କଥା ଦେଲେ ସାଂସଦ : ଧର୍ମଗଡ ସହରରେ ଗଡିବ ଟ୍ରେନ୍‌

କଳାହାଣ୍ଡି/ଧର୍ମଗଡ -: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ରେଳଲାଇନ୍‌ ସଂପ୍ରସାରଣ ହେବ। ଏହି ସହର ଠାରୁ ୭କିଲୋମିଟର ମଧ୍ୟରେ ରେଳଷ୍ଟେସନ ପ୍ରତିଷ୍ଠା କରାଯିବ। ଧର୍ମଗଡ଼ ଗସ୍ତକାଳରେ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ ଶନିବାର ଏହା କହିଛନ୍ତି। ସାଂସଦଙ୍କ ଏହି ପ୍ରତିଶ୍ରୁତି ଫଳରେ ସ୍ଥାନୀୟ…

ଚିକିତ୍ସାଳୟକୁ ଚିକିତ୍ସା ହେବପାଇଁ ଯିବାକୁ ଡରୁଛନ୍ତି ରୋଗୀ !!!

କେନ୍ଦୁଝର/ଘଷିପୁରା -: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ । ପ୍ରତିଦିନ ଶହ ଶହ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଏବେ ଏହି ଚିକିତ୍ସାଳୟକୁ ଚିକିତ୍ସା ହେବପାଇଁ ଯିବାକୁ ଡରୁଛନ୍ତି…

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ରହସ୍ୟ : ୧୬ ବର୍ଷ ପରେ ଖୋଲିବ !

କନ୍ଧମାଳ -: କନ୍ଧମାଳରେ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବେନାହିଁ। ବେଦାନ୍ତକେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ଏହି ପଣ ତାଙ୍କ ପ୍ରାଣ ପାଇଁ ହେଲା କାଳ। ହେଲେ ସନାତନ ସଂସ୍କୃତିର ଏହି ମହାନ ରକ୍ଷକଙ୍କ ହତ୍ୟାକାରୀଙ୍କ ଉପରୁ ୧୬ ବର୍ଷ…

ଜନ୍ମାଷ୍ଟମୀରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର,ରାଧାକୃଷ୍ଣ ବେଶରେ ସଜ୍ଜିତ ହେଲେ ଛାତ୍ରଛାତ୍ରୀ

କୋକସରା(ରଞ୍ଜନ କୁମାର ସାହୁ) -: ଜନ୍ମାଷ୍ଟମୀରେ ନନ୍ଦଲାଲା ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଇଁ ଉତ୍ସଵ ମୁଖର ପରିବେଶ। ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସଵ ମୁଖର ହୋଇ ପଡିଛି ଗାଁଠୁ ସହର । କୋକସରା ବ୍ଲକରେ ଥିବା ବିଭିନ୍ନ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ…

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ରେ ଗଣମାଧ୍ୟମକୁ ଅଣଦେଖା

କୋକସରା(ରଞ୍ଜନ କୁମାରସାହୁ) -: ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ର ପ୍ରସାର ପ୍ରଚାର କରିବା ପାଇଁ ବ୍ଲକ ର ସାମ୍ବାଦିକ ଙ୍କୁ ଜଣାଇବା ପାଇଁ ଗାଇଡ଼ ଲାଇନ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ସିସିଟିଭି ଫୁଟେଜ୍‌ ଦେଲା ପୁରା ପ୍ରମାଣ

କୋଲକାତା -: ଗତ କିଛି ଦିନ ହେବ କୋଲକାତାର ଆରଜି କର ମେଡିକାଲ୍‌ ଓ ହସ୍ପିଟାଲ୍‌ର ଟ୍ରେନି ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାକୁ ନେଇ ଏବେ ତଦନ୍ତ ଜୋର୍‌ ଧରିଥିବା…

ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ

ଭାରତୀୟ ଦଳ ୨୦୨୫ ଇଂଲଣ୍ଡ ଗସ୍ତ କରିବ,ଏ ନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ…

ବୋଲେରୋ ଗାଡିକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ମୃତ,ରୋଗୀ ସମେତ ୩ ଗୁରୁତର

କୋକସରା (ରଞ୍ଜନ କୁମାର ସାହୁ) -: ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା ଏକ ବୋଲେରୋ ଗାଡିକୁ ଏକ…

ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ : ୧୦ ମୃତ୍ୟୁ

ତ୍ରିପୁରା/ଅଗରତାଲା -: ତ୍ରିପୁରା ରାଜଧାନୀ ଅଗରତାଲାରେ ଆଜି ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତ ୪୮ ଘଣ୍ଟା ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗି…

୧୮ରେ ନେଲେ, ଆଜି ଫିଙ୍ଗିଦେଲେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳ : ସବୁ ମହଲରେ ନିନ୍ଦା

ପୁରୀ – : ଭକ୍ତଙ୍କ ଭକ୍ତି ଓ ଭାବାବେଗ ସହ ସାଙ୍ଘାତିକ ଖେଳ ଖେଳାଯାଇଛି। ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ। ଲୁଚାଛପାରେ ପୁରୀଠାରୁ ବହୁ ଦୂର ଗୋପ ତହସିଲଠାରୁ ୫ ଶହ ମିଟର ଦୂର ବାୟାକୁଦା ପୋଲ ନିକଟ କେନାଲରେ…

error: Content is protected !!