ଖଜୁରୀପଡ଼ା ଆର୍ ଏସ ଏସ ପୂର୍ବତନ ଖଣ୍ଡ ସଂଘ ଚାଳକ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ବିୟୋଗ ।

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ହାଟପଦା ନିକଟସ୍ଥ ପୂର୍ବତନ ଆର୍ ଏସ ଏସ ଖଣ୍ଡ ସଂଘ ଚାଳକ କିଶୋର ଚନ୍ଦ୍ର ତ୍ରିପାଠୀ(୭୫) ଗୁରୁବାର ଦିନ ସଂନ୍ଧ୍ୟାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ପ୍ରକାରେ ଗୁରୁବାର ଦିନ ସ୍ୱର୍ଗତ…

error: Content is protected !!