ଭୁବନେଶ୍ୱର -: ଓମ୍ଫେଡ୍ରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍ସ ତଦନ୍ତ ହେବ । ଓମ୍ଫେଡ୍ର କିଛି ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ୩ମାସ ଭିତରେ…
Author: bnsnewsodisha
ଆଇପିଏଲ୍ରେ ପାଣ୍ଡ୍ୟା ସେନାର ପ୍ରଥମ ପରାଜୟ
ମୁମ୍ବାଇ -: ସୋମବାରର ଆଇପିଏଲ୍ରେ ପୂର୍ବ ବିଜେତା ସନ୍ରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍ରେ ନବାଗତ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି । ଉଭୟ ଦଳର ଅଧିନାୟକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ କେନ୍ ୱିଲିୟମସନ୍ (୫୭)ଙ୍କ ଆଗରେ ହାର୍ଦିକ ପାଣ୍ଡ୍ୟା (୫୦)ଙ୍କ…
ମୋ ମୃତ୍ୟୁ ପାଇ ଦାୟୀ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ, ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ଠିକାଦାର
ବାଙ୍ଗାଲୋର -: କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି । ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ…
ଆମେରିକାର ନ୍ୟୁୟର୍କ ସହରରେ ଗୁଳିକାଣ୍ଡ, ୧୩ ଗୁରୁତର
ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହର ବ୍ରୁକଲିନରେ ଆଜି ଏକ ଗୁଳିକାଣ୍ଡ ହୋଇଛି । ଏକ ସବୱେ ଷ୍ଟେସନ ଭିତରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ଅତି କମରେ ୧୩ ଜଣ ବ୍ୟକ୍ତି ଗୁରୁତର ହୋଇଯାଇଛନ୍ତି । ତେବେ ସେମାନଙ୍କ…
ବଡଭାଇର ପରିବାରର ସଫା କରିଦେଲା ସାନଭାଇ, ଗୋଟିଏ ଜୁଇରେ ଭାଇ ଭାଉଜ ପୁତୁରା ଝିଆରୀ
କଟକ -: ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ହୋଇଥିବା ନାରକୀୟ ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାରିବାରିକ କଳହ ହେତୁ ବଡ଼ଭାଇର ପୂରା ପରିବାରକୁ ନିଶ୍ଚିହ୍ନ କରିଦେଇଛି ସାନଭାଇ । କଟକ ଗ୍ରାମାଞ୍ଚଳ ଏସ୍ପି ଯୁଗଳ…
ମମତାଙ୍କୁ କଟାକ୍ଷ କରି ସମାଲୋଚନା କଲେ ନିର୍ଭୟାଙ୍କ ମା’ …
କୋଲକାତା -: ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ…
