ବାଙ୍କୀ -:ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ବେହୋସ। କଟକ ବାଙ୍କୀ ଥାନା ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଅଭିଯୋଗ। ସପ୍ତମ ଶ୍ରେଣୀର ଛାତ୍ର ଦେବାଶିଷ ବେହେରାଙ୍କୁ କୌଣସି କାରଣରୁ ନିସ୍ତୁକ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ। ସେଠାରେ ଦେବାଶିଷ ଅଚେତ ହୋଇପଡ଼ିଥିଲେ।…
Author: bnsnewsodisha
ଯୁବ ବିଜେପିର ଆଇଡଲ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଯୁବ ବିଜେପିର ଆଇଡଲ,ସମସ୍ତଙ୍କ ସୁଖ ଦୁଃଖ ର ସାଥି କଟକ ଜିଲ୍ଲା ବିଜେପିର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଏବେ ଆଣ୍ଠୁ ରେ ସ୍ନାୟୁ ଜନିତ ସମସ୍ୟା ରେ ପଡି ଚିକିତ୍ସିତ ହେଉଛନ୍ତି…
ଅଗଷ୍ଟ ୮ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଅଗଷ୍ଟ ୮ ତାରିଖ, ସୋମବାର, କର୍କଟ ୨୩ ଦିନ, ଶ୍ରାବଣ ଶୁକ୍ଳ ଏକାଦଶୀ ରା.ଘ.୮.୫୬ମି., ଜ୍ୟେଷ୍ଠା ନକ୍ଷତ୍ର ଦି.ଘ.୩.୦୯ମି., ବିଚ୍ଛା ଚନ୍ଦ୍ର ଦି.ଘ.୩.୦୯ମି. ।ପର୍ବପର୍ବାଣି- ସର୍ବସମ୍ମତ ପୁତ୍ରଦା ଏକାଦଶୀ ମେଷ- ଆଜି ଶାରିରୀକ ସମସ୍ୟାରେ ପୀଡିତ ରହିବେ ପାରିବାରିକ ଜୀବନରେ…
ଖାଲି କ୍ଷୀର ପ୍ୟାକେଟ୍ ଦିଅନ୍ତୁ, ରିହାତିରେ ପେଟ୍ରୋଲ ପାଆନ୍ତୁ : କେତେ ଟଙ୍କା ରିହାତି ମିଳିବ ଆସନ୍ତୁ ଜାଣିବା
ଜୟପୁର -: ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ରାଜସ୍ଥାନର ଭିଲୱାରାର ଏକ ପେଟ୍ରୋଲ ପମ୍ପ ମାଲିକ ନୂତନ ପନ୍ଥା ଆପଣାଇଛନ୍ତି | ସେ ଏକ ଲିଟର ପେଟ୍ରୋଲରେ ଏକ ଟଙ୍କା ଓ ଡିଜେଲରେ ଡିଜେଲରେ ୫୦…
ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ବିପଦ ତିଗିରିଆ ବନାଞ୍ଚଳ, ଫାଇଦା ନେଉଛନ୍ତି ଜଙ୍ଗଲ ମାଫିଆ
ତିଗିରିଆ -: ତିଗିରିଆ ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲ ଏବେ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ବନ ବିଭାଗର ନିଷ୍କ୍ରିୟତାରୁ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ଛକାପଂଝା ଲାଗି ରହୁଥିବା ଅଭିଯୋଗ ହେଉଛି। ବନ୍ୟଜନ୍ତୁଙ୍କ ଆକ୍ରମଣରେ…
ପାଣିରେ ପହଁରୁଛି ମୋ ବସ୍, ଅଳ୍ପକେ ବତ୍ତିଲେ ଯାତ୍ରୀ
ଜଟଣୀ -: ଆଜି ଜଟଣୀ ରେଳ ଭୂତଳ ରାସ୍ତାରେ ଏକ ‘ମୋ ବସ୍’ ବୁଡ଼ିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସ୍ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ, ବସ୍ ଚାଳକ ଓ କଣ୍ଡକ୍ଟର ପହଁରି ପହଁରି ଭୂତଳ ରାସ୍ତାରୁ ଉପରକୁ ଉଠି…
ଅଗଷ୍ଟ ୭ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଅଗଷ୍ଟ ୭ ତାରିଖ, ରବିବାର, କର୍କଟ ୨୨ ଦିନ, ଶ୍ରାବଣ ଶୁକ୍ଳ ଦଶମୀ ରା.ଘ.୧୧.୪୮ମି., ଅନୁରାଧା ନକ୍ଷତ୍ର ସଂ.ଘ.୫.୦୫ମି., ବିଚ୍ଛା ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ । ମେଷ- ଆଜି ପରିବାରେ ଅନ୍ୟମାନଙ୍କ ସହିତ ମନାନ୍ତର…
ମହିଳା କ୍ରିକେଟ ଫାଇନାଲରେ ଭାରତ, ପଦକ ନିଶ୍ଚିତ କଲା ଭାରତ …
ବର୍ମିହାମ -: ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଆଜି ଅନୁଷ୍ଠିତ ସେମିଫାନାଲ ମ୍ୟାଚରେ ଭାରତ ଆୟୋଜକ ଇଂଲଣ୍ଡକୁ ୪ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।…
୧୨ବର୍ଷର ଛାତ୍ର ରିପୋଟିଂ କରି ସ୍କୁଲର ସମସ୍ୟା ବଖାଣିଲେ ସରକାରଙ୍କ ପୋଲ୍ ଖୋଲିଲେ , ଦେଖନ୍ତୁ ଭିଡିଓ
ପରଦା ଉପରକୁ ଆସିଛି ବିହାରର ଶିକ୍ଷା ବ୍ୟବସ୍ଥାର ଅସଲ ସତ୍ୟତା। ଜଣେ କୁନି ସାମ୍ବାଦିକ ସ୍କୁଲର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣଛନ୍ତି । ତେବେ ଏଥିପାଇଁ ସେ ଏକ ନିଆରା ବାଟ ବାଛିଛନ୍ତି । ଭାଇରାଲ୍ ଭିଡିଓ ଝାଡଖଣ୍ଡ ବିଦ୍ୟାଳୟ ଗାଁର…
କାବୁଲରେ ଭୟଙ୍କର ବଷ୍ଫୋରଣ,୮ ମୃତ : ବିସ୍ଫୋରଣ ପାଇଁ ଦାୟୀ ‘ଆଇଏସ୍’
କାବୁଲ -: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଜନଗହଳି ସ୍ଥାନରେ ଉକ୍ତ ବିସ୍ଫୋରଣ ଘଟିଛି…
