ମୁମ୍ବାଇ -: ଆଇପିଏଲ ୨୦୨୫ର ୬୩ତମ ମ୍ୟାଚ୍ ଆଜି ବୁଧବାର, ୨୧ ମେ’ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ କୌଣସି ସେମିଫାଇନାଲ ମ୍ୟାଚ୍ ଠାରୁ କମ୍ ନୁହେଁ,…
Category: ଖେଳଖବର
ଉତ୍ତେଜନା ପରେ ଏସିଆ କପକୁ ନେଇ ଚର୍ଚ୍ଚା: ଭାରତ-ପାକିସ୍ତାନ ହେବେ କି ମୁହାଁମୁହିଁ?
ଭାରତ ଭେଟିବ ପଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ଣ୍ଣାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି…
ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା
ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି । ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ ୨୦୨୫ ପୁରୁଷ ଜାଭେଲିନ ପ୍ରତି୍ଯୋଗିତାରେ ୯୦ ମିଟର ଭାଲା ଫିଙ୍ଗି ଇତିହାସ ରଚିଛନ୍ତି…
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଆରମ୍ଭ ହେବ IPL !
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ଆରମ୍ଭ ହେବ IPL । ଅସ୍ତ୍ରବିରତି ପାଇଁ ଦୁଇ ଦେଶ ସହମତି ହୋଇଥିବାବେଳେ ଖୁବଶୀଘ୍ର IPL ଆରମ୍ଭ ହେବା ନେଇ ବିଭିନ୍ନ ସୁତ୍ରରୁ ସୂଚନା ମିଳିଛି । ଭାରତ ପାକିସ୍ତାନ ମଧ୍ୟରେ…
ଖଣ୍ଡପଡ଼ା କୁ ହରାଇ ସେମି ଫାଇନାଲ ରେ ସରଦ୍ଧାପୂର ଟିମ ସ ସ ଏ |
ଅନ୍ଧାରୁଆ ପଡ଼ିଆରେ ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) – ବାଙ୍କୀବ୍ଲକ ଅନ୍ତର୍ଗତ ଗୋଳାଗଣ୍ଡ ପଞ୍ଚାୟତ ଅନ୍ଧାରୁଆ ଗ୍ରାମ ନିକଟ ପଡ଼ିଆ ଠାରେ ସାଧାରଣ ତନ୍ତ୍ର ଦିବସ ଅବସରରେ ପ୍ରଥମ ଥରପାଇଁ ଫୁଟବଲ ଟୁର୍ନାମେଣ୍ଟ ର ଆୟୋଜନ…
ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ
ଭାରତୀୟ ଦଳ ୨୦୨୫ ଇଂଲଣ୍ଡ ଗସ୍ତ କରିବ,ଏ ନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ…
ପ୍ରଥମ କିରଣ ସ୍ମାରକୀ କ୍ରିକେଟ, ଆଠଗଡକୁ ହରାଇ ଢେଙ୍କାନାଳ ସେମିଫାଇନାଲରେ …
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତ ସ୍ଥିତ ଚବକା କ୍ରିକେଟ ପଡ଼ିଆ ରେ ସୋମପଡା ର ପୂର୍ବତନ ଖେଳାଳୀ ଙ୍କୁ ନେଇ ଗଠିତ ଏଲଏସସିଏ କ୍ଳବ ର ସଦସ୍ୟ ଙ୍କ ଦ୍ଵାରା ଗଠିତ ଲିଟିଲ ଷ୍ଟାର କ୍ରିକେଟ ଆସୋସିଏସନ…
ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, କୁମାରପୁରକୁ ହରାଇ ଖୋର୍ଦ୍ଧା ସେମିଫାଇନାଲରେ
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତ ସ୍ଥିତ ଚବକା କ୍ରିକେଟ ପଡ଼ିଆରେ ଆଜି ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଉଦଘାଟିତ ହୋଇଯାଇଛି। ସୋମପଡାର ପୂର୍ବତନ ଖେଳାଳୀଙ୍କୁ ନେଇ ଗଠିତ ଏଲଏସସିଏ କ୍ଳବର ସଦସ୍ୟଙ୍କ ଦ୍ଵାରା ଗଠିତ ଲିଟିଲ ଷ୍ଟାର…
ଗଦାଧରପୁର କପ କ୍ରିକେଟ, ଜୋରନ୍ଦାକୁ ହରାଇ କୁମାରବସ୍ତ ଫାଇନାଲରେ
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ରେ ମା ଭବାନୀ ସ୍ପୋର୍ଟସ ଆନୁକୂଲ୍ୟରେ ଚାଲିଥିବା ୩୨ ତମ ଗଦାଧରପୁର କପ କ୍ରିକେଟ ଟୁର୍ଣ୍ଣାମେଂଟ ର ଆଜିର ଅନ୍ତିମ ସେମିଫାଇନାଲ ମ୍ୟାଚରେ ଜୋରନ୍ଦା କ୍ରିକେଟ…
