ଜାନକୀ ହତ୍ୟାକାଣ୍ଡର ଫିଟିଲା ଗୁମର, କାହିଁକି ହତ୍ୟା କରିଥିଲା ଦାମୋଦର ଜାଣିଲେ ଆପଣଙ୍କ ହୋସ ଉଡିଯିବ

କୋରାପୁଟ -: ବିବାହକୁ ୮ ବର୍ଷ ହୋଇଥିଲେ ବି ସନ୍ତାନଟିଏ ପାଇ ପାରୁ ନ ଥିଲେ ଦାମୋଦର। ଯୁଆଡେ ଗଲେ ଟାହିଟାପରା ଶୁଣିବାକୁ ମିଳୁଥିଲା। ମୁଖ୍ୟତଃ ଛୋଟାଗୁଡା ଗାଁର ସାହିବାସିନ୍ଧା ଦାମ‌ୋଦରଙ୍କୁ ଟାହିଟାପରା କରୁଥିଲେ। ଏଥିରେ ଅତିଷ୍ଟ ହୋଇ ଦାମୋଦର ଦ୍ବିତୀୟ…

ଦାଦନ ଯାଇ ଶବ ପାଲଟିଲା ପୁଅ, ମୃତଦେହ ଆଣିବା ପାଇଁ ଉପଜିଲ୍ଲାପାଳଙ୍କୁ ଗୁହାରୀ କଲେ ବାପା

ରେଢ଼ାଖୋଲ -: ତାମିଲନାଡୁ ର ଏକ ଲୁହା ଛଡ଼ କମ୍ପାନୀରେ ଦାଦନ ଖଟିବାକୁ ଯାଇ ଏକ ଟ୍ରେନ ଧକ୍କାରେ ଭାଇର ମୃତ୍ୟୁ ପରେ , ମୃତ ଦେହକୁ ଗାଁକୁ ଆଣିବାକୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ମୃତକର ବାପା ଓ ଭାଇ…

ବିବାଦୀୟ ମନ୍ତବ୍ୟ ଦେଇ ହରଡଘଣାରେ କଂଗ୍ରେସ ସାଂସଦ,’ଦ୍ରୌପଦୀଙ୍କ ବଦଳରେ ସୀତାଙ୍କ ବସ୍ତ୍ର ହରଣ’ 

ନୂଆଦିଲ୍ଲୀ -: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା ମାତା ସୀତାଙ୍କୁ…

ଆତ୍ମସମର୍ପଣ କଲେ ୩ ନକ୍ସଲ, ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରାଯାଉଥିବାରୁ ସଂଗଠନ ଛାଡିଲେ

ମାଲକାନଗିରି -: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପିଙ୍କ ସମ୍ମୁଖରେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଘରକୁ…

ବାରବାଟୀ ଟିକେଟ କାଉଣ୍ଟରରେ ମହାଭାରତ , ପୁଲିସର ଲାଠିଚାର୍ଜ

କଟକ -: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରୁ ଟିକେଟ କିଣିବା ପାଇଁ…

୩୦୦ ଫୁଟ ତଳକୁ ଖସି ପଡିଥିବା୨ ବର୍ଷର ଶିଶୁର ଜୀବନ ବଞ୍ଚାଇଲେ ଭାରତୀୟ ଯବାନ, ଦେଖନ୍ତୁ ଭିଡିଓ

ଯୁଦ୍ଧକ୍ଷେତ୍ର ହେଉ କିମ୍ବା ବିପର୍ଯ୍ୟୟ ସମୟ ହେଉ। ଭାରତୀୟ ସେନା ନିଜର ସାହସିକତା ଏବଂ କୌଶଳ ମାଧ୍ୟମରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସବୁବେଳେ ତତ୍ପରଥାନ୍ତି। ଠିକ ସେମିତି ଆଉ ଏକ ଚମତ୍କାର କରିଛନ୍ତି ଭାରତର ଜଣେ ବୀର ଯବାନ ।…

ଇସ୍‌ଲାମ୍‌କୁ ଅପମାନ ଅଭିଯୋଗରେ ଫେସନ୍ ମଡେଲ୍ ସହ ୩ ଗିରଫ

ଇସ୍‌ଲାମାବାଦ୍‌ -: ଇସ୍‌ଲାମ୍‌ ଏବଂ କୋରାନ୍‌କୁ ଅପମାନିତ କରୁଥିବା ଦ‌ୋଷାରୋପ କରି ଜଣେ ସୁପରିଚିତା ଆଫଗାନ୍‌ ଫେସନ୍‌ ମଡେଲ୍‌ ଏବଂ ତାଙ୍କର ୩ଜଣ ସହଯୋଗୀଙ୍କୁ ତାଲିବାନ୍‌ ଗିରଫ କରିଛି। ଫେସନ୍‌ ସୋ’, ୟୁ ଟ୍ୟୁବ୍‌ କ୍ଲିପ୍‌ ଏବଂ ମଡେଲିଙ୍ଗ୍‌ ପାଇଁ ଜଣାଶୁଣା…

ଧଳା କେଶକୁ ନେଇ ଚିନ୍ତିତ କି ଆପଣାନ୍ତୁ ଏହି ଘରୋଇ ଉପାୟ, ଚୁଟ୍‌କିରେ କରନ୍ତୁ ଘନ ଓ କଳା

ମାନସିକ ଚାପ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ହେତୁ, ଲୋକମାନଙ୍କର କେଶ ଖୁବ କମ ବୟସରେ ଧଳା ହୋଇଯିବା ଆରମ୍ଭ ହୋଇଯାଏ । ତେଣୁ, ଧଳା କେଶକୁ ପୁଣି କଳା କରିବା ପାଇଁ, ଲୋକମାନେ ଅନେକ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହା…

ଗୋଟିଏ ରାତି ପାଇଁ ବର, ଭାଙ୍ଗିଲା ସଂପର୍କ କାରଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଯିିବ

ନୂଆଦିଲ୍ଲୀ -: ବିବାହ ଋତୁରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ବାରାଣସୀ ଅଞ୍ଚଳରେ ବିବାହର କିଛି ସମୟ ପରେ କନ୍ୟା ବୈବାହିକ ସଂପର୍କକୁ ଭାଙ୍ଗି ଦେଇଛି । କନ୍ୟାର କହିବା ଅନୁସାରେ ବରର ବୟସ ବହୁତ ଅଧିକ…

ସ୍ବେରେଜ୍‌ କାମ ପାଇଁ ଅଣନିଶ୍ୱାସୀ ଭୁବନେଶ୍ୱର, ୧୨ ବର୍ଷ ହେଲାଣି ସରୁନି ସ୍ବେରେଜ୍‌ କାମ

ଭୁବନେଶ୍ୱର -: ୧୨ ବର୍ଷ ହେଲାଣି ଭୁବନେଶ୍ବରରେ ସ୍ବେରେଜ୍‌ କାମ ଚାଲିଛି, ସରୁନି। ଗଳି ଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଖୋଳା ଚାଲିଛି। ସହର ସାରା ଲମ୍ବା ଲମ୍ବା ଗଭୀର ଗାତ। ଯାତାୟାତ ପାଇଁ ଅଧାରୁ କମ୍‌ ଓସାରର…

error: Content is protected !!