ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ଇସ୍ତଫା ପରେ କିଏ ହେବେ ରାଜ୍ୟ ବିଧାନସଭାରେ ନୂଆ ବାଚସ୍ପତି । ଚର୍ଚ୍ଚା ହେଉଛି ଜଣେ ବରିଷ୍ଠ ବିଧାୟିକାଙ୍କୁ ବାଚସ୍ପତି ପଦରେ ବସାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରମିଳା…
Author: bnsnewsodisha
ନୂଆ ମନ୍ତ୍ରୀ ମଣ୍ଡଳୀର ତାଲିକା, କିଏ ପାଇବେ କିଏ ବାଦ ପଡିବେ ଆସନ୍ତୁ ଜାଣିବା !
ରାଜ୍ୟ ମନ୍ତ୍ରିମଣ୍ଡଳରେ ନବକଳେବର । ୨୦ ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । ଓଡ଼ିଶା ଇତିହାସରେ ଏହା ପ୍ରଥମ । ଆଜି ସବୁ ମନ୍ତ୍ରୀଙ୍କ ପାଖକୁ ପ୍ରଥମେ ଫୋନ୍ ଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ପର୍ଯ୍ୟାୟକ୍ରମେ…
ଧରାପଡିଲା ସିବିଆଇର ମିଛ, ମର୍ଡର କେଶକୁ ରଫାଦଫା ପାଇଁ କରିଥିଲା ଷଡଯନ୍ତ୍ର କୋର୍ଟରୁମରେ ଖୋଲିଲା ଗୁମର
ପଟନା -: ମିଛ କହି ଧରା ପଡ଼ିଲା ସିବିଆଇ। ଅପରାଧର ଟିକିନିକି ଓ ନିରପେକ୍ଷ ଯାଞ୍ଚ ପାଇଁ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉଥିବା ବେଳେ ବିହାରର ମୁଜଫରପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିରପେକ୍ଷ ଯାଞ୍ଚ କରିବା…
ବ୍ରଜରାଜନଗର ନିର୍ବାଚନକୁ ନେଇ ଏମିତି କହିଲେ ପ୍ରଦୀପ ପୁରୋହିତ, ଦଳରେ ଆତ୍ମଘାତୀ କାମ ହୋଇଛି
ବ୍ରଜରାଜନଗର -: ବିଜେପି ପାଇଁ କାଳ ସାଜିଛି ବଜେପି । ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡ଼ି ବିଜୟ ଲାଭ କରିବା ପରେ ଏ ନେଇ ନିଜର ମତ ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ ଗଣମାଧ୍ୟମରେ ନିଜର ବୟାନ…
ବ୍ରଜରାଜନଗରରେ ଇଭିଏମ ଟ୍ୟାମ୍ପରିଂଗ କରି ବିଜେଡି ବିଜୟ ଲାଭ କରିଛି !
ଝାରସୁଗୁଡ଼ା -: “ଏହା ଜନାଦେଶ ନୁହେଁ । ଏହା ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି । ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ…
ଓଡ଼ିଶା ହାଇକୋର୍ଟ ବିଚାରପତି ହେଲେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ର
https://t.me/bnslive ( join our telegram now) କଟକ/ଭୁବନେଶ୍ୱର -: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
ବାହା ନ ହୋଇ ମା’ ହେଲେ ଅନୁଷା ଦାଣ୍ଡେକର, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ
ଅନୁଷା ଦାଣ୍ଡେକର ଟିଭି ଆଙ୍କର ତଥା ଭିଡିଓ ଜକି ଭାବେ ବେଶ ଜଣାଶୁଣା। କେବଳ ଏତିକି ନୁହେଁ ଅନୁଷା କରନ କୁନ୍ଦ୍ରାଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ କରନଙ୍କ ସହିତ ଥିବା ସଂପର୍କକୁ ନେଇ ବେଶ୍…
ଜେଲ୍ ଭିତରେ ବାଡେଇ ବାଡେଇ ମାରିଦେଲା ପୋଲିସ
ବ୍ରହ୍ମପୁର -: ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ଆଜି ମୃତ୍ୟୁ ହୋଇଯାଇଛି। ତାଙ୍କ ନାମ ମିଟୁ ବେହେରା। ସେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗତ ୧…
ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ: ବିଧାୟକଙ୍କ ପୁଅ ସମେତ ୫ ଅଭିଯୁକ୍ତ ଚିହ୍ନଟ
ହାଇଦ୍ରାବାଦ -: ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ୩ ଜଣ ଅସଦାଚରଣ କରିବା ସହ ମର୍ସିଡିଜ କାର ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାରେ ଜଣେ ବିଧାୟକଙ୍କ ପୁଅ ଓ ଜଣେ…
ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ, ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ହନୁମାନ
ସମ୍ବଲପୁର -: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର ସହର। ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ କରାଯାଇଛି ନିମନ୍ତ୍ରଣ। ଗୁରୁବାର ଦିନ…
