Creat A Revolution
ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ
ବିଶ୍ବଜିତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ପରେ ବାହାହେବାକୁ ମନା କରିଦେଇଥିଲା। ପ୍ରତାରଣା ପରେ ଯୁବତୀ ଜଣକ କିଛି ଦିନ ପୂର୍ବରୁ ଯୁବକଙ୍କ ଘରେ ପହଞ୍ଚିଥିଲେ। ଯୁବକ ସେଠାରେ ଯୁବତୀଙ୍କୁ ମାଡ଼ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ଯୁବତୀ ସେକ୍ଟର-୧୯ ଥାନାରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ପୁଲିସ ମାମଲା ରୁଜୁ କରି ତନାଘନା କରୁଛି।
Discover more from odia.bnslive.in
Subscribe to get the latest posts sent to your email.
