ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ …

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ନୀଳଚକ୍ର ପାଖକୁ ଯାଇ ଭିଡିଓ ଉତ୍ତୋଳନ କରିଥିବା ସୂଚନା । ତେବେ ପୂର୍ବରୁ ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡ଼ା ହେଲାଣି ।ସେପଟେ…

ସଚିନ ତେନ୍ଦୁଲକର ହେବେ କି ବିସିସିଆଇର ପରବର୍ତ୍ତୀ ସଭାପତି !

ଭାରତୀୟ କ୍ରିକେଟର ମହାନ ବ୍ୟାଟସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ସଚିନ୍ ତେନ୍ଦୁଲକର ଗୁରୁବାର ଦିନ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ପରବର୍ତ୍ତୀ ସଭାପତି ହେବାକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସଚିନ୍ ତେନ୍ଦୁଲକରଙ୍କ ପରିଚାଳିତ ଫାର୍ମ ଏ ସମ୍ପର୍କରେ…

ସୋସିଆଲ ମିଡିଆ ପୋଷ୍ଟକୁ ଲାଇକ୍ କରିବା ପଡ଼ିଲା ମହଙ୍ଗା, ସାମ୍ବାଦିକଙ୍କୁ ୧୦୦୦୦ ଟଙ୍କା ଜରିମାନା

 ଦିଲ୍ଲୀର ଏକ କୋର୍ଟ ଜଣେ ସାମ୍ବାଦିକଙ୍କୁ Xଙ୍କ ପୋଷ୍ଟକୁ ଲାଇକ୍ କରିବା ପାଇଁ ଜରିମାନା କରିଛନ୍ତି। ୨୦୧୯ରେ ଦାୟର ହୋଇଥିବା ଏକ ମାନହାନି ମାମଲାର ଶୁଣାଣି କରି କୋର୍ଟ ଏନଡିଟିଭି ସାମ୍ବାଦିକ ଗାର୍ଗୀ ରାୱତଙ୍କୁ ଟିପ୍ପଣୀକାର ଅଭିଜିତ ଆୟର ମିତ୍ରଙ୍କୁ ୧୦,୦୦୦…

ଭାରତ-ପାକ ମ୍ୟାଚରେ କମୁଛି କ୍ରେଜ୍ ! ବିକ୍ରି ହେଉନି ଦୁବାଇ ମ୍ୟାଚ ଟିକେଟ୍

ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ସର୍ବଦା ସ୍ୱତନ୍ତ୍ର ହୋଇଥାଏ । ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ହେତୁ, ଏହି ମ୍ୟାଚ୍ କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ଦେଖାଯାଏ । ଏହି ଦୁଇ ଦଳ କ୍ରିକେଟ ଇତିହାସରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ବି…

ସକ୍ରିୟ ରାଜନୀତିରୁ ଦୂରେଇ ଥିବା ଶ୍ରୀମୟୀ ଏବେ ହଠାତ ଏମିତି ଲେଖିଲେ କାହିଁକି?

ବିଜେଡିରେ ଧୃତରାଷ୍ଟ୍ରକିଏ?କିଏ କଲା ଶ୍ରୀମୟୀଙ୍କୁ ଅପମାନ?କାହାକୁ ଇଙ୍ଗିତ କରିଛନ୍ତି ଶ୍ରୀମୟୀ ? ଟିକେ ଭଲ କରି ଦେଖନ୍ତୁ ଫେସବୁକରେ ଶ୍ରୀମୟୀ ମିଶ୍ର ଲେଖିଥିବା ଏ ଲେଖାକୁ । ମହାଭାରତର କରୁସଭା କଥା ଲେଖି ବିଜେଡିକୁ ସିଧାସିଧା ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ।…

ଏହି ରୋଗକୁ ନିୟନ୍ତ୍ରଣ କରିବ ମନ୍ଦାର ଫୁଲ …

ଖୁବ୍‌ ଅଳ୍ପ ଲୋକ ଜାଣିଥାଆନ୍ତି ଯେ ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଉଚ୍ଚ ରକ୍ତଚାପକୁ ଠିକ୍‌ କରିବା ପାଇଁ ମନ୍ଦାର ଫୁଲ ଏକ ଅବ୍ୟର୍ଥ ଔଷଧ ପରି କ‌ାମ ଦିଏ। ରକ୍ତଚାପ ରୋଗୀମାନେ ମନ୍ଦାର ଫୁଲର ରସ ପିଇବା…

error: Content is protected !!