ଭୁବନେଶ୍ୱର -: ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ IAS ଅଫିସର ଭିକେ ପାଣ୍ଡିଆନଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ପାଣ୍ଡିଆନଙ୍କ ସଂପୃକ୍ତି। ସିଧାସିଧା ଅଭିଯୋଗ କଲେ ଗୋପାଳ ନୁହେଁ “ନବଦାସଙ୍କୁ ମାରିଛନ୍ତି ପାଣ୍ଡିଆନ”। ତାଳ ଗଛ…
Year: 2025
ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ ଉଡ଼ୁଥିବା ନୀଳଚକ୍ର ବାନା ଆଜି ଉଡ଼ିପାରିନି।
ପୁରୀ -: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଆଜି ଭାଙ୍ଗିଯାଇଛି। ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନି। କେବଳ ନୀଳଚକ୍ରରେ ବାନା ବାନ୍ଧି ଚୁନରା ସେବକ ଫେରିଥିବାବେଳେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ହୋଇ…
ଭୂତ ଭୟରେ ଦୀର୍ଘ ୩୬ବର୍ଷ ହେବ ମହିଳାଙ୍କ ବେଶରେ ରହିବାକୁ ପଡ଼ୁଛି
ନୂଆଦିଲ୍ଲୀ: ଆଧୁନିକ ଯୁଗରେ ବିଜ୍ଞାନ ଅନ୍ଧବିଶ୍ୱାସକୁ ପଛରେ ପକାଇ ଚାଲିଛି। ବିଜ୍ଞାନ କହୁଛି ଏ ଦୁନିଆରେ ଭୂତପ୍ରେତ ବୋଲି କିଛି ନାହିଁ। ଏହି କ୍ରମରେ ଉତ୍ତରପ୍ରଦେଶର ଜୌନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷ ଭୂତ ଭୟରେ ଗତ ୩୬…
ପ୍ରତିଦିନ ରାତିରେ ଘରେ ୧୦ଟି ତେଜପତ୍ର ଜାଳନ୍ତୁ ଓ ଖାଆନ୍ତୁ…କଲେ କଣ ହୁଏ ? ଜାଣିଲେ ଉଡିଯିବ ହୋସ୍ !
ରୋଷେଇ ଘରର ଏକ ଅତ୍ୟାବଶ୍ୟକ ଜିନିଷ ହେଉଛି ତେଜ ପତ୍ର । ଏହି ତେଜ ଅନୁଯାୟୀ, ତେଜ ପତ୍ରର ସୁଗନ୍ଧ ଶରୀର ତଥା ମନ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ । ଜଣାଶୁଣା ଜ୍ୟୋତିଷ ରାମକୃଷ୍ଣ ସାହା କହିଛନ୍ତି ଯେ…
ଋଣ ନାଁରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କରୁ ୭୫ ଲକ୍ଷ ଟଙ୍କା ଚଳୁ!
ଛତ୍ରପୁର-: ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଜିପୁର ଶାଖାରେ ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ପରେ ପୁଣି ଛତ୍ରପୁର ଶାଖା ରେ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଛତ୍ରପୁର…
କଳାବାଘ ଆତଙ୍କ! ବନବିଭାଗ କହଲା ଏମିତି…
ମୟୂରଭଂଜ-: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ଦେଖାଦେବା ପରିବେଶବିତ୍ଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ହେଲେ ବାଘ କ୍ଷତି କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଗତ ୧ରୁ ୯ ତାରିଖ ମଧ୍ୟରେ ତିନୋଟି ଗାଈ, ଗୋଟିଏ ବଳଦକୁ ବାଘ ମାରି ଦେଇଥିବା ବେଳେ ଗୋଟିଏ ମଇଁଷି ଓ…
ଆଶ୍ଚର୍ଯ୍ୟ ହେଲେ ବି ସତ; ଏମିତି ଏକ ମନ୍ଦିର ଯେଉଁଠି ଭଗବାନଙ୍କୁ ପ୍ରସାଦରେ ଦିଆଯାଏ ମଦ
ଏକଥା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିବେ ନାହିଁ କି ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ଭଗବାନଙ୍କୁ ମଦ ଭୋଗ ହୋଇଥାଏ । Offering Alcohol to God: ଦୁନିଆରେ ଏମିତି ରହସ୍ୟ ଅଛି ଯାହା ଅନେକ ଲୋକଙ୍କୁ ଅଜଣା…
ଘରେ ନକହି ବନ୍ଧୁମାନଙ୍କ ସହ ଥାଇଲାଣ୍ଡ୍ ଯାଉଥିଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ; ବିମାନକୁ ପୁଣେ ଫେରାଇ ଆଣିଲେ ବାପା
ପୁଣେ -: ପୂର୍ବତନ ମନ୍ତ୍ରୀଙ୍କ ପୁଅ ପାଇଁ ମଝି ଆକାଶରେ ବିମାନ ଭିତରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ତାନାଜୀ ସାୱନ୍ତଙ୍କ ପୁଅ ଏବଂ ପୁଅର ଦୁଇ ବନ୍ଧୁ ବ୍ୟାଙ୍କ୍କକ୍ ଯାଉଥିବା ବିମାନଟି ଅଚାନକ…
ଗୁରୁଡ଼ିଝଟିଆରେ ରେଳ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ
କଟକ -: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡ଼ିଝଟିଆ ରେଲୱେ ପାର୍କିଂରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଛନ୍ତି ଜଣେ ଯୁବକ। ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ଜଣାଯାଇଛି। ତାଙ୍କର…
ମୁସଲମାନଙ୍କୁ ବର୍ବାଦ୍ କରିବା ପାଇଁ ୱକଫ୍ ବିଲ୍ ଅଣାଯାଇଛି: ଅୱେସୀ
ନୂଆଦିଲ୍ଲୀ -: ୱକଫ୍ ବିଲ୍ ନେଇ ଜେପିସି ରିପୋର୍ଟ ସଂସଦର ଉଭୟ ଗୃହରେ ଆଜି ଉପସ୍ଥାପeନ ହେବାପରେ ଏହାକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ…
