ସ୍କୁଲରେ ଶିଶୁକୁ ତିନିଜଣ ନାବାଳକ କଲେ ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲାର ସୀତାରଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଜଣେ ଚାରି ବର୍ଷର ବାଳିକାକୁ ଦୁଷ୍କର୍ମ  କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗତସୋମବାର ଲୌକା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଘଟିଥିବା…

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଅଟୋ ଡ୍ରାଇଭର ଗିରଫ

ଦାରିଙ୍ଗବାଡ଼ି( ରାକେଶ କୁମାର ସାହୁ) -: କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଥିବା ନେଇ ଦାରିଙ୍ଗବାଡ଼ି ଥାନା ପୋଲିସ ଅଭିଯୁକ୍ତ କୁ ଗିରଫ କରି…

ଠିକାଦାରଙ୍କ କବଜାରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ

ଦାରିଙ୍ଗବାଡି(ରାକେଶ କୁମାରସାହୁ) -: ଠିକାଦାର ଙ୍କ କବ୍ଜାରେ ରହିଛି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ । ଠିକାଦାରଙ୍କ ନିୟନ୍ତ୍ରଣରେ ରହିଛି ସବୁ ବିଭାଗ । ଅଧିକାରୀ ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନେ ନାମକୁ ମାତ୍ର । କୌଣସି କାମ ହେଉ…

ଗଣେଷ ଚତୁର୍ଥୀର ଶୁଭ ମୁହୁର୍ତ୍ତରେ କରନ୍ତୁ ପୂଜା, ପାଇବେ ଦ୍ୱିଗୁଣିତ ଫଳ 

ଗଣେଷ ଚତୁର୍ଥୀର ଶୁଭ ମୁହୁର୍ତ୍ତରେ କରନ୍ତୁ ପୂଜା, ପାଇବେ ଦ୍ୱିଗୁଣିତ ଫଳ #ganeshpuja2024 #bnslive

ଆର୍‌ ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: କୋଲକାତା ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଆଜି ସିବିଆଇ ଗିରଫ କରିଛି। ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି।…

“ସୁଭଦ୍ରା” ଯୋଜନା ପାଇଁ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକେ

ସାଧାରଣ ଗରିବ ମହିଳାଙ୍କୁ ଶୋଷଣ କରୁଛି ସୁଭଦ୍ରା ଯୋଜନା । କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠିର ବ୍ୟକ୍ତି ବିଶେଷ ହେଉଛନ୍ତି ମାଲେମାଲ । ଆଧାର କାର୍ଡ ଲିଙ୍କ ପାଈଁ ସବୁ ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଖଚାଖଚ ଭିଡ଼ । ଯିଏ ଲିଙ୍କ…

ନକଲି ସୁନା ଦେଇ ବ୍ୟାଙ୍କକୁ ଠକି ଲୁଟିନେଲେ ୮୪ଲକ୍ଷ : ଫସିଲେ ନିରିହ ଝିଅ

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ସାଜିଲେ ଲୁଟେରା l ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କ କୁ କଲେ ବିଶ୍ୱାସ ଘାତକ ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚlଞ୍ଚଲ୍ୟ…

କୂଳ ଲଂଘୁଛି ବ୍ରାହ୍ମଣୀ, ଚିନ୍ତା ଓ ଭୟରେ ଦିନ କାଟୁଛନ୍ତି ଦିନିଆରୀବାସୀ

ଆଳି -: କେନ୍ଦ୍ରାପଡା ଜିଲ୍ଳା ଆଳି ବ୍ଲକ୍‌ର କୋଳିଢିଆ ପଞ୍ଚାୟତ ଦିନିଆରୀ ଗାଁରେ ଏବେ ଆତଙ୍କ ଖେଳାଇଛି ବ୍ରାହ୍ମଣୀ । ଘର ପାଖକୁ ମାଡିଆସିଲାଣି ନଈ । ଗିଳି ସାରିଲାଣି ୪ଶହ ଏକର ଚାଷ ଜମି । ନଦୀ ପାଇଁ ଏବେ…

ଭିଜିଲାନ୍ସ ହାତରେ କୁତ୍ରା ସିଡିପିଓ : ଧମକାଇ ଅଙ୍ଗନୱାଡି ଦିଦିଙ୍କ ଠାରୁ ନେଉଥିଲେ ଟଙ୍କା

ସୁନ୍ଦରଗଡ଼ -: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡ଼ିଲେ କୁତ୍ରା ସମନ୍ବିତ ଶିଶୁ ବିକାଶ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ। ତେଲିଘଣା ଗୌନ୍ତିଆପଡ଼ାର ଅଙ୍ଗନବାଡ଼ି କର୍ମୀ କଲେଷ୍ଟିକା ଖାଲକୋଙ୍କୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ସୋମବାର ଅପରାହ୍ନରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ସୁଭଦ୍ରା କେମିତି ସହଜରେ କରିବେ ଆପ୍ଲାଏ ଆସନ୍ତୁ ଜାଣିବା

ଭୁବନେଶ୍ୱର -: ଉନ୍ମୋଚିତ ହେଲା”ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଏହି “ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଛି। ପୋର୍ଟାଲ ଲଂଚ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପୋର୍ଟାଲ୍ ଟି www.subhadra.odisha.gov.in ଏହି…

error: Content is protected !!