ଚିପ୍ସ ପ୍ୟାକେଟ୍‌ରେ ଲୁଚିଥିଲା ଯମ ! ନେଇଗଲା କୁନି ପୁଅର କଅଁଳା ଜୀବନ, କାଳ ସାଜିଲା ମାଗଣା ଖେଳଣା

କନ୍ଧମାଳ -: ଏମିତି ବି ଆସେ ମୃତ୍ୟୁ । ଚିପ୍ସ ପ୍ୟାକେଟରେ ଥିବା ମାଗଣା ଖେଳଣା ଗିଳିଦେବାରୁ ଶ୍ୱାସରୁଦ୍ଧ ହୋଇ କୁନି ଶିଶୁପୁତ୍ରର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଶୋକର ଛାୟା ଖେଳାଇ…

error: Content is protected !!