ମାଣିଆବନ୍ଧରେ ଚଞ୍ଚଲ୍ୟ : ବଡଭାଇର ଫାଓଡା ଚୋଟରେ ସାନଭାଇ ଗୁରୁତର

କଟକ –: ପାରିବାରିକ କଳହକୁ ନେଇ ସାନ ଭାଇକୁ ହାଣିଲା ବଡଭାଇ। ଏଭଳି ଘଟଣା ଦେବାକୁ ମିଳିଛି କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ନୂଆଗାଁରେ। ବଡ଼ଭାଇ ରବିନ୍ଦ୍ର ପ୍ରଧାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ସାନଭାଇ ମଣ୍ଟୁ ପ୍ରଧାନ। ସୁଚନା…

କଂଗ୍ରେସର ନେତୃତ୍ୱ ସଙ୍କଟକଂଗ୍ରେସରେ କ୍ରସ ଭୋଟିଂ ଇମ୍ପାକ୍ଟ୩ ବିଧାୟକଙ୍କୁ ନିଲମ୍ବନ ପରେ ରମେଶ-ସାଗର ମୁହାଁମୁହିଁ

କଂଗ୍ରେସରେ କ୍ରସ ଭୋଟିଂ ଇମ୍ପାକ୍ଟ । ୩ ବିଧାୟକଙ୍କୁ ନିଲମ୍ବନ ପରେ ମୁହାଁମୁହିଁ ହେଲେ ରମେଶ ଜେନା-ସାଗର ଦାସ । କ୍ରସ୍‌ ଭୋଟିଂ କରିଥିବା ବିଧାୟକ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଦଳ କରିଛି ଆବେଦନ । ଗଜପତି, ଗଞ୍ଜାମ ଓ…

Sweat: ଝାଳ ବାହାରିବା ଭଲ ନା ଖରାପ , କିନ୍ତୁ…

ଝାଳ ବାହାରିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା, ଯାହା ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା ସହ ଆମକୁ ସୁସ୍ଥ ରଖିଥାଏ। ତେବେ ଏହା ଆମେ ଜାଣିବା ଦରକାର ଯେ, ଆମ ଶରୀରରୁ କେତେ ଝାଳ ବାହାରିବା ଉଚିତ। ଝାଳ ବାହାରିବା ଏକ…

ଗ୍ୟାସ୍‌ ସଙ୍କଟ ସାବଧାନ୍‌ , ଗ୍ୟାସ୍‌ ନାଁରେ ସାଇବର ଠକେଇ

ନୂଆଦିଲ୍ଲୀ -: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଗ୍ୟାସ୍‌ ସଙ୍କଟ ଦେଖାଦେଇଛି। ସୁବିଧାରେ ଗ୍ୟାସ୍‌ ପାଇବା ଲାଗି ‌ଲୋକମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ତାହା ସାଇବର ଅପରାଧୀମାନଙ୍କୁ ସୁଯୋଗ ଦେଇଛି। ଗ୍ୟାସ୍‌ ନାଁରେ ସେମାନେ ଠକେଇ କରିବାକୁ ଉଦ୍ୟମ କରୁଛନ୍ତି। ସେଭଳି…

ଦିଲ୍ଲୀରେ ଫାଉଣ୍ଡେସନ ଗଢ଼ି ଅଡୁଆରେ ନବୀନ; ପାଣ୍ଡିଆନ ଓ ସନ୍ତୃପ୍ତଙ୍କ ସମ୍ପୃକ୍ତି ନେଇ ଉଠିଲା ପ୍ରଶ୍ନ

ଦିଲ୍ଲୀରେ ଟ୍ରଷ୍ଟ ଗଢ଼ି, ଓଡ଼ିଶା ବାସୀଙ୍କ ଟ୍ରଷ୍ଟ ହରାଇଲେ କି ନବୀନ ? ନେତାଙ୍କୁ ଧୋକା ଦେଇ ଦିଲ୍ଲୀରେ କରିଥିବା ରଣନୀତି ପଡ଼ିଲା କି ମହଙ୍ଗା ? ବିବାଦ ବଢ଼ିବା ପରେ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେଲେ ନିଜେ ନବୀନ ।…

ପ୍ୟାରୀଙ୍କୁ ଖୋଜିଲେ ନବୀନ, ଗୋଟିଏ ରାତିରେ ଲକ୍ଷେ ଟଙ୍କାର ମଦ ପିଇଦେଲେ

ଚିନ୍ତାରେ ନବୀନ ଲକ୍ଷେ ଟଙ୍କାର ମଦ ପିଇ ପ୍ୟାରୀଙ୍କ କଥା ଭାବିଲେନିଜକୁ ଏକୁଟିଆ ଅନୁଭବ କରୁଛନ୍ତି କି ନବୀନ?କାହିଁକି ଅଧରାତିରେ ନବୀନ ପ୍ୟାରୀଙ୍କ ସ୍ୱପ୍ନ ଦେଖିଲେ ଅଧରାତିର ନିସ୍ତବ୍ଧତାକୁ ଚିରି ଏକ ଅଜଣା ଭୟ ନବୀନ ନିବାସରେ ଘୂରି ବୁଲୁଛି। ଓଡ଼ିଶାର…

ନିର୍ବାଚିତ ବିଧାୟକଙ୍କୁ ଅପରାଧୀ କହି ହଜାର ହଜାର ଭୋଟରଙ୍କୁ ଅପମାନିତ କରିଛନ୍ତି ନବୀନ : ମୁଖ୍ୟମନ୍ତ୍ରୀ

ଅନ୍ତରାତ୍ମାର ଡାକରା ଶୁଣି ଭୋଟ୍ ଦେଇଥିବା ବିଧାୟକମାନଙ୍କୁ ‘ଅପରାଧିକ ପୃଷ୍ଠଭୂମି’ର ଆଖ୍ୟା ଦେଇଥିଲେ ନବୀନ । ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଗଣତନ୍ତ୍ରର ମର୍ଯ୍ୟାଦା ପ୍ରତି ଏକ ଆକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି । ଭୁବନେଶ୍ଵର -: ଓଡ଼ିଶାର…

କଂଗ୍ରେସରୁ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋସ ନିଲମ୍ବିତ

ଭୁବନେଶ୍ବର -: କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ। ନିଲମ୍ବିତ ୩ ବିଧାୟକ ହେଲେ ସାନଖେମୁଣ୍ଡିର ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗ ଓ କଟକ-ବାରବାଟୀର ସେଫିଆ ଫିର୍ଦୋସ। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ

ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଓ ମାଡ଼ମାରିବା ନେଇ ସେକ୍ଟର-୧୯ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଝାରତରଙ୍ଗ ଅଞ୍ଚଳର ଯୁବକଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ସୂଚନାନୁଯାୟୀ, ଗତ ୨ ବର୍ଷ ପୂର୍ବ…

Elections In 5 States: ୫ ରାଜ୍ୟରେ ନିର୍ବାଚନ: ତାରିଖ ଘୋଷଣା କରିବେ ନିର୍ବାଚନ କମିସନ

ନୂଆଦିଲ୍ଲୀ -: ଭାରତୀୟ ନିର୍ବାଚନ କମିସନ ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ। ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ କମିସନ ରବିବାର…

error: Content is protected !!