ସମ୍ବଲପୁର -: ବ୍ୟବସାୟରେ ଅଧିକ ଲାଭର ଆଶା ଦେଖାଇ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ କରିଥିବା ଅଭିଯୋଗରେ ସାଇବର ପୁଲିସ ୩ ଭାଇ ଓ ଭଉଣୀଙ୍କୁ ଗିରଫ କରିଛି । ଏହି ମର୍ମରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ…
Category: ସମ୍ବଲପୁର
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ସମଲେଇଙ୍କ ମନ୍ଦିରରେ ଦୀପ ଦାନ କରିବେ ଧର୍ମେନ୍ଦ୍ର
ସମ୍ବଲପୁର -: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁରରେ ମା’ ସମଲେଇଙ୍କ ମନ୍ଦିରରେ…
୧୫ ହଜାର ଟଙ୍କା ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍: ବାମରା ତହସିଲଦାର ଓ ତାଙ୍କ ଡ୍ରାଇଭର ଅଟକ
ବାମରା : ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ରହିଛି। ସୂଚନା ଅନୁସାରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି…
ଚନ୍ଦ୍ରଗ୍ରହଣ: ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦେବନୀତିରେ ପରିବର୍ତ୍ତନ
ସମ୍ବଲପୁର -: ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର ୭ ତାରିଖ ଦିନ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଛି। ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ। ପୂର୍ବାହ୍ନ ୧୧:୪୫ ସମୟରୁ…
‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ: ଧର୍ମେନ୍ଦ୍ର
ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୪ ହଜାର ୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ଆଜି…
ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ, ବଢିଲା ବନ୍ୟା ଆଶଙ୍କା
ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍ ଗେଟ୍ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…
ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍, ୧୪ ଜିଲ୍ଲାକୁ ସତର୍କତା ଜାରି
ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…
ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ, ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ହନୁମାନ
ସମ୍ବଲପୁର -: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର ସହର। ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ କରାଯାଇଛି ନିମନ୍ତ୍ରଣ। ଗୁରୁବାର ଦିନ…
ଫେସ୍ବୁକ୍ ହ୍ୟାକ୍ ପରେ ଆକାଉଣ୍ଟରୁ କଟିଲା ୧୧ ହଜାର ଟଙ୍କା
ସମ୍ବଲପୁର -: ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିର ଆଶିଷ ଓରାମ ନାମକ ଜଣେ ବ୍ୟକ୍ତି ସାଇବର୍ ଠକେଇର ଶିକାର ହୋଇଛନ୍ତି। ଗତ ଏପ୍ରିଲ୍ ୨୬ ତାରିଖ ଦିନ ତାଙ୍କ ଫେସ୍ବୁକ୍ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍ କରି ଦେଇଥିଲା। କିନ୍ତୁ ସେ…
