‘ଡବଲ ଏକ୍ସଏଲ୍’ ଏକ କମେଡି ଫିଲ୍ମ, ଯାହା ଜରିଆରେ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ସହିତ ଏକ ସଚେତନଧର୍ମୀ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି। ଖାସ୍ କରି, ଯେଉଁମାନଙ୍କ ନଜରରେ ଯୁବତୀ ଓ ମହିଳାମାନଙ୍କ ସୁନ୍ଦରତାର ଅର୍ଥ ପତଳା, ସେହି ସମାଜର ଲୋକଙ୍କୁ…
Author: bnsnewsodisha
ମହିଳାଙ୍କୁ ବଳି ଚଢ଼ାଇ ମାଂସ ଖାଇଥିଲେ କେରଳ ଦମ୍ପତି ! ଏମିତି ଖୁଲାସା କଲା ପୋଲିସ
କେରଳରେ ନର ବଳି ମାମଲା ସାମ୍ନାକୁ ଆସିବା ପରେ ଏଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ପୋଲିସ ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ସୂଚନା ମୁତାବକ, ଏଠାରେ ଏକ ଦମ୍ପତି ଗୁଣିଗାରେଡ଼ି କରି ଦୁଇ ମହିଳାଙ୍କୁ ବଳି…
ବନ୍ଦ ଜାତୀୟ ରାଜପଥ ୫୩ : ଆଇନଜୀବୀଙ୍କୁ ଆକ୍ରମଣର ପ୍ରତିବାଦ, କୁମ୍ଭକର୍ଣ୍ଣ ସାଜିଛି ପୋଲିସ
କାମାକ୍ଷାନଗର -: ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।…
ଆଖିପିଛୁଳାକେ ବଡଭଉଣୀ ଆଗରୁ ସାନ ଭଉଣୀଙ୍କୁ ଭିଡିନେଲା କୁମ୍ଭୀର
କେନ୍ଦ୍ରାପଡ଼ା/ରାଜନଗର -: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ…
ଚୈାଦ୍ୱାରରେ ଲକ୍ଷ୍ମୀପୂଜା ଭଷାଣୀ ବେଳେ ଅଘଟଣ, କେନାଲରେ ଭାସିଗଲେ ୩
କଟକ -: ଚୌଦ୍ୱାର ସ୍ଥିତ ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ହୋଇଥିବାର ଖବର ମିଳିଛି। ଗତକାଲି ଲଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ରହିଛି। ପ୍ରଥମେ ଜଣେ ଭାସିଯିବାରୁ ଉଦ୍ଧାର…
ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର
ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ…
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ : ରିମାଣ୍ଡରେ ଆଣିବ କମିସନରେଟ୍, ପୁଲିସ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ
ଭୁବନେଶ୍ବର -: ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ ଏଥିଲାଗି କମିସନରେଟ୍ ପୁଲିସ କୋର୍ଟରେ ଆବେଦନ କରିବ। ଅର୍ଚ୍ଚନା ନାଗଙ୍କୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ।…
ଚିକେନ୍ ଦେକାନରେ ବାର୍ହା ମାଂସ ବିକ୍ରି : ଚଢାଉ କରି ଧରିଲା ବନବିଭାଗ , ଜଣେ ଗିରଫ …
ଢେଙ୍କାନାଳ -: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ଦୁର୍ବଳତାର ସୁଯୋଗ ନେଇ ଶିକାରୀମାନଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁମାନଙ୍କୁ ଶିକାର କରି ଶୀକାରୀମାନେ ଅର୍ଥ ଉପାର୍ଜନ କରୁଛନ୍ତି। କୁକୁଡ଼ା ଦେକାନରେ ବାର୍ହା ମାଂସ ବିକ୍ରି ହେଉଛି। ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ…
ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣା, ମଇଁଷି ମାଲିକଙ୍କ ନାଁରେ ଏତଲା
ଅହମଦାବାଦ : ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣା ପରେ ମଇଁଷି ମାଲିକଙ୍କ ନାଁରେ ଏତଲା । ମୁମ୍ବାଇ ଓ ଗାନ୍ଧୀନଗର ମଧ୍ୟ ଆରମ୍ଭ ହୋଇଥିବା ବନ୍ଦେ ଭାରତ ରେଳ ସେବାକୁ ଖୁବ୍ ସ୍ୱାଗତ କରାଯାଇଥିବା ବେଳେ ଗତକାଲି ସକାଳେ ଅହମଦାବାଦ ଠାରେ ରେଳ…
ରାସ୍ତାରେ ଗଡିବନି ଓଲା,ଉବର ଅଟୋ, ତିନିଦିନ ମଧ୍ୟରେ ହଟାଇବାକୁ ମିଳିଲା ସରକାରଙ୍କ ନିର୍ଦ୍ଦେଶ
ବେଙ୍ଗାଲୁରୁ -: କର୍ଣ୍ଣାଟକ ପରିବହନ ବିଭାଗ କ୍ୟାବ ସେବା ଯୋଗାଉଥିବା ଓଲା, ଉବର ଏବଂ ବାଇକ ଟ୍ୟାକ୍ସି ଏଗ୍ରିଗେଟର ରାପିଡୋକୁ ନୋଟିସ ଜାରି କରିଛି। ବାସ୍ତବରେ, ଅନେକ ଯାତ୍ରୀ ଏହି ପ୍ଲାଟଫର୍ମଗୁଡିକ ଅଧୀନରେ କାର୍ଯ୍ୟ କରୁଥିବା ଅଟୋରିକ୍ସାର ମୂଲ୍ୟ ବୃଦ୍ଧି ନେଇ…
