ଗଜପତି ନର୍ସିଂ କଲେଜର ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ …

Creat A Revolution
           

ପାରଳାଖେମୁଣ୍ଡି -:

ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରାଣିପେଣ୍ଠସ୍ଥିତ ଗଜପତି ନର୍ସିଂ କଲେଜରେ ପ୍ରଥମ ବର୍ଷ ନର୍ସିଂ ଛାତ୍ରୀଙ୍କ ଶ୍ରେଣୀ କକ୍ଷ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି।

Mother's body hanging from ceiling fan. | Download Scientific Diagram

ଛାତ୍ରୀଜଣଙ୍କର ମୃତ୍ୟୁଜନିତ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିନଥିଲା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ମୁତାବକ ଛାତ୍ରୀଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଗ୍ରାମର ଅଖେଳା ବେହେରା । ସେ ବିଏସସି ନସିଂ ୍ରଥମ ବର୍ଷରେ ପଢୁଥିଲେ। ବର୍ତ୍ତମାନ ଘଟଣା ସ୍ଥଳରେ ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading