କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) ସମସ୍ୟା କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ରେ ଜଳ ସମସ୍ୟା ଦେଖିବାକୁ ମିଳିଛି । ବର୍ତ୍ତମାନ ସାରା ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ସମସ୍ତ ସ୍ଥାନରେ ଜଳ ର ସମସ୍ୟା ଦେଖିବାକୁ ମିଳୁଛି। କିନ୍ତୁ…
Author: Mrutunjaya Digal
ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କ ଆନ୍ତରିକତା ପାଇଁ ଖବର ପ୍ରସାରଣ ର ଛଅ ଘଣ୍ଟା ମଧ୍ୟ୍ୟରେ ଶିଙ୍କୁଳି ପଦର ଗାଁ ରେ ଲାଗିଲା ନୂତନ ଟ୍ରାନ୍ସଫରମର I
କନ୍ଧମାଳ-: (ମୃତ୍ୟୁଞ୍ଜୟ ଦିଗାଲ)ଖବର ପ୍ରସାରଣ ର ଛଅ ଘଣ୍ଟା ନପୂରୁଣୁ ସାତଦିନ ଧରି ଅନ୍ଧାରରେ ଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିଙ୍କୁଳି ପଦର ଗାଁ ରେ ଲଗାଯାଇଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର I ଯାହା…
ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା,ଘର ପାଇବାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ ।
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସରକାର ଗରିବ, ଖଟିଖିଆ, ଦିନ ମଜୁରିଆ ଓ ଅସହାୟ ପରିବାର ମାନଙ୍କ ମୁଣ୍ଡ ପାଇଁ ଛାତ ଖଣ୍ଡେ ଖଣ୍ଡେ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି । ହେଲେ ଏହି ଯୋଜନାରେ ବି ବାଟ…
ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର, ୭ ଦିନ ହେଲା ଅନ୍ଧାରରେ ଶିଙ୍କୁଳି ପଦର
କନ୍ଧମାଳ -: (ମୃତ୍ୟୁଞ୍ଜୟ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଟେଲା ପାଲି ଗ୍ରାମ ଶିଙ୍କୁଳିପଦର ଗାଁରେ ଲଗାଣ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଛି। ଫଳରେ ଗ୍ରାମବାସୀ ଅନ୍ଧାରରେ ୭ ଦିନ ହେଲା…
କନ୍ଧମାଳ ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ ପୁଣ୍ୟ ଶୁକ୍ରବାର ପାଳିତ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଗ୍ରାମ ପଞ୍ଚାୟତ ପବିଙ୍ଗିଆ ଗ୍ରାମସ୍ଥିତ କ୍ୟାଥଳିକ ଚର୍ଚ୍ଚରେ ପୁଣ୍ୟ ଶୁକ୍ରବାର ପର୍ବ ବେସ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଜଗତର ତ୍ରାଣକର୍ତା ଏକ ମାତ୍ର ଈଶ୍ୱର…
ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ,ନାଳ ପାଣି ହିଁ ଭରଷା।
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ)-: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଲାଟିଗୁପା ଗାଁ ଅନ୍ତର୍ଗତ , ପାର୍କାଡି ଗ୍ରାମ ବାସୀ ନାଳ ପାଣି ହିଁ ଭରଷା। ଏହି ଦିଗରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ…
ହନୁମାନ ମନ୍ଦିର ପ୍ରତିଷ୍ଠାରେ କଳସୀ ଯାତ୍ରା
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ସଦରମହକୁମା ସ୍ଥିତି ସୁରା ଦେଇ ଛକ ନିକଟରେ ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଖଜୁରୀପଡା ନିକଟସ୍ଥ ସୁରା ଦେଇ ଛକ ଠାରେ ବିଭୂତି…
କାଳବୈଶାଖୀରେ ଛିଣ୍ଡିକି ପଡିଛି ବିଦ୍ୟୁତ ତାର, ୪ ଦିନ ଧରି ଅନ୍ଧାରରେ ଶାଶିପଦର ରାଜେନିପ୍ଡିଆ ଗାଁ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଗତ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଜାଗାରେ କାଳ ବୈଶାଖୀ ତାଣ୍ଡବ ରଚିଛି I କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି ତ ଆଉ କେଉଁଠି ଗଛପଡି ରାସ୍ତା ଅବରୋଧ ହୋଇଯାଉଛି I ଆଉ କେଉଁଠି…
କନ୍ଧମାଳ ଜିଲ୍ଲା ଉପାନ୍ତ ଅଂଚଳ ରେ ଧାଇ ମା ସାଜିଛନ୍ତି ମଧୁସ୍ମିତା
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦୁର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବ କୁ ସୁନିଶ୍ଚିତ କରାଯିବ । ଏହା ଦ୍ୱାରା ମାଆ ଓ ଶିଶୁ ସୁସ୍ଥ ରହିବେ । ଯାହାକି ଜିଲ୍ଲା ରେ ମାତୃ ଓ ଶିଶୁ ମୃତ୍ୟୁ ହାର କୁ କମାଇବ ।ଏହି ପରିପ୍ରେକ୍ଷିରେ…
ରେଡିଓ ସ୍ୱାତୀ ର କୁଇ ଭାଷାରେ ଶୈକ୍ଷିକ ନିପୁଣ ଓଡିଶା
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ପରିଚାଳିତ ଗୋଷ୍ଠି ବେତାର କେନ୍ଦ୍ର “ରେଡିଓ ସ୍ୱାତୀ” ପକ୍ଷରୁ କୁଇ ଭାଷାରେ ଶିକ୍ଷା ଭିତିକ କାର୍ଯ୍ୟକ୍ରମ “ନିପୁଣ ଓଡିଶା” ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର, ୟୁନିସେଫ୍,…