ତିଗିରିଆ -: ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତସ୍ଥିତ କରଡାପଲ୍ଲୀର ଜାମା ମସଜିଦ ପରିସରରେ ୱକଫେ ନୌ (ଧର୍ମ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷ) ମାନଙ୍କୁ ନେଇ ବାର୍ଷିକ ଇଜତେମା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ…
Category: କଟକ
ବନ୍ଧୁକ ଲଗାଇ ମୋବାଇଲ ଦୋକାନରୁ ଲୁଟ ଘଟଣାରେ ଲୁଟ ସାମଗ୍ରୀ ଉଦ୍ଧାର
ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ମଙ୍ଗଳା ବଜାର ରେ ଥିବା ଏକ ମୋବାଇଲ ଦୋକାନର ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗତ ୨୦ ତାରିଖ ସନ୍ଧ୍ୟାରେ ତିନିଜଣ ଯୁବକ ମୋବାଇଲ, ଟଙ୍କା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ…
ଗଦାଧରପୁରରେ ଧାନମଣ୍ଡି ଉଦଘାଟିତ …
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ଚଳିତବର୍ଷ ର ପ୍ରଥମ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ସେବା ସମବାୟ ସମିତି ର ସଭାପତି ଉଷାରାଣୀ ସ୍ୱାଇଁ ଙ୍କ ସଭାପତିତ୍ୱ…
ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ …
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଧାଂଶୁ ବାଳା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ମୁଖ୍ୟ ଅତିଥି…
ଭିରୁଡାରେ ହାତୀଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଫସଲ
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତରେ ଗତକାଲି ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ୩/୪ ଟି ବଣୁଆ ହାତୀ ଆସି ଗ୍ରାମର ଅନେକ ଚାଷୀଙ୍କ ଆଖୁ, ମକା ସହ ଅନ୍ୟାନ୍ୟ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।…
ଆଇନଜୀବୀ ଅକ୍ଷୟ କୁମାର ସାହାଣୀଙ୍କ ବିୟୋଗରେ ଶୋକସଭା
ତିଗିରିଆ -: ଆଠଗଡ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ସାହାଣୀ ଙ୍କ ବିୟୋଗ ରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ତିଗିରିଆ ଓକିଲ ସଂଘର ସଭାଗୃହ ରେ ସଦସ୍ୟ ମାନଙ୍କ ଦ୍ୱାରା ଶୋକ ସଭା ଅନୁଷ୍ଠିତ…
ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, କୁମାରପୁରକୁ ହରାଇ ଖୋର୍ଦ୍ଧା ସେମିଫାଇନାଲରେ
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତ ସ୍ଥିତ ଚବକା କ୍ରିକେଟ ପଡ଼ିଆରେ ଆଜି ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଉଦଘାଟିତ ହୋଇଯାଇଛି। ସୋମପଡାର ପୂର୍ବତନ ଖେଳାଳୀଙ୍କୁ ନେଇ ଗଠିତ ଏଲଏସସିଏ କ୍ଳବର ସଦସ୍ୟଙ୍କ ଦ୍ଵାରା ଗଠିତ ଲିଟିଲ ଷ୍ଟାର…
ଲକ୍ଷାଧିକ ଟଙ୍କା ଚଳୁ କଲା ତିଗିରିଆ ବନବିଭାଗ ! ବୃକ୍ଷ ରୋପଣରେ ଚଞ୍ଚକତା
ତିଗିରିଆ:ତିଗିରିଆ ବ୍ଲକ ଅନ୍ତର୍ଗତ ବାଲିପୁଟ ପଞ୍ଚାୟତ ସ୍ଥିତ ବିରିପୁଟ ଗ୍ରାମ ନିକଟରୁ ଭୋଗଡା ପଞ୍ଚାୟତ ସ୍ଥିତ ଭେଜିଆ ଗ୍ରାମ ପର୍ଯ୍ୟନ୍ତ ଥିବା ରାସ୍ତା ର ଉଭୟ ପାର୍ଶ୍ୱରେ ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଇଛି।କିନ୍ତୁ ବନବିଭାଗ ପକ୍ଷରୁ…
ସମସ୍ୟା ଘେରରେ ନନ୍ଦପୁର ପ୍ରାଥମିକ ବିଦ୍ୟାଳୟ, ୫ଶ୍ରେଣୀକୁ ୨ଶିକ୍ଷକ
ତିଗିରିଆ -: ରାଜ୍ୟବାସୀ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ବାସଗୃହ ପରି ମୌଳିକ ଆବଶ୍ୟକତା ପୂରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।ଉଭୟ ସରକାର ଙ୍କ ପକ୍ଷରୁ ଶିକ୍ଷା ବ୍ୟବସ୍ଥା…
ତିଗିରିଆ ଥାନା କର୍ମଚାରୀଙ୍କ ମୃତ୍ୟୁରେ ଶୋକର ଛାୟା …
ତିଗିରିଆ : ତିଗିରିଆ ଥାନାରେ କାର୍ଯ୍ୟରତ ଓଏପିଏଫ କର୍ମଚାରୀ ଦେବେନ୍ଦ୍ର କଅଁର (୩୪) ଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଯାଇଛି। ଗତ ୧୨ ତାରିଖ ସକାଳେ ଶ୍ରୀ କଅଁରଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ତିଗିରିଆ ଥାନା…
