ରାଉରକେଲା -: ସହରରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଗୋଦାମ ବନ୍ଦ ଅବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି। ସାଢ଼େ ୧୨ ହଜାର ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ମହଜୁଦ କ୍ଷମତା ରହିଥିବା ଗୋଦାମଗୁଡ଼ିକ ଏବେ ଖାଲି ପଡିଛି। ତିନିଟି ଗୋଦାମ…
Author: bnsnewsodisha
ମମତା ବାନାର୍ଜୀ ଚଲାଇଛନ୍ତି ତାଲିବାନୀ ଶାସନ …!
କୋଲ୍କାତା -: ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ରାସ୍ତାଘାଟରେ ଭୀଷଣ ପ୍ରତିବାଦ ପ୍ରଦର୍ଶନ କରୁଥିବା ଛାତ୍ର ଓ ଯୁବ ସଂଗଠନ ପ୍ରତି ଉଦ୍ଦେଶ୍ୟ କରି ‘ବିଜେପି’ ସାଂସଦ ଦିଲୀପ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମମତା…
ୟୁକ୍ରେନୀୟ ମହିଳାଙ୍କ ସହ ଦୁଷ୍କର୍ମ ଭିଡିଓ, ଟୁଇଟ୍ କଲେ ଇଟାଲୀର ପ୍ରଧାନମନ୍ତ୍ରୀ ପ୍ରାର୍ଥିନୀ
ରୋମ୍ -: ଇଟାଲିର କୌଣସି ଗୋଟାଏ ନଗରୀରେ ଜଣେ ପ୍ରବାସବାସୀ ଜଣେ ୟୁକ୍ରେନୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିବାର ଭିଡିଓକୁ ମଙ୍ଗଳବାର ଦିନ ‘ଟୁଇଟର୍’ ହଟାଇ ଦେଇଛି। ଉକ୍ତ ଭିଡିଓକୁ ଇଟାଲୀର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ପ୍ରତିଦ୍ବନ୍ଦ୍ବିତାରେ ଅଗ୍ରଣୀ ଥିବା…
ପ୍ରତି ରବିବାର ଏହି ସବୁକାର୍ଯ୍ୟ ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିବ, ସଫଳତା ଆପଣଙ୍କ ହାତମୁଠାରେ ରହିବ
ଶାସ୍ତ୍ରରେ ଗ୍ରହ ରାଜ ସୂର୍ଯ୍ୟ ଦେବତାଙ୍କୁ ମହତ୍ୱ ଦିଆଯାଇଛି । ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ପ୍ରତିଦିନ ମିଳିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ । ସନାତନ ଧର୍ମରେ ମାନ୍ୟତା ରହିଛି ଯେ ରବିବାର ଦିନ…
ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ, ବଢିଲା ବନ୍ୟା ଆଶଙ୍କା
ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍ ଗେଟ୍ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…
ମେଡିକାଲ ଭିତରେ ଆକ୍ରମଣ, ମା ଆଗରେ ପୁଅକୁ ମାରିଦେଲେ
ବଲାଙ୍ଗୀର -: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।। ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ଆଜି ସକାଳୁ ସକାଳୁ…
ଅଗଷ୍ଟ ୧୩ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ …
ଆଜି ଅଗଷ୍ଟ ୧୩ ତାରିଖ, ଶନିବାର, କର୍କଟ ୨୮ ଦିନ, ଭାଦ୍ରବ କୃଷ୍ଣପକ୍ଷ ଦ୍ୱିତୀୟା ରା.ଘ.୧୨.୫୨ମି., ଶତଭିଷା ନକ୍ଷତ୍ର ରା.ଘ.୧୧.୫୫ମି., କୁମ୍ଭ ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- କୋଶଳ ଯାତ୍ରା, ଝୁଲଣଯାତ୍ରା ଶେଷ ମେଷ- ଆଜି ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ…
ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍, ୧୪ ଜିଲ୍ଲାକୁ ସତର୍କତା ଜାରି
ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…
ଆଜି ନବୀନଙ୍କ ମୟୁରଭଞ୍ଜ ଗସ୍ତ, ରାଜନୈତିକ ମହଲରେ ଚାଲିଛି ଏମିତି ଚର୍ଚ୍ଚା
ଭୁବନେଶ୍ବର -: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର…
ବିଦ୍ୟାଳୟ ଗଠନରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଆଜିର ଶିଶୁ ଭବିଷ୍ୟତର ସୁନାଗରିକ – ସଦାନନ୍ଦ ଦାଶ ମହାରାଜ
ଆଠଗଡ -: ଆଠଗଡ ସହର ସ୍ଥିତ ଅଶୋକନଗରଠାରେ ନୂତନ ଭାବେ ଗଢିଉଠିଥିବା ସ୍ୱାମୀ ବିବେକାନନ୍ଦ ଆଡ଼ଭାନ୍ସ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି l ସ୍କୁଲ ପରିଚାଳନା କମିଟର ସଭାପତି ଅଶୋକ କୁମାର ମହାନ୍ତିଙ୍କ…
