ରେଣୁକାସ୍ୱାମୀ ହତ୍ୟା ମାମଲା: କୋର୍ଟରେ ଦର୍ଶନ କହିଲେ ମୋତେ ବିଷ ଦେଇଦିଅ, ମୁଁ ଏମିତି ବଞ୍ଚି ପାରିବିନି

କର୍ଣ୍ଣାଟକର ରେଣୁକାସ୍ୱାମୀ ହତ୍ୟା ମାମଲା ପୁଣି ଥରେ ଚର୍ଚ୍ଚାରେ । ଏଥର ଅଭିଯୁକ୍ତ କନ୍ନଡ ସୁପରଷ୍ଟାର ଦର୍ଶନ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ଏପରି ଏକ ବୟାନ ଦେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ କହିଛନ୍ତି ଯେ ସେ କୌଣସି…

୯ ସେପ୍ଟେମ୍ବରରେ ସୁପର୍ ପାୱାରଫୁଲ୍ ହେବ ମଙ୍ଗଳ : ୯.୯.୯ ର ପଡୁଛି ଦୁର୍ଲଭ ସଂଯୋଗ , ମଙ୍ଗଳ କରିଦେବେନି ତ ଅମଙ୍ଗଳ ?

ସେପ୍ଟେମ୍ବର ୯, ୨୦୨୫ ତାରିଖରେ ଟ୍ରିପଲ୍ ୯ ର ମହାସଂଯୋଗ ସୃଷ୍ଟି ହେଉଛି । ଅଙ୍କ ଜ୍ୟୋତିଷ ଆଧାରରେ ଦେଖିଲେ ଏହି ଦିନ ୯.୯.୯ ର ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଅଙ୍କ ୯ର ସ୍ୱାମୀ ଗ୍ରହ ହେଉଛନ୍ତି ମଙ୍ଗଳ…

ଯୌତୁକ ନିର୍ଯାତନା ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଅସାଦାଚରଣ ଅଭିଯୋଗ

ବାଲେଶ୍ବର (ଚନ୍ଦନ କୁମାର ଜେନା ) -: ଯୌତୁକ ନିର୍ଯାତନା ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଅସାଦାଚରଣ ଅଭିଯୋଗ ରେ ମାମୁଂ ଶ୍ବଶୁର ବ୍ରଜ ଗୋପଳ ଦାସ ଅଧିକାରୀ ଙ୍କୁ ଗିରଫ କରିଛି କମର୍ଦ୍ଦା ପୋଲିସ ଅନ୍ୟ ଅଭିଯୁକ୍ତ ମାନେ…

ପୁଣି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦୁଇ ଦିନିଆ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

ଆଉ ୨ ଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ । ଏହାକୁ ନେଇ ଦିଲ୍ଲୀ ରାଜନୀତି ହଲଚଲ ହେବାରେ ଲାଗିଛି । ଏହାରି ଭିତରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ବେଳେ ପୁଣି…

Migraine Problem: ସବୁବେଳେ ମୁଣ୍ଡବିନ୍ଧା ହେଉଛି କି? ଏହି ଭିଟାମିନ୍ ଅଭାବରୁ ବଢ଼େ ମାଇଗ୍ରେନ୍ ସମସ୍ୟା…

 ଆଜିକାଲି ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା ବହୁତ ସାଧାରଣ ହୋଇଗଲାଣି, କିନ୍ତୁ ପ୍ରାୟତଃ ଏହାର କାରଣ ଜଣାପଡ଼େ ନାହିଁ। ଏହି ସମସ୍ୟାର ଏକ ପ୍ରମୁଖ କାରଣ ଭିଟାମିନ୍ ଅଭାବ ହୋଇପାରେ। ଆସନ୍ତୁ ଜାଣିବା କେଉଁ ଭିଟାମିନ୍ ଅଭାବରୁ ମାଇଗ୍ରେସ୍ ସମସ୍ୟା ଉପୁଜେ……

ମହଙ୍ଗା ହେବ ମେଡିସିନ୍ ! ଟ୍ରମ୍ପ୍ ଲଗାଇବେ ଔଷଧରେ ଟାରିଫ୍, ସମସ୍ତଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ

ଭାରତ ଋଷ ଠାରୁ ଯେବେଠୁ ତେଲ କିଣିବା ଆରମ୍ଭ କରିଛି ସେବେଠାରୁ ହିଁ ରକ୍ତ ଚାଉଳ ଚୋବାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍  । ରାଗ ସୁଝାଇବା ପାଇଁ ଗୋଟିଏ ପରେ ଗୋଟିଏ ଜିନିଷ ଉପରେ ଟିକସ ଲଗାଇ ଚାଲିଛି ଆମେରିକ…

ଦିଲ୍ଲୀରେ ପଦ୍ମ ମୁଖିଆ, ଏପଟେ ଦିଲ୍ଲୀ ବାହାରିଲେ ଶଙ୍ଖ ମୁଖିଆ:  ଆସିବ କି କିଛି ବଡ଼ ଖବର?

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ…

ରଥଯାତ୍ରା ପ୍ରସଙ୍ଗରେ ଚରମବାଣୀ ଶୁଣାଇଲେ ଗଜପତି: ବ୍ୟବସ୍ଥା ବଦଳିପାରେ, ତିଥି ନୁହେଁ

ଭୁବନେଶ୍ୱର -: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖନିସୃତ ନିର୍ଦ୍ଦେଶ, ପବିତ୍ର ଶାସ୍ତ୍ର ତଥା ମହର୍ଷି ବେଦବ୍ୟାସଙ୍କ ରଚିତ ପୁରାଣ, ଅନନ୍ତ କାଳରୁ ପ୍ରତିଷ୍ଠିତ ପରମ୍ପରା ଅନୁପାଳନ ପୂର୍ବକ ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ…

୫ ରାଶିଙ୍କର ରାଜଯୋଗ ଓ ଧନ ଯୋଗ ! ଅଚାନକ ଧନ ସହ ମିଳିବ ସମ୍ମାନ

 ୫ ରାଶିଙ୍କର ଏକାସହ ଧନଯୋଗକୁ ରାଜଯୋଗ! ଜାଣନ୍ତୁ ତାଲିକାରେ ଅଛି କି ଆପଣଙ୍କ ରାଶି…ଏହି ମାସର ୧୫ ତାରିଖରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଶୁକ୍ର ସିଂହ ରାଶିରେ ଗୋଚର କରିବେ। ସିଂହ ରାଶିରେ ଧନର ରାଶି ଶୁକ୍ରଙ୍କ ଗୋଚର ହେତୁ, ଯାହା…

‘କିଛି ଲୁଚାଛପାରେ ହେବନି’, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମନମୋହନ ସାମଲଙ୍କ ଇସାରା

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ଏବଂ ନୂଆ ଟିମ୍ ବି ଘୋଷଣା ହେବ! କିଛି ଲୁଚାଛପାରେ ହେବନି । ରାଜନୀତିରେ କିଛି ଲୁଚାଛପାରେ ହୁଏ ନାହିଁ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନୂଆ ଟିମ୍‌ ବି ଲୁଚାଛପାରେ ହେବ ନାହିଁ ।…

error: Content is protected !!