ନୂଆପଡା ଗସ୍ତରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ, ଅଙ୍ଗନୱାଡି କେନ୍ଦ୍ର ଏବଂ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Creat A Revolution
           

ନୂଆପଡା -: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରି ଏସ ପି ସିଂ ବଘେଲ ଆସି ବିଭିନ୍ନ ଯୋଜନାରେ ଚାଲିଥିବା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଖରିଆର ରୋଡ଼ ନିକଟସ୍ଥ ଏକ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେହିପରି ନୂଆପଡା ସଦର ମହକୁମା ସ୍ଥିତ ମା ଓ ଶିଶୁଯତ୍ନ କେନ୍ଦ୍ର ପରିଦର୍ଶନ କରିଛନ୍ତି।

ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥା ମଜଭୁତ କରିବା ନେଇ ଅଙ୍ଗନୱାଡି କେନ୍ଦ୍ର ସହ ମାଁ ଏ ଶିଶୁ ର ଯତ୍ନ କେନ୍ଦ୍ର କାର୍ଯ୍ୟ ଉପରେ ମାଁ ଏବଂ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରିବାକୁ ଆଗ୍ରହ କରିଛନ୍ତି। ଏହି ଗସ୍ତରେ ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଦୀପିଏମ ଦିଲୀପ ଦୁବେ, ଖରିଆର ରୋଡ଼ ଅଧ୍ୟକ୍ଷା ସୋନିଆ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading