ଭୁବନେଶ୍ବର -: ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୩ଦିନ ବିତିଯାଇଥିଲେ ବି ଘଟଣା ଏବେ ବି ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା।…
Author: bnsnewsodisha
ଜୁନ୍ ୨୭ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ: ଅଫିସରେ କାମ ପୂରା କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଘରୋଇ ମାମଲାରେ ଅନ୍ୟମାନଙ୍କ ମତ ନେବାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଉପାୟ ଭାବିବେ। ବୃଷ: ବଡ଼ ମାମଲାର ବୁଝାମଣା କରିବା ଓ ସହଯୋଗ କରିବା ପାଇଁ…
ଜୁନ୍ ୨୬ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ -: ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ…
ଆଜି ରାଇମୋହନଙ୍କ ବିବାହ ବାର୍ଷିକୀ, ତେବେ କାହିଁକି କଲେ ଆତ୍ମହତ୍ୟା ?
ଭୁବନେଶ୍ୱର -: ଓଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା କାହିଁକି ଆତ୍ମହତ୍ୟା କଲେ ? ଏପ୍ରଶ୍ନ ସମସ୍ତଙ୍କ ମୁହଁରେ । ଆଜି ଥିଲା ତାଙ୍କର ବିବାହ ବାର୍ଷିକୀ । ମ୍ୟାରେଜ୍ ଆନିଭର୍ସାରୀର ଦିନେ ପୂର୍ବରୁ ଜୀବନ ହାରିଦେଲେ ରାଇମୋହନ । ବିବାହ ବାର୍ଷିକୀ…
ମାତ୍ର ୫୪୯ ଟଙ୍କାରେ କିଣନ୍ତୁ Nokia 4G ସ୍ମାର୍ଟଫୋନ୍, ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍
ଆପଣ 4G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ଏବେ ମାତ୍ର ୫୪୯ ଟଙ୍କାରେ ଆପଣ କିଣି ପାରିବେ ନୋକିଆ 4G ସ୍ମାର୍ଟଫୋନ୍। ଆଜି ଆମେ ଆପଣଙ୍କୁ ଏପରି ଏକ ଡିଲ୍ ବିଷୟରେ…
ସୁରଙ୍କ ଚାଞ୍ଚଲ୍ୟକର ବୟାନ , ରାଜ୍ୟ ରାଜନୀତିରେ ହଟଚମଟ
ଭୁବନେଶ୍ୱର -: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ସରଗରମ ଜାତୀୟ ରାଜନୀତି । ଆଉ ଏସବୁ ଭିତରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ମୁଁ ସୋନିଆ ଗାନ୍ଧୀଙ୍କୁ…
ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା, ପୁରୁଷବନ୍ଧୁଙ୍କ ସହ ପଶ୍ଚିମବଙ୍ଗରୁ ଠାବ
ଭୁବନେଶ୍ୱର -: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା । ପୁରୁଷବନ୍ଧୁଙ୍କ ସହ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରୁ ଠାବ କରାଯାଇଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଲା ଜିଆରିପି । ବୁଧବାର ଦିନ ସୁଇଟ୍ ଜନଶତାବ୍ଦୀ…
କୃଷକ ମାନଙ୍କ ପାଇଁ ଏ ସରକାର ବୈମାତୃକ କାହିଁକି ? ଚାଷୀ ପାଇପାରୁନି ଧାନ ବିହନ କି ସୂଚନା …
ମାର୍ଶାଘାଇ -: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା…
ଆରୋଗ୍ୟ ଲାଭ କଲେ ମହାପ୍ରଭୁ, ଆଜି ଦ୍ୱାଦଶୀ ତିଥି ଶ୍ରୀଜିଉଙ୍କର ରାଜପ୍ରାସାଦ ବିଜେ ନୀତି
ପୁରୀ -: ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି…
ବିତ୍ତୀୟ ସ୍ଥିତି ବିଗିଡ଼ିବା ଆଶଙ୍କା, ସତର୍କ କରାଇଲା ଅର୍ଥ ମନ୍ତ୍ରାଳୟ
ନୂଆଦିଲ୍ଲୀ -: ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି। କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ…
