ସତରେ ଏବେ ବି ଅନୁଭବଙ୍କ ନାଁରେ ମଥାରେ ସିନ୍ଦୁର ପିନ୍ଦୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶୀନି । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜାଗୃତି ଶୁକ୍ଳା ଅନୁଭବଙ୍କୁ ବିବାହ କରି ମଧ୍ୟ ବିନା ଶଙ୍ଖା ସିନ୍ଦୁରରେ ପୁରିରେ ମଜାମସ୍ତି କରୁଥିବାର…
Year: 2025
ପୁଣି ଦେଶରେ କରୋନା ଭୟ, ଗୁଜୁରାଟରେ ୧୫ ଓଡିଶାରେ କେତେ
ପୁଣି କଡ଼ ଲେଉଟାଇଲା କରୋନା ପୁଣି ଦେଶରେ କରୋନା ଭୟ, ଗୁଜୁରାଟରେ ଗୋଟାଏ ଦିନରେ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ବଢୁଛି କରୋନା ଲହର । ପୁଣି କଡ଼ ଲେଉଟାଇଲା କରୋନା । ଦେଶର ବିଭିନ୍ନ ରାଜ୍ୟରେ କରୋନା…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ
ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୦ହଜାର ଟଙ୍କା ନେଉଥିଲେ ଲାଞ୍ଚ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ। ମାମଲାରୁ ନାମ କୁ କାଟିବାକୁ ନେଇ ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧା ଜିଲ୍ଲା…
କିପରି କରିବେ ପ୍ରଥମ ସାବିତ୍ରୀ ବ୍ରତ: ଜାଣିନିଅନ୍ତୁ ପୂଜା ବିଧି
ବିବାହିତ ମହିଳାମାନେ ଅଖଣ୍ଡ ସୌଭାଗ୍ୟ ପାଇଁ ପ୍ରତିବର୍ଷ ସାବିତ୍ରୀ ବ୍ରତ ପାଳନ କରନ୍ତି, ସୋମବାର ୨୬ ମେ’ ୨୦୨୫ ରେ ପାଳିତ ହେବ ସାବିତ୍ରୀ ବ୍ରତ ବିବାହିତ ମହିଳାମାନଙ୍କ ପାଇଁ ସାବିତ୍ରୀ ବ୍ରତର ବିଶେଷ ମହତ୍ତ୍ୱ ଅଛି । ସ୍ୱାମୀଙ୍କ ଦୀର୍ଘ ଜୀବନ,…
ଗେମ୍ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ
କାଳ ସାଜୁଛି ଫ୍ରି ଫାୟାର, ଫ୍ରି ଫାୟାର ପାଇଁ ଜୀବନ ହାରିଲେ ଯୁବକଗେମ୍ ଖେଳିବାକୁ ବାରଣ କରିବାରୁ ଯୁବକଙ୍କ ଆତ୍ମହତ୍ୟାଫ୍ରି ଫାୟାର ଗେମ୍ ଖେଳିବାକୁ ମନାକରି ମୋବାଇଲ ଛଡ଼ାଇ ନେଇଥିଲେ ମାଆ ବାଲେଶ୍ବର -: ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି…
Big braking news: ଭିଜିଲାନ୍ସ ଜାଲରେ ପଡିଲେ କଟକ ଜିଲ୍ଲା ତିଗିରିଆ ଥାନାର ଏ.ଏସ.ଆଇ ପ୍ରଦୀପ ବେହେରା
କଟକ : ଭିଜିଲାନ୍ସ ଜାଲରେ ପୁଣେ ଜଣେ ଥାନା ଅଧିକାରୀ କଟକ ଜିଲ୍ଲା ତିଗିରିଆ ଥାନାର ଏଏସଆଇ ପ୍ରଦୀପ ବେହେରା ୫ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ଧରାପଡିବା ପରେ ଭିଜିଲାନ୍ସ ଖୋଳତାଡ କରୁଛି ତାଙ୍କର ରହିବା ସ୍ଥଳରେ ଛାନ୍…
ଗାଜାରେ ଖାଦ୍ୟ ସଂକଟ: ୪୮ ଘଣ୍ଟାରେ ସାହାଯ୍ୟ ନ ମିଳିଲେ ୧୪ହଜାର ପିଲାଙ୍କ ପ୍ରାଣ ସଙ୍କଟ
ଗାଜାରେ ଭୟଙ୍କର ସ୍ଥିତି । ଖାଦ୍ୟ ପାଇଁ ଲୋକେ ଡହଳ ବିକଳ । ସଙ୍କଟରେ ୧୪ହଜାର ପିଲାଙ୍କ ଜୀବନ । ଜାତିସଂଘ କହିଲା, ୪୮ ଘଣ୍ଟାରେ ଖାଦ୍ୟ ନ ମିଳିଲା ଚାଲିଯିବ ପ୍ରାଣ । ଇସ୍ରାଏଲର ଜବାବ, ପଣବନ୍ଦୀଙ୍କ ମୁକ୍ତି ଯାଏଁ…
୨୫ ୱାକଫ ବୋର୍ଡର ମତାମତ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ତୁଷାର ମେହେଟା
ୱାକଫ ଆଇନରେ ପରିବର୍ତ୍ତନକୁ ନେଇ ଦେଶର ୯୭ ଲକ୍ଷ ଲୋକଙ୍କ ମତ ନିଆଯାଇଛି,ଦୀର୍ଘ ବିଚାର ବିମର୍ଶ ପରେ ବିଲ୍ ପ୍ରସ୍ତୁତ ହୋଇଛି ୱାକଫ ଆଇନରେ ପରିବର୍ତ୍ତନକୁ ନେଇ ଦେଶର ୯୭ ଲକ୍ଷ ଲୋକଙ୍କ ମତ ନିଆଯାଇଛି । ଦେଶର ୨୫ ୱାକଫ…
୧୮୦ରେ ଅଟକିଲା ମୁମ୍ବାଇ: ଦିଲ୍ଲୀ ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍
ମୁମ୍ବାଇ -: ଆଇପିଏଲ ୨୦୨୫ର ୬୩ତମ ମ୍ୟାଚ୍ ଆଜି ବୁଧବାର, ୨୧ ମେ’ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ କୌଣସି ସେମିଫାଇନାଲ ମ୍ୟାଚ୍ ଠାରୁ କମ୍ ନୁହେଁ,…
ଯାଜପୁରରେ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାରଆସନ୍ତା ୨୨ରେ ଯାଜପୁର ସୁକିନ୍ଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣନିବେଶ ହେବ 1 ଲକ୍ଷ 14 ହଜାର କୋଟିସୃଷ୍ଟି ହେବ 34 ହଜାର ନିଯୁକ୍ତି ସୁଯୋଗକେବଳ ଟାଟା…
