ମହିଳା ବିଶ୍ୱକପ୍ ହକିରେ ଭାରତ-ଚୀନ୍ ମ୍ୟାଚ୍ ଡ୍ର । ଗ୍ରୁପ୍ ବିରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଟିମ୍ ୧-୧ ପଏଣ୍ଟ ହାସଲ କରିଛନ୍ତି । ଦ୍ୱିତୀୟ କ୍ୱାର୍ଟରରେ ଚୀନ୍ ଗୋଲ୍ କରି ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ତୃତୀୟ…
Category: ଖେଳଖବର
ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ବିଜୟୀ, ୨-୦ରେ ସିରିଜ୍ ଜିତିଲା ଭାରତ
ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତିବା ସହ ସିରିଜ୍ କବ୍ଜା କଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ଆୟର୍ଲାଣ୍ଡକୁ ୪ ଓ୍ୱିକେଟ୍ରେ ପରାସ୍ତ କରିଛି । ଏଥିସହ ଦୁଇ ଟିକିଆ ସିରିଜ୍କୁ ୨-୦ରେ ଜିତି ନେଇଛି ମେନ୍ ଇନ୍…
ବାରବାଟିରେ ସିରିଜ୍ ଜିତିବା ନେଇ କ’ଣ କହିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଆସନ୍ତୁ ଜାଣିବା
କଟକ -: ଗତ ମ୍ୟାଚ୍ରେ ଆମ୍ ବୋଲିଂ ୟୁନିଟ୍ ଭଲ କରିପାରିନଥିଲା । କିନ୍ତୁ ଆସନ୍ତାକାଲିର ମ୍ୟାଚ୍ରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ । ବ୍ୟାଟ୍ସମ୍ୟାନ୍ ମଧ୍ୟ ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିବେ ଏବଂ ଆମେ ମ୍ୟାଚ୍କୁ ବ୍ୟାକ୍ କରିବୁ…
ମିତାଲି ରାଜ୍ ନେଲେ ସନ୍ନ୍ୟାସ, ଅନ୍ତର୍ଜାତୀୟ କ୍ରିକେଟକୁ କହିଲେ ଅଲ୍ବିଦା : ଅଧୁରା ରହିଗଲା ଏହି ବଡ଼ ସ୍ବପ୍ନ
ନୂଆଦିଲ୍ଲୀ -: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ। ବୁଧବାର ୩୯ବର୍ଷ ବୟସରେ ସେ…
ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ର ଫାଇନାଲ ମ୍ୟାଚ୍, ଜାଣନ୍ତୁ କ’ଣ ରହିଛି ଖାସ୍
ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ର ଫାଇନାଲ ମ୍ୟାଚ୍। ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟର ଅହମଦାବାଦରେ ଥିବା ଏହି ବଡ ଷ୍ଟାଡିୟମକୁ ୨୦୨୦, ୨୪ ଫେବୃଆରୀ ଉଦ୍ଘାଟନ କରାଯାଥିଲା। ଏହା…
ଆଇପିଏଲ୍ରେ ପାଣ୍ଡ୍ୟା ସେନାର ପ୍ରଥମ ପରାଜୟ
ମୁମ୍ବାଇ -: ସୋମବାରର ଆଇପିଏଲ୍ରେ ପୂର୍ବ ବିଜେତା ସନ୍ରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍ରେ ନବାଗତ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି । ଉଭୟ ଦଳର ଅଧିନାୟକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ କେନ୍ ୱିଲିୟମସନ୍ (୫୭)ଙ୍କ ଆଗରେ ହାର୍ଦିକ ପାଣ୍ଡ୍ୟା (୫୦)ଙ୍କ…
ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ, ହରିୟାଣାକୁ କରିବ ମୁକାବିଲା
ନୂଆଦିଲ୍ଲୀ -: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଦମ୍ଦାର ପ୍ରଦର୍ଶନ କରିଛି । ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆକୁ ପରାସ୍ତ କରି…
ରାଜ୍ୟସ୍ତରୀୟ ଜୁନିଅର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦଯାପିତ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଜୟଦୁର୍ଗା ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ୨୭ ତମ ରାଜ୍ୟସ୍ତରୀୟ ଜୁନିଅର ବାଳକ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ହ୍ୟାଣ୍ଡବଲ୍ ଆଡ଼ହକ୍ କମିଟି…
