ଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି

ଭୁବନେଶ୍ୱର : ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯୋଗ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି।…

ବିନା ପରିମିସନରେ ଯାତ୍ରା କଲା ଶିବାନୀ ଗଣନାଟ୍ୟ, ପିଲାଙ୍କ ପାଠପଢା ବନ୍ଦ

ବଡମ୍ବା -: କଟକ ଜିଲ୍ଲା ବଡମ୍ବା ବ୍ଲକ କଙ୍କଡାଯୋଡି ଭାଗବତ ସାହୁ ହାଇସ୍କୁଲ ପଡିଆରେ ବିନା ପରିମିସନରେ ଚାଲିଛି ଶିବାନି ଗଣନାଟ୍ୟ । ଏହି ସମୟରେ ସାମ୍ବାଦିକ ପ୍ରଶ୍ନ କରିବାରୁ ର୍ଦୁବ୍ୟବହାରର ଶିକାର ହେଲେ ଦୁଇ ସାମ୍ବାଦିକ । କିଛି ସମୟ…

ଆସିବେ ମୋଦୀ: ସରିଲା କାରକେଡ୍‌ ରିହର୍ସଲ, ସୁରକ୍ଷାବଳୟରେ ପୂରା ଝାରସୁଗୁଡ଼ା

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଯୁବ ସମାବେଶରେ ଯୋଗ ଦେବେ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ସପ୍ତମ ଓଡ଼ିଶା ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଅଛି। ନିଜେ ସମସ୍ତ ପ୍ରସ୍ତୁତିର…

ୟୁପିଆଇ ଟ୍ରାଞ୍ଜାକ୍ସନ ନିୟମରେ ବଡ଼ ପରିବର୍ତ୍ତନ

ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ । ଏବେ ୟୁପିଆଇରେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିହେବ । ଗତ ଅଗଷ୍ଟ ମାସରେ ଜାରି ହୋଇଥିବା ସର୍କୁଲାର ଅନୁସାରେ ଆଜିଠାରୁ ଏହି ନିୟମ ଲାଗୁ ହୋଇଛି । ପୂର୍ବରୁ ୧…

ଅକ୍ଟୋବର ଆସିଲେ ‘ବାତ୍ୟା’ ଛନକା

ଭୁବନେଶ୍ବର: ଅକ୍ଟୋବର ଆସିଲେ ମନରେ ଛନକା ପଶେ। ‘ବାତ୍ୟା’ ଆସି ସବୁ ଛାର୍‌ଖାର୍‌ କରିଦେବ ବୋଲି ଶଙ୍କା ହୁଏ। ତେବେ ପାଣିପାଗ ବିଜ୍ଞାନୀମାନେ ଏନେଇ ଆଶ୍ବସ୍ତ ରହିବାକୁ କହିଛନ୍ତି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ଏବେ ଯାଏଁ ବାତ୍ୟାର…

ରାତ୍ରୀ ଭୋଜନରେ ଭାତ କି ରୁଟି? ବିଶେଷଜ୍ଞ କହିଲେ, କେଉଁଟି ଖାଇବା ଭଲ…

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପ୍ରାୟତଃ ପଚରାଯାଏ ଯେ ରାତ୍ରୀ ଭୋଜନରେ ଭାତ ଖାଇବା ଭଲ କି ରୁଟି? ଉଭୟ ଭାରତୀୟ ଖାଦ୍ୟର ମୁଖ୍ୟ ଖାଦ୍ୟ, କିନ୍ତୁ ଜୀବନଶୈଳୀ, ସ୍ୱାସ୍ଥ୍ୟ ଲକ୍ଷ୍ୟ ଓ ପାଚନ କ୍ଷମତା ଉପରେ ନିର୍ଭର କରି ଶରୀର ଉପରେ ସେମାନଙ୍କର…

ରୁଷ ତୈଳ ବିଶୋଧନାଗାରକୁ ଧ୍ବଂସ କଲା ୟୁକ୍ରେନ

ମସ୍କୋ: ଗତକାଲି ରାତିରେ ୟୁକ୍ରେନ ପକ୍ଷରୁ ରୁଷିଆର ପ୍ରମୁଖ ତୈଳ ବିଶୋଧନାଗାର ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି। ଆକ୍ରମଣ ପରେ ଆକାଶରେ କଳା ଧୂଆଁ ଏବଂ ଉଚ୍ଚ ଅଗ୍ନିଶିଖା ଉଠୁଥିବା ଦେଖାଯାଇଥିଲା। ୟୁକ୍ରେନ ଟାର୍ଗେଟ କରିଥିବା ରିଫାଇନାରୀଟି…

ପୁଅମାନେ ବାଥରୁମରେ ଘଣ୍ଟାଘଣ୍ଟା ଫୋନ ଧରି କାହିଁକି ବସନ୍ତି? ରିସର୍ଚ୍ଚରେ ବଡ଼ ତଥ୍ୟ, ତାଜୁବ ହେବେ ଆପଣ

ପୁଅମାନେ ବାଥରୁମରେ ଘଣ୍ଟାଘଣ୍ଟା ଫୋନ ଧରି କାହିଁକି ବସନ୍ତି? ରିସର୍ଚ୍ଚରେ ବଡ଼ ତଥ୍ୟ, ତାଜୁବ ହେବେ ଆପଣ…ମହିଳାମାନେ ପ୍ରାୟତଃ ଘଣ୍ଟା ଘଣ୍ଟା ଧରି ବାଥରୁମରେ ସମୟ ବିତାନ୍ତି ବୋଲି ଅଭିଯୋଗ ହୁଏ। ସବୁଠାରୁ ସାଧାରଣ ତତ୍ତ୍ୱ ହେଉଛି ଯେ ସେମାନେ ପାଣିକୁ…

ପିତୃପକ୍ଷ ୨୦୨୫ :  କାଉ ବିନା କାହିଁକି ଅଧୁରା ଶ୍ରାଦ୍ଧ ?  ଜାଣନ୍ତୁ ପିତୃପୁରୁଷଙ୍କ ସହ ଏହାର କି ସମ୍ପର୍କ ଅଛି

ହିନ୍ଦୁ ଧର୍ମରେ ପିତୃପକ୍ଷର ବିଶେଷ ମହତ୍ତ୍ୱ ରହିଛି । ଏହି ୧୬ ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ ଏବଂ ପିଣ୍ଡଦାନ କରି ସେମାନଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ । ଏହି ସମୟରେ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମରେ କାଉର ଏକ ଗୁରୁତ୍ୱପୂର୍ଣ୍ଣ…

error: Content is protected !!