ଅନୁଗୁଳ ଖଇରବେରେଣୀ ଗ୍ରାମରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ/ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦେଖିବାକୁ ମିିଳିଛି ଏକ ଅଭାବନୀୟ ଘଟଣା। ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗ୍ରାମର ୪ ଜଣ ମହିଳା ସାଥି ହୋଇ ଭୋର ସକାଳ ୬ ଟାରେ…

ମହାପ୍ରଭୁଙ୍କୁ ଭୀଷଣ ଜର, ଆଜି ଲାଗିହେବ ଫୁଲୁରୀ ତେଲ

ବ୍ରହ୍ମଗିରି -: ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି । ଆଜି ଫୁଲୁରୀ ତେଲ ଲାଗିହେବ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁ କିପରି…

ଏଥର ଆଧାରକାର୍ଡ ପାଇବା ହେଲା ଆପଣଙ୍କ ପାଇଁ ସହଜ, କେମିତି ପାଇପାରିବେ ଆସନ୍ତୁ ଜାଣିବା

ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏବେ ବିନା ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ବି ନିଜର ଆଧାର କାର୍ଡ ଡାଉନଲୋଡ କରିପାରିବେ। ପୂର୍ବରୁ ୟୁଜର୍ସଙ୍କୁ ଆଧାର କାର୍ଡ ଡାଉନଲୋଡ କରିବା ପାଇଁ ଆଧାର ସହ ରେଜିଷ୍ଟର୍ଡ ଥିବା ମୋବାଇଲ ନମ୍ବରର…

ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ହେଲା ରକ୍ତ ରଞ୍ଜିତ, ଜଣେ ଗୁରୁତର

ଭୁବନେଶ୍ବର -: ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ହଣାକଟା ହୋଇ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଦୁଇ ଜଣ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିବାରୁ ଏହା ଧୀରେ ଧୀରେ ହଣାକଟାର ରୂପ ନେଇଥିଲା। ଜଣେ ଉତ୍ତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଅନ୍ୟ…

ବିଜେଡି ବିଧାୟକ ବିଜୟଶଙ୍କର ଚଲାଉଛନ୍ତି ସେକ୍ସ ରାକେଟ୍ ! ଥାନାରେ ରୁଜ୍ଜୁ ହେଲା ମାମଲା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:  ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ସେକ୍ସ ରୢାକେଟ୍ ଚଳାଉଛନ୍ତି। ଏଭଳି ସଂଗିନ ତଥା ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରେମିକା ସୋମାଲିକା ଦାସ। ସୋମାଲିକାଙ୍କ ଲିଖିତ ଅଭିଯୋଗ ଆଧାରରେ ବି ଜଗତସିଂହପୁର ଥାନା ପୁଲିସ…

ଜୁଲାଇ ୧ରୁ ଲାଗୁ ହେବ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ

ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ।…

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନୁପୁର୍ ଶର୍ମା …!

ନୂଆଦିଲ୍ଲୀ -: ନିଲମ୍ବିତା ବିଜେପି ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ୬/୭ ମାସ ମଧ୍ୟରେ ଦଳକୁ ଫେରାଇ ଅଣାଯାଇ ବଡ଼ ନେତ୍ରୀ ଭାବେ ଉପସ୍ଥାପନ କରାଯିବ ଏବଂ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ଅଛି ବୋଲି ଶନିବାର…

ପିତୃ ଦୋଷ ପାଇଁ ଆପଣଙ୍କ କ୍ୟାରିୟରରେ ପ୍ରଭାବ ପଡୁଛି କି ? ଆପଣାନ୍ତୁ ଏହି ଉପାୟ ନିଶ୍ଚୟ ପାଇବେ ସଫଳତା

ପ୍ରତି ବ୍ୟକ୍ତି ନିଜ କ୍ୟାରିଅରକୁ ନେଇ ସର୍ବଦା ସଚେତନ ଥାଆନ୍ତି | ତେବେ କିଛି ଦୋଷ କାରଣ ରୁ ଏଥିରେ ପ୍ରଗତି ଆସିନଥାଏ | ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପୂର୍ବଜଙ୍କ କର୍ମ ଆମ ଉପରେ ପ୍ରଭାବ ପକାଇଥାଏ | ଯଦି…

ଜୁନ୍ ୧୯ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ : ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଥରେ ପ୍ରେମରେ ପଡ଼ିବେ। ବୃଷ : ପୂଜାପାଠରେ…

ଶୋଷିଲା ଅହିରାଜକୁ ପାଣି ପିଆଇ ମାନବିକତା ଦେଖାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ଡହ ଡହ ଖରାରେ ଗୋଟେ ଗ୍ଲାସ ଥଣ୍ଡା ପାଣି କୌଣସି ଅମୃତ ଠାରୁ କମ ହୋଇନଥାଏ । ବୁଦ୍ଧିଆ ମଣିଷମାନେ ସିନା ଶୋଷ ଲାଗିଲେ ନିଜେ କିଣି କିମ୍ବା କେଉଁଠୁ ମାଗି ପାଣି ଟିକେ ପିଇ ନିଜ ଶୋଷ ମେଂଟାଇପାରେ ।…

error: Content is protected !!