ଆଠଗଡ଼/କଟକ – : ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର ଏହି ଉପଲକ୍ଷେ ମାନସିକଧାରୀ କାଉଡ଼ିଆ ମାନେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଜଳଲାଗି କରିବା ପାଇଁ କାଉଡ଼ିଆ ମାନେ ଆସିଥାନ୍ତି।ତେବେ ଅନୁଗୁଳ ଅଞ୍ଚଳର ୧୦ ଜଣ କାଉଡ଼ିଆ…
Category: କଟକ
ସାଲେପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଆଜି ସାଲେପୁର କଟକ ଚାନ୍ଦବାଲି ରାସ୍ତା କଳାଗ୍ନୀ ଛକ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ମୁତାବକ କଟକ ଆଡୁ ପଟାମୁଣ୍ଡାଇ ଅଭିମୁଖେ ଏକ ମଟାଟୋ ଗାଡିରେ କିଛି ଯାତ୍ରୀ ଆସୁଥିବା ସମୟରେ…
ଆଠଗଡ ବିଜେପି ଯୁବ ମୋର୍ଚ୍ଚା ତରଫରୁ କଂଗ୍ରେସ ନେତା ଅଧିରଞ୍ଜନଙ୍କ କୁଶପୁତ୍ତଳିକା ଦାହ
ଆଠଗଡ – ଭାରତୀୟ ଜନତା ଯୁବମୋର୍ଚ୍ଚା ଆଠଗଡ ତରଫରୁ ବାଉଁଶଦଣ୍ଡା ଛକରେ କଂଗ୍ରେସ ନେତା ଅଧିରଞ୍ଜନ ଚୌଧୁରୀ ମହାମହୀମ୍ ରାଷ୍ଟ୍ରପତିଙ୍କୁ ଦେଇଥିବା ଅଶାଳୀନ ମନ୍ତବ୍ୟ ରାଷ୍ଟ୍ରପତ୍ନୀ ସମ୍ବୋଧନକୁ ନେଇ ନିନ୍ଦା କରାଯାଇଛି । ଯୁବମୋର୍ଚ୍ଚା ତରଫରୁ ବାଉଁଶଦଣ୍ଡା ଛକରେ ଅଧିରଞ୍ଜନ ଚୌଧୁରୀ…
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଉତ୍ସବ
କଟକ -: ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନ କଟକ ସଦର ୪୨ ମୌଜା ପଟଣା ଠାରେ ଅନୁଷ୍ଠାନର ସଭାପତି ଇ°.ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ୱରେ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସ, ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ଦାଶ ଓ…
ରୋଜିଙ୍କ ପାଇଁ ନୂଆ ଜୀବନ ପାଇଲେ ମହିଳା ଓ ଶିଶୁ
ସାଲେପୁର (ଶିଶୁ କୃଷ୍ନ ନନ୍ଦ)- : ଆଜି ବି ଦୁନିଆରେ ବଞ୍ଚି ରହିଛି ମଣିଷପଣିଆ । ହଁ ଆଜ୍ଞା ଏକଥା ଆମେ କହୁନାହୁଁ କହୁଛି ଏହି ଦୃଶ୍ୟ ।ଆଜି କଟକ ଆରପିଏଫର ଜବାନଙ୍କ ପାଇଁ ବଞ୍ଚିଯାଇଛି ଗୋଟେ ମୂଲ୍ୟବାନ ମାଆର ଜୀବନ ଓ…
ଜିଏସଟି ପ୍ରତ୍ୟାହାର ଦାବିରେ ସିପିଆଇ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ
ସାଲେପୁର (ଶିଶୁ କୃଷ୍ନ ନନ୍ଦ)- : ଆଜି ଜିଏସଟି ପ୍ରତ୍ୟାହାର ଦାବିରେ କଟକ ସାଲେପୁର ତହସିଲ ଅଫିସ ସମ୍ମୁଖରେ ସିପିଆଇ ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଟକ ଜିଲ୍ଲା ସଖା ଆନୁକୂଲ୍ୟରେ…
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଠଗଡରେ କଂଗ୍ରେସର ବିକ୍ଷୋଭ
ଆଠଗଡ -: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୁଚିକା ପରିବାରକୁ ନ୍ୟାୟଦେବା ସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ରେ ଚାଲିଥିବା…
୭୫ବର୍ଷ ତଳେ ଆଜିର ଦିନରେ ଉଦଘାଟିତ ହୋଇଥିଲା ଓଡିଶା ହାଇକୋର୍ଟ …
କଟକ -: ୧୯୪୮, ଜୁଲାଇ ୨୬ ତାରିଖ। ଓଡ଼ିଶାର ନ୍ୟାୟିକ ଇତିହାସରେ ସୃଷ୍ଟି ହୋଇଥିଲା ନୂଆ ଅଧ୍ୟାୟ। ଐତିହାସିକ କଟକ ସହରରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା ଓଡ଼ିଶା ହାଇକୋର୍ଟ। ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଏଚ. ଜେ. କାନିଆ ଏହାକୁ…
ସାଲେପୁରରେ ଚାଞ୍ଚଲ୍ୟ, ମହାନଦୀକୁ ଡେଇଁ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅଞ୍ଚଳରେ ।କଟକ ଜିଲ୍ଲା ସାଲେପୁର ସାତବାଟିଆ ଠାରେ ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ଏବେ ନିଖୋଜ…
ସାଲେପୁରରେ ଚୋରଙ୍କ ଉତ୍ପାତ, ଜପକୁଦ ଫାଣ୍ଡି ଅଞ୍ଚଳରେ ମନ୍ଦିରରୁ ସିରିଜ ଚୋରୀ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଦିନକୁ ଦିନ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତ ର ଜପକୁଦ ଅଞ୍ଚଳରେ ଚୋର ଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି ।ବିଗତ ଚାରି ପାଞ୍ଚ ମାସ ଭିତରେ ଜପକୁଦ ଅଞ୍ଚଳର ବହୁ…
