ମୁଣ୍ଡଳୀରେ ରେଜିଙ୍ଗ ଡେ ପରେଡ୍: ୪ଦିନ ପାଇଁ ‘ନୋ ଡ୍ରୋନ୍ ଜୋନ୍’ ଘୋଷିତ

କଟକ  -: ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆିଏସ୍‌ଏଫ୍‌)ର କେଆରଟିସି, ମୁଣ୍ଡଳୀରେ ୫୭ତମ ରେଜିଙ୍ଗ ଡେ ପରେଡ୍ ଆୟୋଜିତ ହେବାକୁ ଯାଉଛି। ଏହି ସମାରୋହରେ ବରିଷ୍ଠ ଅଧିକାରୀ, ସମ୍ମାନିତ ବ୍ୟକ୍ତି ଓ ନିମନ୍ତ୍ରିତ ଅତିଥିମାନେ ଯୋଗଦେବେ। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଓ ସୁରକ୍ଷା…

error: Content is protected !!