ଗୋଟିଏ ଘରକୁ ଦେଖେଇ ଦୁଇଟା ଘରର ଟଙ୍କା ହରିଲୁଟ କରିଥିବା ଅଭିଯୋଗ ।ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ପ୍ରଶାସନ ନିରବ ।

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)ଗରିବ, ଖଟିଖିଆ,ଦିନ ମୁଲିଆ ତଥା ନିତାନ୍ତ ଗରିବ ଶ୍ରେଣୀର ଜନସାଧାରଣଙ୍କ ମୁଣ୍ଡରେ ଖଣ୍ଡେ ଖଣ୍ଡେ ଛାତ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି । ହେଲେ ସବୁ ଯୋଜନା ଭଳି ଏହି ଯୋଜନା ମଧ୍ୟ ହରିଲୁଟ…

error: Content is protected !!