ଭୁବନେଶ୍ୱର -: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି…
Author: bnsnewsodisha
ବିଧାନସଭା ଆଗରେ ବିଭତ୍ସ ହତ୍ୟାକାଣ୍ଡ, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର
ଭୁବନେଶ୍ୱର(ପ୍ରଭାତ କୁମାର ମଲ୍ଲିକ) -: ରାଜଧାନୀର ସବୁଠୁ ହାଇସିକ୍ୟୁରିଟି ଅଞ୍ଚଳ ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି । ଉଭୟଙ୍କୁ ଖାରବେଳନଗର ଥାନା ପୁଲିସ ପଚରାଉଚରା ଜାରି ରଖିଥିବା ଜଣାଯାଇଛି…
ତୁମ ସ୍ତ୍ରୀକୁ ରାତିକ ପାଇଁ ପଠାଇଦିଅ କାମ ହେଇଯିବ, ଶକ୍ତି ବିଭାଗର ନୂଆ ଫଣ୍ଡା
ଉତ୍ତରପ୍ରଦେଶ -: ଉତ୍ତରପ୍ରଦେଶ ଶକ୍ତି ବିଭାଗର ଗୋକୁଲ ପ୍ରସାଦ ନାମକ ଜଣେ ୪୫ ବର୍ଷୀୟ ଲାଇନମ୍ୟାନ ଉପରିସ୍ଥ ଅଧିକାରୀଙ୍କ ଅନୈତିକ ଆଦେଶକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଅଭିଯୁକ୍ତ ଜୁନିୟର ଇଂଜିନିୟରଙ୍କ କାର୍ଯ୍ୟାଳୟ ଆଗରେ ନିଜ ଦେହରେ…
ମେଡିକାଲ କଲେଜ ସଂଖ୍ୟା ବଢୁଛି , ରୋଗୀଙ୍କୁ ମିଳୁନି ଚିକିତ୍ସା
ବାଲେଶ୍ୱର -: ସରକାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ଗଢ଼ି ଉଠୁଛି । ତା ପରେବି ଅବ୍ୟବସ୍ଥା ସୁଧୁରୁନି । ସ୍ଥଳ ବିଶେଷରେ…
ଗୋଲାପ ଫୁଲ ଦେଲା ପ୍ରଭାତଙ୍କୁ ପରିଚୟ, ଏବେ ସମସସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ
କେନ୍ଦୁଝର -: ଫୁଲ ଚାଷ କରି ଜଣେ ଚାଷୀ ଲକ୍ଷପତି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେନ୍ଦୁଝର ସଦର ବ୍ଲକ୍ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମର ଭରତ ଚନ୍ଦ୍ର ନାୟକ ଜଣେ ଚାଷୀ ହୋଇଥିବା ବେଳେ ପ୍ରତିବର୍ଷ ପାରମ୍ପରିକ…
କୋମାରେ ଗଣଶିକ୍ଷା ବିିଭାଗ, ଗାଁ ଲୋକେ ଚାନ୍ଦା କରି ନିଯୁକ୍ତି କଲେ ଶିକ୍ଷକ
ଗଞ୍ଜାମ -: ସମଗ୍ରଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ସ୍ମାର୍ଟସ୍କୁଲ୍ ପରିକଳ୍ପନା ଓ ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଚକିତ…
ରାମନବମୀ ଝଣ୍ଡାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା, ପୋଲିସର ଫାଙ୍କା ଗୁଳିଚାଳନା
ଯୋଡ଼ା -: ଯୋଡ଼ା ସହରରେରେ ଆଜି ରାମନବମୀ ଝଣ୍ଡା (ପତାକା)କୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପ୍ରଶାସନ ପକ୍ଷରୁ ସଂଧ୍ୟା ୫ ଘଟିକା ସମୟରୁ ଯୋଡ଼ା ସହରରେ ୧୪୪ଧାରା ଜାରୀ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,…
ଦେଶଦ୍ରୋହ ମାମଲାରୁ ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ଥି, ଆସନ୍ତୁ ଜାଣିବା କୋର୍ଟଙ୍କ ରାୟ କଣ ଥିଲା …
ନୂଆଦିଲ୍ଲୀ -: ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା । ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି…
ଲୋକଙ୍କୁ ଠକୁଛି ସାହାରା, ଅଫିସରେ ତାଲା ପକାଇଲେ ଲୋକେ
ଜଳେଶ୍ୱର -: ଜଣେ ବ୍ୟକ୍ତି ସାହାରାରେ ଟଙ୍କା ଜମା ରଖିଥିଲେ । ଏମ୍.ଆଇ.ଏସ୍ ବା ମନ୍ଥଲି ଇନ୍କମ ସ୍କିମ୍ରେ ସେ ପ୍ରତି ମାସ ସୁଧ ବାବଦ ୧ ହଜାର ଟଙ୍କା ପାଇବା କଥା । ହେଲେ ଉକ୍ତ ଟଙ୍କା ମିଳୁନି ।…
ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ , ଆସନ୍ତୁ ଜାଣିବା ନୂଆ ପ୍ରଧାନମନ୍ତ୍ରୀଙ୍କ ବିଷୟରେ
ଇସଲାମାବାଦ -: ଗତ କିଛି ମାସ ଧରି ପାକିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳର ଆଜି ଅନ୍ତ ଘଟିଛି । ବିରୋଧୀ ଦଳ ଇମ୍ରାନ ସରକାରଙ୍କୁ ହଟାଇ ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇଛନ୍ତି । ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୈାଡ଼ରୁ…
