ଗାଜାରେ ଭୟଙ୍କର ସ୍ଥିତି । ଖାଦ୍ୟ ପାଇଁ ଲୋକେ ଡହଳ ବିକଳ । ସଙ୍କଟରେ ୧୪ହଜାର ପିଲାଙ୍କ ଜୀବନ । ଜାତିସଂଘ କହିଲା, ୪୮ ଘଣ୍ଟାରେ ଖାଦ୍ୟ ନ ମିଳିଲା ଚାଲିଯିବ ପ୍ରାଣ । ଇସ୍ରାଏଲର ଜବାବ, ପଣବନ୍ଦୀଙ୍କ ମୁକ୍ତି ଯାଏଁ…
Author: bnsnewsodisha
୨୫ ୱାକଫ ବୋର୍ଡର ମତାମତ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ତୁଷାର ମେହେଟା
ୱାକଫ ଆଇନରେ ପରିବର୍ତ୍ତନକୁ ନେଇ ଦେଶର ୯୭ ଲକ୍ଷ ଲୋକଙ୍କ ମତ ନିଆଯାଇଛି,ଦୀର୍ଘ ବିଚାର ବିମର୍ଶ ପରେ ବିଲ୍ ପ୍ରସ୍ତୁତ ହୋଇଛି ୱାକଫ ଆଇନରେ ପରିବର୍ତ୍ତନକୁ ନେଇ ଦେଶର ୯୭ ଲକ୍ଷ ଲୋକଙ୍କ ମତ ନିଆଯାଇଛି । ଦେଶର ୨୫ ୱାକଫ…
୧୮୦ରେ ଅଟକିଲା ମୁମ୍ବାଇ: ଦିଲ୍ଲୀ ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍
ମୁମ୍ବାଇ -: ଆଇପିଏଲ ୨୦୨୫ର ୬୩ତମ ମ୍ୟାଚ୍ ଆଜି ବୁଧବାର, ୨୧ ମେ’ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ କୌଣସି ସେମିଫାଇନାଲ ମ୍ୟାଚ୍ ଠାରୁ କମ୍ ନୁହେଁ,…
ଯାଜପୁରରେ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାରଆସନ୍ତା ୨୨ରେ ଯାଜପୁର ସୁକିନ୍ଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣନିବେଶ ହେବ 1 ଲକ୍ଷ 14 ହଜାର କୋଟିସୃଷ୍ଟି ହେବ 34 ହଜାର ନିଯୁକ୍ତି ସୁଯୋଗକେବଳ ଟାଟା…
୪୨ ତମ ପାଣ ସମାଜ ପ୍ରତିଷ୍ଠା ଦିବସ ପାଳିତ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଣ ସମାଜ କଲ୍ୟାଣ ଗୋଛାପଡା ଶାଖା ଅଧିନରେ ଥିବା ବାଲନ୍ଦାପଡା ଠାରେ ପାଣ ସମାଜ କଲ୍ୟାଣ କମିଟିର ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାଶିନିପଦର…
ଉତ୍ତେଜନା ପରେ ଏସିଆ କପକୁ ନେଇ ଚର୍ଚ୍ଚା: ଭାରତ-ପାକିସ୍ତାନ ହେବେ କି ମୁହାଁମୁହିଁ?
ଭାରତ ଭେଟିବ ପଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ଣ୍ଣାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି…
ଦେଶରେ କରୋନା ସଂକ୍ରମଣ ବୃଦ୍ଧି: ୨୫୭ ସକ୍ରିୟ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ସିଙ୍ଗାପୁର ଏବଂ ହଂକଂରେ ଏବେ କରୋନାର ଓମିକ୍ରନ୍ ଉପପ୍ରଜାତି ଜେଏନ୍.୧ର ସବ୍ ଲିନିଏଜ୍ ଏଲ୍ଏଫ୍-୭ ଏବଂ ଏନ୍ବି.୧.୮ ଆତଙ୍କ ଖେଳାଇଛି। ଏହି ସମୟରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ମେ’ ୧୯,…
ଜଙ୍ଗଲରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର, ଅଲୋଡା ହେଲା ନବଜାତ ଶିଶୁ ପୁତ୍ର
ଅଲୋଡା ହେଲା ନବଜାତ ଶିଶୁ ପୁତ୍ର । ଜଙ୍ଗଲ ଭିତରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ଜଣେ ମହିଳା । ଜଙ୍ଗଲକୁ କାଠ ସଙ୍ଗ୍ରହ ପାଇଁ ଯାଇଥିବା ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣିବା ପରେ ଉଦ୍ଧାର କରି…
‘ଭାରତ ଧର୍ମଶାଳା ନୁହେଁ’ – ଶରଣାର୍ଥୀଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ
ଭାରତ ଧର୍ମଶାଳା ନୁହେଁ । ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଦେଇଛନ୍ତି ଏପରି କଡା ଟିପ୍ପଣୀ । ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।ଭାରତ…
