ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ବରଗଡ଼ ଜିଲ୍ଲା ମେଲ୍ଛାମୁଣ୍ଡା ଥାନା ଅଧୀନ ସାଲେପାଲି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଝିଅର ବାହାଘର ଦିନ ଝିଅର ମା’ଙ୍କୁ କରାଯାଇଛି ବୀଭତ୍ସ ହତ୍ୟା। ବରଯାତ୍ରୀ ଶୋଭାଯାତ୍ରା ବେଳେ ବିବାହ ହେବାକୁ ଥିବା କନ୍ୟାର ମା’ଙ୍କୁ ପିଟିପିଟି ମାରି…
Author: bnsnewsodisha
ସ୍ତ୍ରୀ ଓ ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ରକୁ ନିଆଁ ଲଗାଇ ଜାଳିଦେଲା ସ୍ୱାମୀ !
ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି । ସୂଚନା…
ନିଜ ଜନ୍ମ କଲା ଶିଶୁକୁ ଛାଡି ଫେରାର ବେଳେ ପୋଲିସ ଧରିଲା, ଅର୍ଥଭାବ କି ପଛର କାରଣ ?
କଟକ/କାଳିଆପାଣି -: ପ୍ରଶାସନ ବୁଝାଇବାର ୬ ବର୍ଷ ପରେ ବି ଆଧୁନିକ ଚିକିତ୍ସା ପଦ୍ଧତିକୁ ଭରସୁ ନାହାନ୍ତି ନଗଡ଼ା ଜୁଆଙ୍ଗ। ଗୁହିଆଶାଳର ଜନୈକ ଦମ୍ପତିଙ୍କ ପାଇଁ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ନାକେଦମ୍ ହୋଇଥିବା ଜଣାପଡ଼ିଛି। ଏପରିକି ରୋଗଣା ନବଜାତକ ଶିଶୁକୁ…
କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର ପୋଲଖୋଲ ଅଭିଯାନ
ନୂଆଦିଲ୍ଲୀ -: ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର ପୋଲଖୋଲ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ତାଲକଟୋରା ଷ୍ଟାଡିୟମରେ ବିଜେପିର ଜାତୀୟ ଉପସଭାପତି ତଥା ଦିଲ୍ଲୀ ପ୍ରଦେଶ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।…
ଘରୋଇ ସ୍କୁଲକୁ ନା, ୫୯ଟି ଆବେଦନକୁ ନାକଚ କଲା ଜିଲ୍ଲାସ୍ତରୀୟ କମିଟି
ଭୁବନେଶ୍ବର -: ୨୦୨୩-୨୪ ଶିକ୍ଷାବର୍ଷରେ ଭୁବନେଶ୍ବରରେ ନୂତନ ଘରୋଇ ସ୍କୁଲ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିବା ସଂସ୍ଥାଙ୍କୁ ବଡ଼ ଝଟ୍କା। କୌଣସି ଗୋଟିଏ ବି ବିଦ୍ୟାଳୟକୁ ଅନୁମତି ନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ସ୍ତରରେ ଗଠିତ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ୍…
୪୯ଟି ଆଣ୍ଡ୍ରୋଏଡ ମୋବାଇଲ ଜବତ କଲା କଟକ କମିସନରେଟ୍ ପୋଲିସ, ପ୍ରମାଣ ଦେଇ ଆପଣଙ୍କ ମୋବାଇଲ ନେଇଯାଆନ୍ତୁ
କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ…
ବଦଳିବ ଏୟାର ଇଣ୍ଡିଆର ଭାଗ୍ୟ !
ନୂଆଦିଲ୍ଲୀ -: କିଛି ଦିନର ଅପେକ୍ଷା ପରେ ଶେଷରେ ଟାଟା ସନ୍ସ କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ…
ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ ମାଝୀ
ଜୁନାଗଡ଼ -: ଜନ୍ମରୁ ପିତାମାତା ଙ୍କୁ ହରେଇ ତାଙ୍କର ସ୍ନେହ ବିନା ବଞ୍ଚିତ ହୋଇ ଜୀବନ ସହ ସଂଘର୍ଷ କରି ବଂଚୁଥିଲେ ତିନି ଭାଇ ଭଉଣୀ l ପିତା ମାତା ଙ୍କ ଦେହାନ୍ତ ପରେ ତିନିଜଣଙ୍କୁ ନିଜର ଜେଜେମା ଲାଳନ ପାଳନ…
ଦୁଇ ଭଉଣୀଙ୍କ ମଥାରୁ ସିନ୍ଦୁର ଛଡାଇ ନେଲା ବାଇକ ଦୁର୍ଘଟଣା
କଳାହାଣ୍ଡି (ଜଗୁଲାଲ ମାଝୀ) -: ଥୁଆମୂଳ ରାମପୁର ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ରାମପୁର-ଭବାନୀପାଟଣା ପାଲଜୋର୍ ନିକଟ…
ତାଜ୍ମହଲର ୨୨କୋଠରି ଜନସ୍ବାର୍ଥ ମାମଲା ଘଟଣାରେ ଏଭଳି କହିଲେ ହାଇକୋର୍ଟ
ଲକ୍ଷ୍ନୌ: ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୂପ ନ କରିବା ଲାଗି ଆଜି ଆହ୍ଲାବାଦ ହାଇକୋର୍ଟ ହାଇକୋର୍ଟଙ୍କର ଦୁଇଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଆବେଦନକାରୀ ମାନଙ୍କୁ କହିଛନ୍ତି। ତାଜ୍ମହଲରେ ବନ୍ଦ କରାଯାଇଥିବା ୨୨ଟି କୋଠରି ଖୋଲିବା ଲାଗି ଏକାଧିକ ଜନସ୍ବାର୍ଥ ମାମଲା ଦାଏର…
