କଟକ -: ଶିଶୁପାଳଗଡ଼ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ମାସ ଭିତରେ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ), ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ଅଧିକାରୀ, ବିଡିଏ,…
Author: bnsnewsodisha
ବିବସ୍ତ୍ର ହୋଇ ୨କିଲୋମିଟର ଦୈାଡି ଘରେ ପହଞ୍ଚିଲେ ଗଣବଳାତ୍କାର ପଡିତା …
ଗଣଦୁଷ୍କର୍ମ ଓ ଲୁଟ୍ର ଶିକାର ହେବା ପରେ ଜଣେ ୧୫ ବର୍ଷୀୟ ବାଳିକା ବିନା ବସ୍ତ୍ରରେ ଉତ୍ତର ପ୍ରଦେଶର ମୋରାଦାବାଦ-ଠାକୁରଦ୍ବାରା ସଡ଼କରେ ୨ କିଲୋମିଟର୍ ବାଟ ଚାଲି ଚାଲି ଘରେ ପହଞ୍ଚିଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି। ପୀଡ଼ିତାଙ୍କୁ…
ଛିଙ୍କ ଆସିବା ପରେ ଗୁରୁଜନ ମାନଙ୍କ ଆର୍ଶୀବାଦ କାହିଁକି ? ଆସନ୍ତୁ ଜାଣିବା ଏହା ପଛର ଗୁଢ ରହସ୍ୟ
ଆମକୁ ଯେତେବେଳେ ଛିଙ୍କ ଆସିଥାଏ, ସେତିକିବେଳେ ଆମ ପାଖରେ ଥିବା ଗୁରୁଜନ ବା ବନ୍ଧୁସହୋଦରଙ୍କର ଠାରୁ ସାଧାରଣତଃ ଏକ ନିଆରା ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। କେହି ଛିଙ୍କିଲା ମାତ୍ରକେ ସେଠାରେ ଥିବା ଅନ୍ୟମାନଙ୍କ ପାଟିରୁ ସ୍ବତଃପ୍ରବୃତ୍ତ ଭାବେ ‘ବୁଢ଼ାଟିଏ ହୋଇଥାଅ’ ବା…
ହନୁମାନଙ୍କ ପୁଜା କରିବା ବେଳେ ଅଜାଣତରେ ଏଭଳି ଭୁଲ୍ କରନ୍ତୁ, ଶୁଭ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିବ …
ମଙ୍ଗଳବାର ଓ ଶନିବାର ଏହି ଦୁଇଟି ଦିନରେ ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି…
ସାମ୍ବାଦିକଙ୍କୁ ଅତିରିକ୍ତ ଏସ୍ପିଙ୍କ ମାଡ , ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ
ନବରଙ୍ଗପୁର -: ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିରିକ୍ତ ଏସପିଙ୍କ ମାଡ। ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ। ଦିନ ଦିପହରରେ ଜଣେ ମହିଳାଙ୍କୁ ଟଣା ଓଟୋରା କରି ଘରୁ ଉଠାଇ ନିଆଗଲା। ପୁଲିସକୁ ପରିବାର ଖବର ଦେବା ପରେ ମହିଳାଙ୍କୁ ମଇଦଲପୁର…
ମନ୍ଦିରକୁ ଯାଇ ଭ଼ଗବାନଙ୍କୁ ପଚାରିବା ପରେ ଆଜି ବିଜେପିରେ ଯୋଗ ଦେଲୁ, ଭଗବାନ କ’ଣ କହିଲେ ଆସନ୍ତୁ ଜାଣିବା
ଏକ ମନ୍ଦିର, ଚର୍ଚ୍ଚ ଏବଂ ଏକ ମସଜିଦରେ ବିଶ୍ୱସ୍ତତା ପାଇଁ ଶପଥ ନେବାର ସାତ ମାସ ପରେ ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ଆଜି ଦଳ ଛାଡ଼ି ଶାସକ ବିଜେପି ଦଳରେ ଯୋଗ ଦେଇଛନ୍ତି। ଏପରିକି…
ସ୍ୱୟଂ ସହାୟିକା ଗୋଷ୍ଠୀର ମାଛକୁ ଚୋରି କରିନେଲେ ଗ୍ରାମବାସୀ, ଥାନାରେ ମାମଲା
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ରାଜ୍ୟରେ ନେତୃତ୍ୱ ସରକାର ମିଶନ ଶକ୍ତି ଜରିଆରେ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଞ୍ଚାୟତରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟି ଗଠନ କରିଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଟିମାନଙ୍କୁ ଆତ୍ମ ନିର୍ଭରଶୀଳ…
ନାରାୟଣ ବସ୍ତିରେ ହତ୍ୟାକାଣ୍ଡ : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନା ଗିରଫ
ଭୁବନେଶ୍ୱର -: ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ…
ଆଜି ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ
ଭୁବନେଶ୍ୱର-: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ବନକଲାଗି ନୀତି ଆରମ୍ଭ ହେବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ…
ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବି, ଥାନାରେ ଏତଲା ଦେଲା କୁଇକୁଳ ସମାଜ …
କନ୍ଧମାଳ/ଦାରିଙ୍ଗବାଡ଼ି -: ଆଦିବାସୀଙ୍କ ବିଷୟରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏକ ଓଡ଼ିଆ ଟିଭି ଚ୍ୟାନେଲରେ…
