ବେଆଇନ୍ ମାଙ୍କଡା ପଥର ଚାଲାଣ ଉପରେ ସରକାରଙ୍କ ଲଗାମ ନାହିଁ

କଟକ –: କଟକ ଜିଲ୍ଲ ଅନ୍ତର୍ଗତ ତିଗିରିଆ, ବଡମ୍ବା , ବାଙ୍କି ବୈଦେଶ୍ୱରକୁ ଢେଙ୍କାନାଳର ମାଙ୍କଡା ପଥର ବୋଝେଇ ଟ୍ରକ ମାନ ଆସୁଛି ହେଲେ ଏହା ଉପରେ ରୋକ ଲାଗି ପାରୁନାହିଁ । ଏହି ଟ୍ରକ ଡ୍ରାଇଭର ନିଜକୁ ରାଜା ବୋଲି…

୧୦ ଜିଲ୍ଲାରେ ବୁଲିବ ବାଲିଯାତ୍ରାର ପ୍ରଜ୍ଞାପନ ମେଢ଼, ସଚେତନ କରିବା ସହ ଦେବ ନିମନ୍ତ୍ରଣ

କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଣ୍ଟା ଚାଲିଛି ନମନ୍ତ୍ରଣ ପତ୍ର । ବାଲିଯାତ୍ରା ନେଇ ଲୋକଙ୍କୁ ସଚେତନ କରାଇବା ସହ ନିମନ୍ତ୍ରଣ କରିବାକୁ ବାହାରିଛି ସ୍ଵତନ୍ତ୍ର ରଥ ତଥା ପ୍ରଜ୍ଞାପନ ମେଢ଼ । ପତାକା…

ବିନା ପରିମିସନରେ ଯାତ୍ରା କଲା ଶିବାନୀ ଗଣନାଟ୍ୟ, ପିଲାଙ୍କ ପାଠପଢା ବନ୍ଦ

ବଡମ୍ବା -: କଟକ ଜିଲ୍ଲା ବଡମ୍ବା ବ୍ଲକ କଙ୍କଡାଯୋଡି ଭାଗବତ ସାହୁ ହାଇସ୍କୁଲ ପଡିଆରେ ବିନା ପରିମିସନରେ ଚାଲିଛି ଶିବାନି ଗଣନାଟ୍ୟ । ଏହି ସମୟରେ ସାମ୍ବାଦିକ ପ୍ରଶ୍ନ କରିବାରୁ ର୍ଦୁବ୍ୟବହାରର ଶିକାର ହେଲେ ଦୁଇ ସାମ୍ବାଦିକ । କିଛି ସମୟ…

କଟକର ଦଶହରା: ଏଥର ୧୭୬ଟି ମେଢ଼

ଭୁବନେଶ୍ବର -: ଚଳିତ ଆଶ୍ବିନ କୃଷ୍ଣପକ୍ଷ ଅବସରରେ ଆସନ୍ତା ୨୨ ତାରିଖ ଠାରୁ ମା’ଙ୍କ ପୀଠରେ ଶାରୀଦୟ ନବରାତ୍ରୀ ଆରମ୍ଭ ହେଉଛି। ରାଜ୍ୟର ବିଭିନ୍ନ ଦେବୀପୀଠରେ ଏହି ଶାରଦୀୟ ଦୁର୍ଗାପୂଜାର ଆୟୋଜନ ହେବ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କୁ…

ଆନ୍ଧ୍ରପ୍ରଦେଶକୁ ଛୁ ମାରିଲା ଗ୍ୟାଙ୍ଗଷ୍ଟର୍‌ ସକିଲ୍! ଶ୍ବଶୁର ଘରେ ମୋବାଇଲ୍ ଛାଡ଼ି ଫେରାର୍

କଟକ -: ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲ୍‌ ପୁଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି। କେଶରପୁର ବଡ଼ି ମସଜିଦ୍ ନିକଟରେ ଥିବା ଶ୍ବଶୁର ଘରେ ନିଜ ମୋବାଇଲ୍ ଫୋନ୍ ଛାଡ଼ି ଫେରାର ହୋଇଯାଇଛି। ସେ ଆନ୍ଧ୍ରପ୍ରଦେଶ ଖସିଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ…

ବଡମ୍ବାରେ କିରୋସିନି ଢାଳି ନିଜକୁ ଜାଳିଦେଲା କଲେଜ ଛାତ୍ରୀ ମନିଷା

ବଡ଼ମ୍ବା –: କିରୋସିନ ଢାଳି ନିଜକୁ ଜାଳିଦେଲା ବଡମ୍ବାର ମନିଷା ସ୍ୱାଇଁ l କାନ୍ଦି କାନ୍ଦି ରାସ୍ତାରେ ଗଡିଯାଉଛି ମା, ଜଳିଲା ବଡମ୍ବା … l ନ୍ୟାୟ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ବସିଲେ ପରିବାର …l ସତରେ ନାରୀ…

ବନ ମହୋଉତ୍ସବ ସପ୍ତାହ ଓ ୨୦୨୫ ସବୁଜବନାନୀ ସମ୍ମାନ ପ୍ରଦାନ ଅନୁଷ୍ଠିତ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) -: ସୂଚନା ମୁତ୍ତାବକ, ବାଙ୍କୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦ ଅନୁକୂଲ୍ୟରେ ବନ ମହୋଉତ୍ସବ ସପ୍ତାହ ପାଳନ ଅବସରରେ ଆଜିବାଙ୍କୀ ସ୍ଵଂୟଶାସିତ ମହାବିଦ୍ୟାଳୟ ନୂତନ ଦୃଶ୍ୟଶ୍ରାବ ଗୃହଠାରେ ସବୁଜ ବନାନୀସଂମ୍ମାନ ୨୦୨୫ ପ୍ରଦାନ ଅନୁଷ୍ଠିତ ହୋଇଯାଇଛି |…

ବିଜେପି-ବିଜେଡି ମୁହାଁମୁହିଁ: ଆଠଗଡ଼ ବ୍ଲକ୍‌ ଅଫିସ ପାଲଟିଲା ରଣକ୍ଷେତ୍ର

ଆଠଗଡ -: ଆଠଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ ଆଜି ରଣକ୍ଷେତ୍ର ପାଲଟିଛି। ବିଜେପି, ବିଜେଡି କର୍ମୀ ପରସ୍ପରକୁ ଢେଲାପଥର ମାଡ଼ କରିଛନ୍ତି। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜି, ଠେଲାପେଲାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉଭୟପକ୍ଷଙ୍କୁ ଶାନ୍ତ…

ଇଶାନେଶ୍ବର ୟୁଥ କ୍ଳବ ପକ୍ଷରୁ ରଜ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତ ସ୍ଥିତ ଗୋପୀନାଥପୁର ଶାସନ ଗ୍ରାମର ଯୁବଗୋଷ୍ଠୀ ଙ୍କୁ ନେଇ ଗଠିତ ଇଶାନେଶ୍ବର ୟୁଥ କ୍ଳବ ପକ୍ଷରୁ ତୃତୀୟ ରଜ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କ୍ଳବ ର ସଭାପତି ସତ୍ୟସୁନ୍ଦର ମିଶ୍ର ଙ୍କ…

ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ,କପିଳେଶ୍ୱର ରକଷ୍ଟାର ଓ ବଜରଙ୍ଗି ଷ୍ଟାର ବିଜୟୀ

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଚାଲିଥିବା ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ ର ଆଜି ଅନୁଷ୍ଠିତ ଦୁଇଟି ଲିଗ ମ୍ୟାଚ କପିଳେଶ୍ୱର ରକଷ୍ଟାର ଜୟ ଶ୍ରୀରାମ ଦଳକୁ…

error: Content is protected !!