Creat A Revolution
ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ଅଧ୍ଯାପକ ଟେକଚାନ୍ଦ ଦୁଆନ, ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ କମିଟୀ ସଦସ୍ୟ ଭାବରେ କୁଳପତିଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ମଧ୍ୟ ଜାତୀୟ ସେବା ଯୋଜନା ପରାମର୍ଶ ଦାତା କମିଟି ଓ ରେଗିଂ ନିୟନ୍ତ୍ରଣ କମିଟିର ସଦସ୍ୟ ରହିଥିଲେ।
ସୋହେଲା ମହାବିଦ୍ୟାଳୟର ପ୍ରାରମ୍ଭିକ କାଳରେ ଅଧ୍ଯକ୍ଷ ଭାବରେ ରହି କଲେଜକୁ ଏକ ଆଦର୍ଶ ଅନୁଷ୍ଠାନ ଭାବରେ ଗଢିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି।ସେ ଜଣେ ବିଶିଷ୍ଟ ଶିକ୍ଷାବିତ ତଥା ଉଚ୍ଚକୋଟୀର ବକ୍ତା ଭାବରେ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଏ ନୂତନ ଦାୟିତ୍ୱ ପାଇଁ ବହୁ ବ୍ଯକ୍ତି ଶୁଭେଚ୍ଛା ଜଣାଇଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.