ନୟାକୋଟ -: ପୁଅ ବୁଝି ପାରିଲାନି ମମତାର ମୂଲ୍ୟ। ଡ୍ରେସ କିଣିବା ପାଇଁ ଟଙ୍କା ନ ମିଳିବାରୁ ମା’ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ପୁଅ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ…
Author: bnsnewsodisha
ନିର୍ବାଚନରେ ଲଢ଼ୁଛନ୍ତି ତିନି ପତ୍ନୀ, କାହା ପାଇଁ ପ୍ରଚାର କରିବେ ସ୍ୱାମୀ …!
ମଧ୍ୟପ୍ରଦେଶରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାର ଜଣେ ପଞ୍ଚାୟତ ସମିତି ସଦସ୍ୟଙ୍କର ତିନିଜଣ ପତ୍ନୀ ଏଥର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମାନ ପଞ୍ଚାୟତରୁ ସରପଞ୍ଚ ନିର୍ବାଚନରେ ଦୁଇଜଣ…
ଗୋଟିଏ ଟିକାରେ ମୂଳରୁ ଶେଷ ହେବ ଏଡ୍ସ ରୋଗ, ମେଡିକାଲ ସାଇନ୍ସକୁ ବଡ ସଫଳତା
ଏଡ୍ସ କଥା ଉଠିଲେ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୁଏ । ଥରେ ଏହି ରୋଗରେ ସଂକ୍ରମିତ ହେଲେ ବଞ୍ଚିବା ଅସମ୍ଭବ । ହେଲେ ଏବେ ଆଉ ଭୟ କରିବାର ନାହିଁ । ଏଡ୍ସ ନିରାକରଣ ନେଇ ଆସିଛି ଖୁସି…
ସାଲେପୁରରେ ବିଳମ୍ବିତ ରାତ୍ରରେ ଭୟାବହ ଅଗ୍ନିକାଣ୍ଡ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: କାଲି ବିଳମ୍ବିତ ରାତ୍ରରେ ସାଲେପୁର ବ୍ଲକ ଅନ୍ତର୍ଗତ ସିଢୋ ପଞ୍ଚାୟତର କାଳିଦହି ଗ୍ରାମର ଗୋପୀନାଥଙ୍କ ପୃଷ୍ଟିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ତାଙ୍କର ୩ ବଖରା ଘର ସମ୍ପୂର୍ଣରୂପେ ଜଳିପୋଡି ପାଙଶ ହେବା…
ପୁଣି ବଢିଲା ସୁନା ଦାମ, ଆସନ୍ତୁ ଜାଣିବା କେତେ ବଢିଲା ସୁନା ରୁପା ଦାମ
ସୁନା କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଆଜି ଭାରତୀୟ ବଜାରରେ ସୁନା ଦାମରେ ୩୪୦ ଟଙ୍କା ହ୍ରାସ ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୩୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ…
ଆଠଗଡ ନରସିଂହପୁରରେ ହାତୀ ମୃତ୍ୟୁ ଘଟଣା : ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ୍
ଭୁବନେଶ୍ୱର -: ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ଠିକ୍ ଭାବରେ ହେବ ତ ! ବାଟବଣା କରାଯିବା ପାଇଁ ଆରମ୍ଭ ହୋଇଛି ସୁପରିକଳ୍ପିତ ଷଡଯନ୍ତ୍ର । ହାତୀ ଦାନ୍ତ ବେପାରୀ କାଠ ମାଫିଆଙ୍କ ତଳୁ ଉପର ପର୍ଯ୍ୟନ୍ତ ଲମ୍ବା ହାତ ପିସି…
୧୦୦ଟଙ୍କା ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ , ୫ ଗୁଣା ଅଧିକ ପଇସା ନେବାକୁ ଲାଗିଲା ଲୋକଙ୍କ ଭିଡ଼
ଏଟିଏମ୍ରେ ଆମେ ଯେତିକି ଟଙ୍କା ଟାଇପ୍ କରୁ ସେତିକି ଟଙ୍କା ହିଁ ବାହାରେ। କିନ୍ତୁ ଯଦି ଆପଣ ଏଟିଏମ୍ ମେସିନ୍ରେ ୧୦୦ ଟଙ୍କାର କ୍ୟାସ୍ ବାହାର କରିବାକୁ ଚାହୁଁଛନ୍ତି, କିନ୍ତୁ ଏଟିଏମ୍ରୁ ୫୦୦ ଟଙ୍କା ବାହାରୁଛି ତେବେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ୍…
ଗୁଆର ଏପରି ଭାବରେ କରନ୍ତୁ ବ୍ୟବହାର, ମା ଲକ୍ଷ୍ମୀ ହେବେ ସନ୍ତୁଷ୍ଟ … ହୋଇବ ଧନର ବର୍ଷା
ଗୁଆକୁ ସାଧାରଣ ଭାବେ କିଛି ଲୋକ ପାନରେ ଖାଇଥାନ୍ତି। ସେପରି ପୂୂଜା ପାଠରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ତେବେ ପୂଜାରେ ବ୍ୟବହାର ହେଉଥିବା ଏହି ସବୁ ଗୁଆର ଆକାର ଛୋଟ ହୋଇଥାଏ। ତେବେ ଛୋଟ ହୋଇଥିଲେ ମଧ୍ୟ ଏହାର ଅନେକ…
ମହାଆଡମ୍ବର ଓ ଆନନ୍ଦ ଉଲ୍ଲାସ ଭିତରେ ପାଳିତ ହେଉଛି ରଜର ଶେଷଦିନ
ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଓଡିଶାର ଗଣପର୍ବ ଭିତରୁ ରଜ ଏକ ବଡ ଗଣପର୍ବ । ଏହି ଗଣପର୍ବକୁ ସମସ୍ତେ ମିଳିମିଶି ଧୁମଧାମରେ ଆଡମ୍ବର ସହିତ ପାଳନ କରନ୍ତି ।ଏହା ଏକ ଭାଇଚାରା ର ପରବ ।ବିଶେଷ କରି ଏହା ଝିଅ…
ଓଡ଼ିଶା ଜୁଡିସିଆଲ୍ ଏକାଡେମି ନାଁରେ ବି ଲୁଟ୍ …
କଟକ -: କେବଳ ଓଡ଼ିଶା ହାଇକୋର୍ଟ ନୁହେଁ, ଓଡ଼ିଶା ଜୁଡିସିଆଲ୍ ଏକାଡେମିରେ ବି ଚାକିରି କରାଇଦେବାର ଲୋଭ ଦେଖାଇ ଟଙ୍କା ଠକେଇ ହୋଇଛି। ସଙ୍ଗୀତା ପଣ୍ଡା ନାମକ ଜଣେ ମହିଳାଙ୍କୁ ଜୁଡିସିଆଲ୍ ଏକାଡେମିରେ ଲାଇବ୍ରେରି ଆସିଷ୍ଟାଣ୍ଟ(କ୍ୟାଡର୍-୩ ଗ୍ରୁପ୍) ଚାକିରି ଦେବାକୁ କହି…
