ଗଞ୍ଜାମ -: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଜଳଭଣ୍ଡାର ବାଘଲଟି ଓ ଘୋଡ଼ାହାଡ଼ରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୁ ବନ୍ୟା ଜଳ ଛଡ଼ା ଯାଇଛି। ବାଘଲଟିରୁ ୩ଟି ଗେଟ୍ ଦେଇ ବାହୁଦା ନଦୀକୁ…
Author: bnsnewsodisha
ବିଜେପି ସମର୍ଥିତ ବୋଲି ଶୁଣିଲାନି ପ୍ରଶାସନ, ରାସ୍ତା ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ …
କେନ୍ଦ୍ରାପଡ଼ା -: ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ଗାଁର ରାସ୍ତା ନିର୍ମାଣ ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପେଗରପଡ଼ା ପଂଚାୟତର ଏହି ଦୁଇ ଲୋକ ପ୍ରତିନିଧିଙ୍କର ଏଭଳି କାର୍ଯ୍ୟ ଏବେ…
ଆଜି ଦୁବାଇରେ ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ
କିଏ ହାତେଇବ ଏସିଆ କପ୍ ? ଦୁବାଇରେ ଆଜି ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ପୂରା ଟୁର୍ଣ୍ଣାମେଣ୍ଟର ଭଲ ପ୍ରଦର୍ଶନ କରିଛି ଶ୍ରୀଲଙ୍କା । ସୁପର ୪ରେ ସମସ୍ତ ୩ଟି ଯାକ ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି…
ଚାଟ୍ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଦେଲା …!
ବଡମ୍ବା/ ତିଗିରିଆ –:ଚାଟ୍ରେ ବିଷ ମିଶାଇଥିଲା ବାପା ! ଚାଟ୍ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବଡମ୍ବା ଥାନା ଅଭିମାନପୁର ବୀରବରପୁର ଗାଁରେ ବିଷ ମିଶା ଚାଟ୍ ଖାଇ ଗୋଟିଏ…
ଚୁପ ରହିଲେ ଉପ-ରାଷ୍ଟ୍ରପତି କରିଦେବୁ , ଏଭଳି କହି ବିଜେପିକୁ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ
ନୂଆଦିଲ୍ଲୀ -: ମୋତେ ବି କୁହାଯାଇଥିଲା ଯେ ଚୁପ ରହିଲେ ଉପରାଷ୍ଟ୍ରପତି କରିଦେବୁ। ଏଭଳି କହି ବିଜେପିକୁ ପୁଣି ଥରେ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ୍। ସେ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋ ପାଖକୁ ଅଫର…
ମାଗଣାରେ ଘରକୁ ନିଅନ୍ତୁ ଭୋଡାଫୋନ୍ ଆଇଡିଆର ଭିଆଇପି ନମ୍ବର, ଆପଣାନ୍ତୁ ଏହି ତରିକା
ନୂଆଦିଲ୍ଲୀ -: ଭୋଡାଫୋନ ଆଇଡିଆ(vi) ପ୍ରିପେଡ୍ କିମ୍ବା ପୋଷ୍ଟପେଡ କନେକସନ ବାଲା ୟୁଜର୍ସଙ୍କୁ ଭିଆଇପି ବା ଫ୍ୟାନ୍ସି ନମ୍ବର ଦେଉଛି । ୟୁଜର୍ସ ଚାହିଁଲେ ଏହି ଦୁର୍ଲଭ ନମ୍ବରକୁ ଅତି ସହଜରେ ନେଇପାରିବେ । ଆସନ୍ତୁ ଜାଣିବା କିପରି ପାଇବେ ଏହି ନମ୍ବର…
ଷ୍ଟେସନ ମାଷ୍ଟର ଓ ଗେଟମ୍ୟାନଙ୍କ ପାଇଁ ଅଧାବାଟରେ ଅଟକିଲା ରାଜଧାନୀ ଏକ୍ସପ୍ରେସ …
ଉତ୍ତରପ୍ରଦେଶ -: ଷ୍ଟେସନ ମାଷ୍ଟରଙ୍କ ସହ ଝଗଡା ଯୋଗୁଁ ରାଜଧାନୀ ଏକ୍ସପ୍ରେସ ସହ ୫ଟି ଟ୍ରେନକୁ ବିଳମ୍ବ କରାଇଦେଲେ ରେଳ ଫାଟକର ଗେଟମ୍ୟାନ | ଉତ୍ତରପ୍ରଦେଶର ହରଦୋଇରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ହରଦୋଇ…
ଅଶ୍ୱିନ୍ ମାସ ସେପ୍ଟେମ୍ବର ୧୧ରୁ ଆରମ୍ଭ ହୁଏ, ଜାଣନ୍ତୁ ଦଶହରା, ଜିବିତ ପୁତ୍ରିକା ବ୍ରତ ଓ ଶରଦ ପୂର୍ଣ୍ଣିମା କେବେ ?
ଅଶ୍ୱିନ ମାସ, ହିନ୍ଦୁ କ୍ୟାଲେଣ୍ଡରର ନୂତନ ମାସ, ସେପ୍େଟମ୍ବର ୧୧ ରୁ ରବିବାର ଠାରୁ ଆରମ୍ଭ ହେଉଛି । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମାସରେ ପିଟ୍ରୁ ପାକ୍ ପୂର୍ବପୁରୁଷଙ୍କ ଉପାସନା ପାଇଁ ଉତ୍ସର୍ଗୀକୃତ ।…
ଶେଷରେ ପଛଘୁଞ୍ଚା ଦେଲା ଚୀନ୍, କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା …
ନୂଆଦିଲ୍ଲୀ -: ଭାରତ ଓ ଚୀନ ସେନା ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗ ପରି କେତେକ ବିବାଦୀୟ ଇଲାକାରୁ ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ୧୬ତମ କୋର କମାଣ୍ଡରସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି । ତେବେ ଗତ…
ଭାରତର ଏହି 3 ପୁରାତନ ଖେଳାଳି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିଛନ୍ତି
ନୂଆଦିଲ୍ଲୀ – ଏସିଆ କପ୍ ୨୦୨୨ ର ଉତ୍ସାହ ଶିଖରରେ । ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଖେଳାଳିମାନେ ଏକ ଭିନ୍ନ ଶୈଳୀରେ ଦେଖାଯାଏ । ଶେଷ ଓଭରରେ ବ୍ୟାଟ୍ସମ୍ୟାନ୍ଙ୍କ ଏକ ଭିନ୍ନ ଲୁକ୍ ଦେଖିବାକୁ ମିଳୁଛି । ଯଦି ଦଳକୁ ବଲରେ…
