ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)

ରାଉରକେଲା -: ସଫ୍ଟୱେୟାର ଡେଭଲପମେଣ୍ଟ ପାଇଁ ରାଉରକେଲା ସହରରେ ଆରମ୍ଭ ହୋଇଥିଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)। ଏହାର ଲକ୍ଷ୍ୟ ଥିଲା, ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚାହୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଆପ୍ ତିଆରି କରିବାଲାଗି ଆନୁସଙ୍ଗିକ ସୁବିଧା…

ଘର ଭିତରେ ୪୦ବର୍ଷ ଯୁବକଙ୍କ ମୃତ ଦେହ, ହତ୍ୟା ସନ୍ଦେହ

ରାଉରକେଲା -: ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଡ଼ରୁଆଁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ପ୍ରହଲ୍ଲାଦ କୁଅଁର। ତାଙ୍କୁ ୪୦ ବର୍ଷ ବୟସ । ତେବେ…

ଏମସିଏଲର କଳାଜହର କନିକା ନାଳକୁ କରୁଛି ବିଷାକ୍ତ, ତୁରନ୍ତ ଦୃଷ୍ଟି ନଦେଲେ ସ୍ଥିତି ଭୟଙ୍କର ହେବ !

ସୁନ୍ଦରଗଡ଼ -: ହେମଗିର ବ୍ଲକ୍ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌) ଯୋଗୁ ଅଭିଶାପ ପାଲଟିଛି । ଏମ୍‌ସିଏଲ୍ କୋଇଲା ସାଇଡିଂର ସବୁ କୋଇଲା…

ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ -: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର…

ଆଦିବାସୀ ଉନ୍ନୟନ ସଂସ୍ଥାରେ ମହାଦୁର୍ନୀତି, ସୁଚନା ଅଧିକାରକର୍ମୀଙ୍କ ପ୍ରଶ୍ନବାଣରେ ମନ୍ତ୍ରୀ …

ସୁନ୍ଦରଗଡ଼ -: ବିଗତ ଦିନରେ ସୁନ୍ଦରଗଡ଼ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମହାଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା । ଆଦିବାସୀଙ୍କ ପାଇଁ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି । ଘଟଣାର ପ୍ରାଶାସନିକ…

ବଳାତ୍କାରରୁ ବଞ୍ଚିବା ପାଇଁ ହଷ୍ଟେଲ ଛାତରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ

ଲେଫ୍ରିପଡା/ସୁନ୍ଦରଗଡ଼ -: ଆଜି ପବିତ୍ର ଉତ୍କଳ ଦିବସରେ ମନ୍ଦିର ରୂପକ ଶିକ୍ଷାନୁଷ୍ଠାନରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୌନପିପାସୁ ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଭଳି ଏକ ସମ୍ବେଦନଶୀଳ…

ସ୍ୱାଧିନ ପ୍ରାର୍ଥୀ ଅଭିନବ ପ୍ରଚାର କରି ଜନତାଙ୍କ ମନ ଜିଣୁଛନ୍ତି

ସୁନ୍ଦରଗଡ଼ -: ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ସକ୍ଷମ ନଥିବା କାରଣରୁ ବିଜେପି ତାଙ୍କୁ ଟିକଟ ଦେଇ ନଥିବା ଅଭିଯୋଗ କରୁଥିବା ନିନିମା ଗାମୁଛା ପାତି ଲୋକଙ୍କୁ ଭୋଟ୍ ସହ ନୋଟ୍ ମାଗି ଏ ଲଢ଼େଇ ପୁଞ୍ଜିପତି ବନାମ ସାଧାରଣଜନତାଙ୍କ ବୋଲି ଲୋକଙ୍କୁ…

error: Content is protected !!