ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?

Creat A Revolution
           

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ? ଏହାର କାରଣ କହିଲେ ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ଗତ ନିର୍ବାଚନରେ ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ କ୍ରେଜ ନଥିଲା । ବିଜେପି ହାରିବା ଘୋଡାକୁ କେବେ ବାଜିରେ ଲଗାଏନାହିଁ । ଯିଏ ଜିତିବ ତାକୁ ହିଁ ପ୍ରାର୍ଥୀ କରାଯାଏ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ବିଜେପି ନୂଆପଡ଼ା ପ୍ରାର୍ଥୀ କରିଛି । ପାଟି ଯେଉଁ ନିଷ୍ପତ୍ତି ନେବ ତାକୁ ସମସ୍ତେ ଗ୍ରହଣ କରିବା ଉଚିତ । ଜୟ ଢୋଲକିଆଙ୍କ ଠାରେ କଣ ବିଜେଡି ଷ୍ଟାମ୍ପ ମରାଯାଇଛି କି ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading