ଆପଣଙ୍କ ଘରେ ଗାଇ କିମ୍ବା ମଇଁଷି ପାଳିଛନ୍ତି କି କରିଦିଅନ୍ତୁ ଲାଇସେନ୍ସ , ନହେଲେ ଗଣିବେ ଫାଇନ୍‌

ଜୟପୁର -: ସହରାଞ୍ଜଞ୍ଚଳରେ ଗାଈ ଘରେ ରଖିବା ପାଇଁ ରାଜସ୍ଥାନ ସରକାର ନୂତନ ନିୟମ ପ୍ରଣୟନ କରିଛନ୍ତି । ଆଜିଠାରୁ ରାଜ୍ୟରେ ଗୋପାଳନ ନିୟମ ଲାଗୁ ହୋଇଛି । ନିୟମ ଅନୁଯାୟୀ ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି…

ବଢିଲା ବସ ଭଡା, କିଲୋମିଟର ପିଛା ଯାତ୍ରୀଙ୍କୁ ଦେବାକୁ ପଡିବ ୨ ଟଙ୍କା ୫୩ ପଇସା

ଭୁବନେଶ୍ୱର -: ଡିଜେଲ ଦର ବଢ଼ିବା କାରଣରୁ ରାଜ୍ୟରେ ପୁଣି ଥରେ ଘରୋଇ ବସ୍‌ରେ ଯାତ୍ରୀଭଡ଼ା ବୃଦ୍ଧି ହୋଇଛି । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଡିଲକ୍ସ ଓ ଏସି…

ବିଶ୍ୱ ପାଳୁଛି ବିଶ୍ୱ ଐତିହ୍ୟ ଦିବସ, ଓଡିଶାର ରାଜଧାନୀରେ ଐତିହ୍ୟ ପୁଷ୍କରିଣୀ ଅବହେଳିତ

ଭୁବନେଶ୍ୱର -: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ ହେଉଛି ବିଶ୍ୱ ଐତିହ୍ୟ ଦିବସ । ସଭା ସମିତି ଭାଷଣବାଜିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ହେଲେ ଐହିହ୍ୟସ୍ଥଳ ଓ ଐତିହ୍ୟ ପୁଷ୍କରିଣୀର ସୁରକ୍ଷା ତଥା ସଂରକ୍ଷଣ ଦିଗରେ ସେତେଟା…

ଟାଟାପାୱାରର ଦାଦାଗିରି ଓ ଅନ୍ୟ ସମସ୍ୟା ନେଇ ଏକାଠି ହେଲେ ୧୯ଟି ପଞ୍ଚାୟତର କୃଷକ ସଂଗଠନ କର୍ମକର୍ତ୍ତା

ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-: ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ୧୯ ଟି ଗ୍ରାମ ପଂଚାୟତର କର୍ମକର୍ତ୍ତା ମାନଙ୍କୁ ନେଇ ଭେଲୁଅପଦର ଗ୍ରାମ ସ୍ଥିତ ଆମ୍ବ ତୋଟା ରେ ବ୍ଲକ ସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ସଭାପତି ଶ୍ରୀ ଯୁକ୍ତ…

ବିଜେପୁର ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ : ୧୮ଜଣ ଶିକ୍ଷକ ସମ୍ବର୍ଦ୍ଧିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷକ ଭବନରେ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। କର୍ମମୟ ଜୀବନରୁ ଅବସର ନେଇଥିବା ପ୍ରେମରାଜ ପଧାନ, ଫଗୁ ଲୁହା, ଅଭିରାମ ବାରିକ, ଗଙ୍ଗାଧର ପଧାନ, ସ୍ବାଧୀନ କୁମାର ସାହୁ,…

ତହସିଲଦାରଙ୍କ ମଦ ପ୍ରିତୀ, ଲାଞ୍ଚରେ ବ୍ଲେଣ୍ଡରସ ପ୍ରାଇଡ ବ୍ରାଣ୍ଡର ମଦ ମାଗିବାର ଭିଡିଓ ଭାଇରାଲ

ରାୟପୁର -: ଦାମୀ ମଦ ଦିଅ, ତୁମ କାମ କରିଦେବି । ଜଣେ ଚାଷୀଙ୍କୁ କିଛି ଏଭଳି ଲାଞ୍ଚ ମାଗୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଛତିଶଗଡର ବିଳାସପୁରର ମସ୍ତୁରୀ ତହସିଲ ତହସିଲଦାର ଜଣେ ଚାଷୀଙ୍କଠାରୁ ଲାଞ୍ଚରେ ଦାମୀ…

ନାଗ ମୃତ୍ୟୁର ପ୍ରତିଶୋଧ ପାଇଁ ୭ଥର କଲାଣି ଦଂଶନ …

ନୂଆଦିଲ୍ଲୀ -: ଆପଣ ପ୍ରାୟତଃ ସିନେମାରେ ଦେଖିଥିବେ ଯେ ଯଦି ଜଣେ ବ୍ୟକ୍ତି ନାଗକୁ ମାରିଦିଏ, ତେବେ ନଗୁଣୀ ସେହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଶାନ୍ତିରେ ବସି ରହି ନଥାଏ । ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଜଣେ ବ୍ୟକ୍ତି…

ନିର୍ବାଚନ ସରିଗଲା, ଜନସାଧାରଣଙ୍କ ଦୁଃଖ ବୁଝିବାକୁ କେହି ନାହିଁ …

ପୁରୀ (ମଣ୍ଟୁ ଭୋଇ)- ପୁରୀ ସଦର ବ୍ଲକ ବାଲିପୁଟ ପଞ୍ଚାୟତର ସମସ୍ୟା କହିଲେ ନସରେ । ନିର୍ବାଚନ ଆସିଲା ନେତା ମନ୍ତ୍ରୀଙ୍କ ଲମ୍ବାଲାଇନ ଲାଗିଲା, ଲମ୍ବା ଲମ୍ବା ମିଠା ମିଠା ପ୍ରତିସୃତି ଦେଇ ଭୋଟ ହାତେଇ ନେଲେ । ଗାଦିରେ ବସିପଡିବା…

ଛାତ୍ରଛାତ୍ରୀଙ୍କ ଖରାଛୁଟି ବାତିଲ, ଖରା ଦିନେ ବି ସ୍କୁଲ ଯିବେ ଓ ପାଠ ପଢିବେ

ଭୁବନେଶ୍ୱର -: ଏଥର ମାତ୍ର ୧୦ ଦିନ ଖରାଛୁଟି । ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି…

ମ.ରାମପୁରରେ ପୁଣି ମାଓ ପୋଷ୍ଟର, ଟାର୍ଗେଟରେ ଶ୍ରୀ ଏଜୁକେଶନ ଶିକ୍ଷା ସଂସ୍ଥାନ

କଳାହାଣ୍ଡି(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଲାଲବାହିନୀ ସକ୍ରିୟ ହେବାରେ ଲାଗିଛନ୍ତି । ଗତ କିଛିଦିନ ତଳେ ସାମ୍ବାଦିକ ରୋହିତ ବିଶ୍ୱାଳ ଲ୍ୟାଣ୍ଡ ମାଇନ ବିସ୍ପୋରଣର ଶିକାର ହୋଇଥିଲେ । ଅଳ୍ପ ଦିନର ବ୍ୟବଧାନ ପରେ ପୁଣି ମାଓ ପୋଷ୍ଟର…

error: Content is protected !!