୍ଷେତ୍ର ପାଲଟିଛି। ବିଜେପି, ବିଜେଡି କର୍ମୀ ପରସ୍ପରକୁ ଢେଲାପଥର ମାଡ଼ କରିଛନ୍ତି। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜି, ଠେଲାପେଲାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉଭୟପକ୍ଷଙ୍କୁ ଶାନ୍ତ…

error: Content is protected !!