ଲେମଧର ସେବାଶ୍ରମର ବାର୍ଷିକୋତ୍ସବ : ମେଧାବୀ ଛାତ୍ରୀ ପ୍ରୀତି ରଣା ସମ୍ବର୍ଦ୍ଧିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ଲେମଧର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଶିକ୍ଷକ ନଵ କିଶୋର ସାହୁ ମୁଖ୍ୟ ଅତିଥି ଭାବେ…

ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ମଗଡ଼ିଙ୍ଗିଆ କଦାକାମ୍ବା ଗୁଞ୍ଜିଗାଁ ରୁଗୁଡ଼ି ସାହି ପାଙ୍ଗାନାଜୁ ସାହିର ଗ୍ରାମ ବାସୀ ଦାବି

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ ନୂଆଗାଁ ବ୍ଲକର ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ମଗଡ଼ିଙ୍ଗିଆ,କଦାକାମ୍ବା,ଗୁଞ୍ଜିଗାଁ,ବ ରୁଗୁଡ଼ି ସାହି , ପାଙ୍ଗାନାଜୁ , ଗ୍ରାମବାସୀ ଦାବି। ଏହି କ୍ଷେତ୍ରରେ ବଣ୍ଡଗୁଡ଼ା ପଞ୍ଚାୟତ…

ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି କଟାବାଲି କପୁଗୁଡ଼ା ମାହାଗୁଡ଼ା ବରସାହି

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତା ସାଜିଛି ଖାଲଖମା । ଗାଁକୁ ଯିବା ପାଇଁ ସ୍ଥାୟୀ ରାସ୍ତା ଟିଏ ନାହିଁ…

ଚିକେନ୍ ତରକାରୀ ପାଇଁ ପିଟି ପିଟି ସ୍ତ୍ରୀଙ୍କ ଜୀବନ ନେଲା ନୃଶଂସ ସ୍ବାମୀ

ଢେଙ୍କାନାଳ -: ଚିକେନ୍ ତରକାରୀକୁ ନେଇ ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମର ମୁଣ୍ତାସାହିରେ ତୁମୁଳକାଣ୍ଡ ଘଟିଛି। ଚିକେନ୍ ତରକାରୀ କରି ନଥିବାରୁ ସ୍ତ୍ରୀଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି ନୃଶଂସ ସ୍ବାମୀ। ଏଭଳି ଏକ…

ମଗଡ଼ିଙ୍ଗିଆ ଗ୍ରାମରେ ଖେଳ ପଡ଼ିଆ,ନଳକୂପ ଡ୍ରେସିଂ ରୁମ୍ ଓ ଗାର୍ଡୱାଲ୍ର ଉନ୍ନତିକରଣ କେବେ ?

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ଖେଳ ପଡ଼ିଆ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ଦ୍ୱାରା ନିର୍ମାଣ କରାଗଲା କିନ୍ତୁ ବର୍ତ୍ତମାନ ଖେଳ ପଡ଼ିଆର ଅବସ୍ଥା କହିଲେ ନ ସରେ…

ଶାନ୍ତି ଶୃଙ୍ଖଳାରେ ସରିଲା ଫିରିଙ୍ଗିଆ ଏକ ଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚଳିତ ବର୍ଷ ପଞ୍ଚମ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତ୍ବେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ…

ଖଜୁରୀପଡ଼ା ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକକୁ ଅଣଦେଖା ଓ ଅସମ୍ମାନ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଖଜୁରୀପଡା ସଦରମହକୁମା ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକମାନଙ୍କୁ ଅଣଦେଖା ଓ ଅସମ୍ମାନ କରାଯାଇଥିବା ଦେଖି ବାକୁ ମିଳିଛି । ସୂଚନା ପ୍ରକାରେ ଆଜି ଖଜୁରୀପଡ଼ା ପଞ୍ଚାୟତ ସମିତିରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା…

ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ କ ନୂଆଗାଁ ପ୍ରଶାସନ ଭୂଲି ଗଲେ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଗ୍ରାମ ପଞ୍ଚାୟତ ସାରଙ୍ଗଡ଼ ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ ଭୂଲି ଗଲେ। ଏହି କ୍ଷେତ୍ରରେ ସରକାରଙ୍କ ନିର୍ଦ୍ଦେଶରେ ସାରା…

କ୍ରାଣ୍ଡିବାଲି ଉପଶାଖା କୁଇସମାଜର ବାର୍ଷିକ ସାଧାରଣ ଅଧିବେଶନ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଅନ୍ତର୍ଗତ ଗୋଛାପଡା ଶାଖା ନିକଟସ୍ଥ କ୍ରାଣ୍ଡିବାଲି ଉପଶାଖାର ସିଲେରି ଗୁପା ଠାରେ ଦୁଇଦିନ ଧରି ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

ଉଦଯାପିତ ହେଲା କରଣ୍ଡାଗଡ଼ରେ ଚାଲିଥିବା ବିନ୍ଦାସ କପ ଜିଲ୍ଲାସ୍ତରୀୟ ଭଳିବଳ ପ୍ରତିଯୋଗିତା

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳ ଦଣ୍ଡିକିଆ ଠାରେ ଚାଲିଥିବା ବିନ୍ଦାସ କପ ଜିଲ୍ଲା ସ୍ତରୀୟ ଭଳିବଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I କରଣ୍ଡାଗଡ଼ରେ ଥିବା ବିରୁପାକ୍ଷ ଯୁବକ ସଙ୍ଘ ଓ ବିନ୍ଦାସ କ୍ଳବ ର…

error: Content is protected !!