ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । କ୍ବିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । କ୍ବିଣ୍ଟାଲ ପିଛା ଏଣିକି ମିଳିବ ୩ ହଜାର ୧୬୯ ଟଙ୍କା । ଖାଦ୍ୟ ଯୋଗାଣ…
Month: November 2025
ଐତିହାସିକ ବାଲିଯାତ୍ରା କଟକ-୨୦୨୫କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଆରମ୍ଭ ହେଲା ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିଛନ୍ତି । ନଉକାରେ ମୁଖ୍ୟମନ୍ତ୍ରୀ ଗଡ଼ଘଡ଼ିଆ ଘାଟରେ ପହଞ୍ଚି ଡଙ୍ଗା ଭସାଇବା ସହ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା କଟକ । କଟକ: ଚଳଚଞ୍ଚଳ…
୨୩ ବର୍ଷରେ ମୋଷ୍ଟୱାଣ୍ଟେଡ: କଥା କଥାକେ ଉଠାନ୍ତି ବନ୍ଧୁକ
ହାତରେ ରାଇଫଲ୍, ଦେହରେ ବର୍ଦ୍ଦି। ଦେଖିବାକୁ ସରଳ, ହେଲେ ଭାରି ଦୁର୍ଦ୍ଦାନ୍ତ। କଥା କଥାକେ ବନ୍ଧୁକ ଉଠାନ୍ତି, ବୋମା ଫୁଟାନ୍ତି ଆଉ ଯବାନଙ୍କ ବେକ କାଟିବାକୁ ବି ପଛାନ୍ତି ନାହିଁ। ସେହି ଝିଅ ଜଣେ ହାର୍ଡକୋର୍ ମାଓବାଦୀ। ନାଁ ସୁନୀତା। ବୟସ…
୩୭ ତମ ଜନ୍ମଦିନ ପାଳନ କରୁଛନ୍ତି ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି
ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ରନ ମେସିନ ନାଁ ଲୋକପ୍ରିୟ ହାସଲ କରିଥିବା ବିରାଟ ଗତ କିଛି ବର୍ଷ ହେଲା କ୍ରିକେଟ ଦୁନିଆରେ ରାଜ କରୁଛନ୍ତି। ଟିମ ଇଣ୍ଡିଆର ଷ୍ଟାର…
ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?
ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ? ଏହାର କାରଣ କହିଲେ ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ଗତ ନିର୍ବାଚନରେ ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ କ୍ରେଜ ନଥିଲା । ବିଜେପି ହାରିବା…
ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ସହ ମୋର କୌଣସି ଯୋଗାଯୋଗ ନାହିଁ କହୁଛି ଶଙ୍କର
ଭୁବନେଶ୍ୱରରେ ପହଞ୍ଚିଲା SI ଚାକିରି କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଉତ୍ତରାଖଣ୍ଡରୁ ଶଙ୍କରକୁ ଆଣିଲା କ୍ରାଇମବ୍ରାଞ୍ଚ ଟିମ୍ । ଏୟାରପୋର୍ଟରୁ ସିଧା କ୍ରାଇମବ୍ରାଞ୍ଚ ଅଫିସ୍ ଗଲା ଶଙ୍କର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଙ୍କର କହିଛି, ‘ମୁଁ ଲୁଚି ନଥିଲି,…
ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥାଇ ଚାଲିଛି ଏକାଧିକ ଅନୁଷ୍ଠାନ; ଚିଠି ଲେଖି କାହିଁକି ଚୁପ୍ ଅଗ୍ନିଶମ ବିଭାଗ ?
ବାଲେଶ୍ଵର: ସହର ସମ୍ପ୍ରସାରିତ ହେବା ସହ ବଢ଼ି ଚାଲିଛି ଅନୁଷ୍ଠାନ । ହୋଟେଲରୁ ନେଇ ବ୍ୟାଙ୍କ, ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ରୁ ନେଇ ସପିଂ ମଲ୍ ଖୋଲିବାରେ ଲାଗିଛି । ହେଲେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି କାହାରି ଖାତିର୍ ନାହିଁ । ବିନା…
୧୦ ଜିଲ୍ଲାରେ ବୁଲିବ ବାଲିଯାତ୍ରାର ପ୍ରଜ୍ଞାପନ ମେଢ଼, ସଚେତନ କରିବା ସହ ଦେବ ନିମନ୍ତ୍ରଣ
କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଣ୍ଟା ଚାଲିଛି ନମନ୍ତ୍ରଣ ପତ୍ର । ବାଲିଯାତ୍ରା ନେଇ ଲୋକଙ୍କୁ ସଚେତନ କରାଇବା ସହ ନିମନ୍ତ୍ରଣ କରିବାକୁ ବାହାରିଛି ସ୍ଵତନ୍ତ୍ର ରଥ ତଥା ପ୍ରଜ୍ଞାପନ ମେଢ଼ । ପତାକା…
